ତୁଳସୀ ଗଛ ରେ ପାଣି ଦେଲା ବେଳେ କୁହନ୍ତୁ ଏହି ଶକ୍ତିଶାଳୀ ମନ୍ତ୍ର, ଯାହା ମାଗିବେ 24 ଘଣ୍ଟାରେ ହେବ ପୁରଣ… ଆଜି ହିଁ କରିକି ଦେଖନ୍ତୁ

ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ଵ ରହିଛି । ତୁଳସୀ ଗଛକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନାଯାଏ । ତେଣୁ ତୁଳସୀ ଗଛର ପୂଜା ଯେଉଁ ଘରେ କରାଯାଏ ସେହି ଘରେ ଦାରିଦ୍ରତା ଓ ଦୁର୍ଭାଗ୍ଯର ବାସ ହୁଏ ନାହି । ସେହି ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ତୁଳସି ଗଛ ପୂଜା କରିଲେ ମୋକ୍ଷ ପ୍ରାପ୍ତ ସହ ପାପର ନାସ ହୋଇଥାଏ । କୁହାଯାଏ ଯେଉଁ ଘରେ ତୁଳସୀ ଠାରେ ଦେବିଦେବତାଙ୍କ ନିବାସ କରିଥାନ୍ତି । ସେହି ଘରର ନେଗେଟିଭ ଶକ୍ତି ଦୂର ହୋଇ ପଜେଟିଭ ଏନର୍ଜି ରହିଥାଏ ।

ତୁଳସୀ ଗଛ ମୂଳରେ ପାଇ ଅର୍ପଣ କରିବା ସମୟରେ ଏହି ମନ୍ତ୍ର କହିଲେ ସବୁ ଇଚ୍ଛା ପୁରଣ ହୋଇଥାଏ । ଆସନ୍ତୁ ଜାଣିବା ତାହା କଣ ଅଟେ । ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ସବୁ ଦିନ ତୁଳସୀ ଗଛକୁ ପୂଜା କରିବା ଦ୍ଵାରା ଧନ, ସମ୍ପତି, ବୈବାହିକ ସୁଖ ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ମା ଲକ୍ଷ୍ମୀ ମଧ୍ୟ ସର୍ବଦା ପ୍ରସନ୍ନ ହୋଇଥାନ୍ତି । ଯଦି ପଦ୍ମ ପୁରାଣ ବିଷୟାରେ କଥା ହେବା ତେବେ ପଦ୍ମ ପୁରାଣ ଅନୁଯାୟୀ ଯେଉଁଠି ତୁଳସୀ ଗଛ ଥାଏ ସେଠାରେ ବ୍ରମ୍ହା, ବିଶୁଣୁ ଓ ମହାଦେବ ଙ୍କ ନିବାସ ହୋଇଥାଏ ।

ତୁଳସୀ ଗଛକୁ ପୂଜା କରିବା ଦ୍ଵାରା ଗ୍ରହ ନଷ୍ଟ ହୋଇଯାଏ ଯେପରି ସୂର୍ଯ୍ୟ ଉଦୟ ଆରେ ଅନ୍ଧାର ଦୂର ହୋଇଯାଏ । ଜୀବନରେ କେଉଁଠି ନା କେଉଁଠି ଚିନ୍ତା ଥାଏ ବା ଦୁଖ ଦାରିଦ୍ରତା ଲାଗି ରହିଥାଏ ବା ଟଙ୍କା ପଇସାର ଅଭାବ ଦେଖାଯାଏ ତେବେ ଏହି ମନ୍ତ୍ର କୁ ନିଶ୍ଚୟ ଜପ କରନ୍ତୁ । ଯଦି ତୁଳସୀ ଗଛରେ ପୂଜା କରିବା ବେଳେ ଏହି ମନ୍ତ୍ରଟି ପାଠ କରିବେ ତେବେ କିଛି ଦିନ ମଧ୍ୟରେ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ ଓ ଘରେ ସ୍ଥାୟୀ ରୂପରେ ମା ଲକ୍ଷ୍ମୀ ବସ କରିବେ । ଘରେ କେବେ ବି ଦୁଖ ଦାରିଦ୍ର ବାସ କରିବ ନାହି ।

ମନ୍ତ୍ର ଜପ କରିବା ପାଇଁ ସକାଳୁ ଇଷ୍ଟ ଦେବତାଙ୍କ ପୂଜା କରିବା ପରେ ତୁଳସୀ ମା ଙ୍କ ପାଖରେ ପ୍ରଣାମ କରି ଶୁଦ୍ଧ ଜଳ ଅରପଣ କରନ୍ତୁ । ଆପଣ ଚାହିଁଲେ ଗଙ୍ଗାଜଳ ମଧ୍ୟ ଅର୍ପଣ କରିପାରିବେ । ପରେ ତୁଳସୀ ଗଛରେ ସିନ୍ଦୁର ଓ ହଳଦୀ ଚଢନ୍ତୁ । ଏହା ପରେ ଘିଅର ଦୀପ, ଧୂପ ଜାଳନ୍ତୁ । ତୁଳସୀ ଚାରିପଟେ ୭ ଥର ପରିକ୍ରମା କରିବା ପରେ ତୁଳସୀ ମାଳାରେ ୭ ଥର ଖାସ ମନ୍ତ୍ର ଜପ କରନ୍ତୁ । ମନ୍ତ୍ରଟି ହେଉଛି ମହାପ୍ରସାଦ ଜନନୀ ସର୍ବସୌଭାଗ୍ୟ ବର୍ଧନି ଆଦି ବ୍ୟାଧି ଜରାମୁକ୍ତ ତୁଳସୀତୟଙ୍ଗ ନମସ୍ତୁତେ ।

ଏହି ମନ୍ତ୍ରର ଜପ ଆପଣ ନିଶ୍ଚୟ କରନ୍ତୁ ଦେଖିବେ ଆପଣଙ୍କ ସବୁ ମନସ୍କାମନା ପୂରଣ ହୋଇଯିବ । ତୁଳସୀ ଭଗବାନ ବିଶୁଣୁଙ୍କ ଅତି ପ୍ରିୟ ହୋଇଥାଏ । ଏହି ମନ୍ତ୍ର ଦ୍ଵାରା ଭଗବାନ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *