ବାଛନ୍ତୁ ଯେ କୌଣସି ରଙ୍ଗର ବଟମ ଓ ଜାଣନ୍ତୁ ନିଜ ବିଷୟରେ 1 ଭୟଙ୍କର ସତ୍ୟ- Psychological Test

ବନ୍ଧୁଗଣ ଆପଣ ମାନନ୍ତୁ କି ନ ମାନନ୍ତୁ କିନ୍ତୁ ଆମ ଜୀବନରେ ରଙ୍ଗର ବଡ ମହତ୍ଵ ରହିଛି । ରଙ୍ଗ ଆମକୁ କେବେ ଖୁସି ତ କେବେ ଦୁଖ ଦେଇଥାଏ । କିଛି ରଙ୍ଗ ଆମ ଜୀବନରେ ଊର୍ଜା ନେଇକି ଆସିଥାଏ ତ ଆଉ କିଛି ରଙ୍ଗ ଆମ ଜୀବନକୁ ସରଳ କରିଥାନ୍ତି । ଘରେ ଯେଉଁ ରଙ୍ଗ ଲଗାଯାଏ ତାହା ଭାବି ଚିନ୍ତି ଦିଆଯାଏ କାରଣ ଏହା ଆମ ଜୀବନ ଓ ପରିବାର ଉପରେ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କ ପାଇଁ ୬ ପ୍ରକାରର ରଙ୍ଗର ବଟନ ର ଚିତ୍ର ନେଇ ଆସିଛୁ । ବାଛନ୍ତୁ ଯେ କୌଣସି ଗୋଟିଏ ରଙ୍ଗ ଆଉ ଜାଣନ୍ତୁ ଆପଣଙ୍କ ବିଷୟରେ ଗୋଟେ ସତ କଥା ।

୧- ନାଲି ବଟମ : ଯଦି ଆପଣ ନାଲି ବଟମ ଚୁଜ କରିଛନ୍ତି ତେବେ ଆପଣ ଦୁନିଆ ପାଇଁ ସବୁ କିଛି ଲୁଟାଇବାକୁ ରେଡି ଅଛନ୍ତି । ଆପଣ ଚାହୁଁଛନ୍ତି ଲୋକେ ଆପଣଙ୍କର କଥା ଶୁଣନ୍ତୁ ବୁଝନ୍ତୁ ଆଉ ପରିଚୟ ଦିଅନ୍ତୁ । ଯେଉଁ କ୍ଷେତ୍ରରେ ଥିଲେ ବି ଆପଣ ନିଜର ବେଷ୍ଟ ଦେବକୁ ଚେଷ୍ଟା କରିଥାନ୍ତି । ଆପଣ ଭଲ ଜୀବନ ସାଥି ହେବାକୁ ଚେଷ୍ଟା କରୁଛନ୍ତି ।

୨- ହଳଦିଆ ରଙ୍ଗ : ଆପଣ ଏହି ବଟମ ଭଲ ଲାଗିଥିଲେ ଜୀବନର ସାକାରାତ୍ମକ ଓ ଆଶାବାଡି ଦ୍ରୁଷ୍ଟି କୋଣର କଥା କହିଥାଏ । ଆପଣ ସଂବେଦନଶୀଳ ହୋଇ ଚ୍ୟାଲେଞ୍ଜ ନେବାକୁ ଚେଷ୍ଟା କରିଥାନ୍ତି । ଆପଣ ଯୋଗ୍ୟତା ଓ ସାମର୍ଥ୍ୟ ଉପରେ ଭରସା କରିଥାନ୍ତି ।

୩- ନାରଙ୍ଗି ବଟମ : ଆପଣଙ୍କୁ ଏହି ବଟମ ଭଲ ଲାଗିଥିଲେ ଆପଣ ଛୋଟ ଛୋଟ କଥାକୁ ନେଇ ସେଲିବ୍ରେଟ କରିଥାନ୍ତି । ଆପଣ ମାନିଥାନ୍ତି ବଡ ବଡ ରେସ ଛୋଟ ରୁ ଆରମ୍ଭ ହୋଇଥାଏ । ଆପଣ ପ୍ରତେକ କଥାର ଡିଟେଲ୍ସ ଜାଣିବାକୁ ଚାହିଁଥାନ୍ତି । ନିଜକୁ ସୁଧାରିବାକୁ ମୌକା ଛାଡନ୍ତି ନାହି ।

୪- ଗୋଲାପି ବଟମ : ଯଦି ଆପଣଙ୍କୁ ଏହି ବଟମ ପସନ୍ଦ ଆସିଛି ତେବେ ଆପଣଙ୍କ ଜୀବନରେ ଏବେ ଖୁସି ଓ ସନ୍ତୁଷ୍ଟିମୟ ରେ ପରି ପୂର୍ଣ୍ଣ ରହିଛି । ସବୁଠାରୁ ଭଲ କଥା ଆପଣଙ୍କ ପାଖରେ ଯାହା ଅଛି ତାହାର ମୂଲ୍ୟ ବୁଝିବା ସହ ଆପଣ ତାର ପୁରା ଆନନ୍ଦ ଉଠାଇଥାନ୍ତି ।

୫- ବାଇଗଣି ବଟମ : ଏହି ବଟମ କୁ ଚୁଜ କରିଥିଲେ ଦର୍ଶାଇ ଥାଏ କି ଆପଣଙ୍କ ନିଜ ଜୀବନରେ ସେଠାରେ ଯାଇ ପହଞ୍ଚି ଯାଇଛନ୍ତି ଯାହାର ସ୍ଵପ୍ନ ଆପଣ ଦେଖୁଥିଲେ । ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ଓ ନିଜ ପ୍ରତି ପ୍ରେମ ଅଧିକ ଆସି ଯାଇଛି । ଆପଣ ଜାଣିଛନ୍ତି ଯଦି ଚେସ୍ଟ କରିବେ କିଛି ବି ହାସଲ କରିପାରିବେ ।

୬- ନୀଳ ବଟମ : ଏହି ବଟମ ପସନ୍ଦ କରିଥିଲେ ସଠିକ ସନ୍ତୁଳନ ଆଡକୁ ଇସାରା କରିଥାଏ । ଆପଣ ଜାଣିଛନ୍ତି ଜୀବନରେ କିଛି ହାସଲ କରିବାକୁ ହେଲେ ସେଥିପାଇଁ ସନ୍ତୁଳନ କେତେ ଜରୁରି ହୋଇଥାଏ । ଆପଣ ଯାହାଙ୍କୁ ପ୍ରେମ କରୁଛନ୍ତି ତାଙ୍କ ଖୁସି ପାଇଁ କିଛି କରିବାକୁ ରେଡି ରହିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *