ଛତିଆ ବଟ କଳ୍କି ଅବତାର ରହସ୍ୟ କଣ ? Malika Bachana

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଛତିଟିଆ ବଟ ଓଡିଶାର ଯାଜପୁର ଜିଲ୍ଲା ରେ ଅବସ୍ଥିତ ଅଟେ । କଟକ ରୁ ଚଣ୍ଡୀଖୋଲ ଯିବା ରାସ୍ତାରେ ଏହି ସ୍ଥାନକୁ ଦେଖିବାର ଅବସର ମିଳିଥାଏ । ଅସୁମାରି ଆଶା ରହିଥାଏ କି ସାରା ଜଗତର ସୃଷ୍ଟି କର୍ତ୍ତା ଶ୍ରୀ ଜଗନ୍ନାଥ ଗୁପ୍ତ ରେ ବାଢୁଛନ୍ତି ଓ ଅପାର ଭାର ବଢିବ ପରେ ସୃଷ୍ଟିର ଧ୍ଵଂସ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ କଳ୍କି ଅବତାର ଗ୍ରହଣ କରିବେ । ରହସ୍ୟ ହେଉଛି ପ୍ରଭୁ ବଳଭଦ୍ରଙ୍କ ମୂର୍ତ୍ତି ଏପରି ସ୍ଥାପନ କରାଯାଇଛି ଆପଣ ସମାନ ପଟରୁ ଦେଖିଲେ ପଛ ପଟ ଦୃଶ୍ୟମାନ ହେବ ।

ବଳଭଦ୍ରଙ୍କ ହାତରେ ଗୋଟେ ଖଣ୍ଡା ରହିଛି । ପ୍ରଭୁ ଜଗନ୍ନାଥ ଙ୍କ ପ୍ରତିରୂପ ଆପଣ ଅନ୍ୟ କେଉଁଠି ଦେଖିବାକୁ ପାଇବେ ନହି । ଏମିତି ମାନ୍ୟତା ରହିଛି କଳି ଯୁଗର କଲକି ବେସ ରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ । ଏହି ମନ୍ଦିରରେ ଗୋଟେ କୋଠରି ବନ୍ଦ ରହିଛି । କୁହାଯାଏ କି ଏଠାରେ ଶ୍ରୀ ଜଗନ୍ନାଥ ପୂଜା ପାଇଥାନ୍ତି । ଏଠାରେ ଗୋଟେ ଖଣ୍ଡା ରହିଛି ଯାହା ଦିନକୁ ଦିନ ବଢିବାରେ ଲାଗିଛି ।

ଇତିହାସରେ ଲେଖା ଅଛି ଏହା ହେଉଛି ଓଡିଶାରେ ପର୍ଜୟତନ ସ୍ଥଳ । ଯାହା ଚଣ୍ଡୀଖୋଲା ନିକଟରେ ଅବସ୍ଥିତ । ରାଜା ଚୋଡଗଙ୍ଗ ଦେବ ଙ୍କ ରାଜତ୍ଵ କାଳରେ ଏହା ନିର୍ମିତ ହୋଇଥିଲା । ମାଳିକା ରଚିତ କରିଥିବା ସନ୍ଥ ହାଡି ଦାସ ଏହି ଛତିଆ ବଟ ବିଷୟରେ ମାଳିକା ରେ ଅନେକ କିଛି ଲେଖି ଯାଇଛନ୍ତି । ମାଳିକା ରେ ଲେଖା ଯାଇଛି ୧୯୯୯ ମସିହାରେ ମହାବାତ୍ୟା କଥା ଯାହାକି ସତ ହୋଇଥିଲା ।

ଛତିଆ ବଟ କୁ ନେଇ ଲେଖା ହୋଇଥିବା କଥାକୁ ଲୋକେ ବିଶ୍ଵାସ ମଧ୍ୟ କରିଥାନ୍ତି । ସନ୍ଥ ହାଡି ଦାସ ଛତିଆ ବାଟା ରେ ହିଁ ମୃତ୍ୟୁବରଣ କରିଥିଲେ । ଏଠାରେ ତାଙ୍କ ସମାଧି ମଧ୍ୟ ରହିଛି । କୁହାଯାଏ କି ଏଠାରେ ଥିବା ବିରାଟ ବାର ଗଛ ପାଇଁ ଏହାର ନାମକରଣ ଛତିଆ ବଟ ରଖା ଯାଇଛି ।

ମାଳିକା ରେ ଲେଖା ହୋଇଛି ଯେବେ କଳି ଯୁଗ ଶେଷ ହେବ ସେହି ସମୟରେ ପ୍ରଭୁ ଜଗନ୍ନାଥ ପୂଜା ପାଇବେ । ସେହି ସମୟରେ ସମଗ୍ର ବିଶ୍ଵ ଧ୍ଵଂସ ହୋଜିବ । ଏହା ସହ ଛତିଆ ବଟ ପାଣିରେ ଭାସିଯିବ । ତେବେ ଏହା ଥିଲା ଛତିଆ ବଟ ର କଳ୍କି ଅବତରର ରହସ୍ୟ । ତେବେ ପ୍ରତେକ ପ୍ରାଣୀ ଙ୍କୁ ଗର୍ବ ଅହଂକାର ପରିତ୍ୟାଗ କରି ନିଜକୁ ଭଗବାନ ଙ୍କ ନିକଟରେ ସମର୍ପଣ ଭାବ ରଖିବା ଉଚିତ ।

କାରଣ କଥାରେ ଅଛି କରି କରାଉ ଥାଏ ମୁହିଁ ତୋ ବିନୁ ଅନ୍ୟ ଗତି ନାହି । ଯିଏ ବିପଦରେ ସାହା ହୁଅନ୍ତୁ ଆଉ ଭକ୍ତର ମନ କଥା ବୁଝିଥାନ୍ତି ସେ ହେଉଛନ୍ତି ପ୍ରଭୁ ଜଗନ୍ନାଥ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋସ୍ତ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *