ବନ୍ଧୁଗଣ ରଙ୍ଗ ବେରଙ୍ଗର ପ୍ରଜାପତି ଆକାଶରେ ଉଡୁଥିଲେ ବହୁତ ସୁନ୍ଦର ଦେଖା ଯାଇଥାନ୍ତି । ପ୍ରଜାପତି କେବେ ଫୁଲରେ ବସିଥାନ୍ତି ତ ଆଉ କେବେ ଖୋଲା ଆକାଶରେ ଉଡିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ପ୍ରଜାପତି ଜୀବନର ମହତ୍ଵ ଦର୍ଶାଇଥାଏ । ପ୍ରତେକ ମାସର ଅଲଗା ଅଲଗା ପ୍ରଜାପତି ରହିଥାଏ । ଯାହା ଦୁନିଆରେ ପରିବର୍ତ୍ତନ ଓ ଆଶାର ପ୍ରତୀକ ବୋଲି ମାନାଯାଏ । କିଛି ପ୍ରଜାପତି ଖାସ ହୋଇଥାନ୍ତି କାରଣ ଆମ ଜୀବନରେ ସ୍ଵଭାବ, ବ୍ୟବହାରକୁ ନେଇ ଏମିତି କଥା ସାମନାକୁ ଆସିଥାଏ ଯାହା ଆମେ ଜାଣିନ ଥାଉ । ବାଛନ୍ତୁ ଜନ୍ମ ମାସର ଏକ ପ୍ରଜାପତି ଆଉ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା ।
୧- ଆପଣଙ୍କ ଜନ୍ମ ମାସ ଜାନୁଆରୀ ହୋଇଥିଲେ ଆପଣ ଉଦାର ସ୍ଵଭାବର ହେବ ସହ ବନ୍ଧୁତା ରଖିବାରେ ବିଶ୍ଵାସ କରିଥାନ୍ତି । ପ୍ରତେକ ଆପଣଙ୍କର ଆଶାବାଦିର ପ୍ରଶଂସା କରିଥାନ୍ତି ।
୨- ଆପଣଙ୍କ ଜନ୍ମ ମାସ ଫେବ୍ରୁଆରି ହୋଇଥିଲେ ଆପଣ ଏତେ ପ୍ରଭାବଶାଳି କି ଯେଉଁଠିକି ଯାଇଥାନ୍ତି ସମସ୍ତଙ୍କର ନଜର ଆପଣଙ୍କ ଉପରେ ରହିଥାଏ । ଆପଣଙ୍କର ଆତ୍ମବିଶ୍ଵାସ ଜୋରଦାର ହୋଇଥାଏ ।
୩- ଆପଣଙ୍କ ଜନ୍ମ ମାସ ମାର୍ଚ୍ଚ ହୋଇଥିଲେ ଅପାନ ଜୀବନରେ କେବେ ହାର ମାଣନ୍ତି ଅନହି । ଏହି ବ୍ୟକ୍ତିତ୍ବ ଆପଣଙ୍କୁ ସବୁବେଳେ ଜିତ ଆଡକୁ ଅଗ୍ରସର କାରାଇଥାଏ ।
୪- ଆପଣଙ୍କ ଜନ୍ମ ମାସ ଏପ୍ରିଲ ହୋଇଥିଲେ ଆପଣ ଭାବୁକ ମଣିଷ ଅଟନ୍ତି । ଲୋକେ ଆପଣଙ୍କର ଏହି ସ୍ଵଭାବର ସମ୍ମାନ କରିବା ସହ ଭଲ ପାଇଥାନ୍ତି । ଆପଣ ଦୁନିଆରେ ଶାନ୍ତ ସ୍ଵଭାବ କାରଣରୁ ଅଲଗା ସ୍ଥାନ ତିଆରି କରିପାରିବେ ।
୫- ଆପଣଙ୍କ ଜନ୍ମ ମାସ ମେ ହୋଇଥିଲେ ଆପଣ ଅଦଭୁତ ମଣିଷ ଅଟନ୍ତି । ଯିଏ ଆପଣଙ୍କୁ ଜାଣିଥାନ୍ତି ସେ ଆପଣଙ୍କୁ ଟିକ ବୁଝିଥାନ୍ତି । ଆପଣ ବ୍ୟକ୍ତିତ୍ବର ମାଲିକ ଅଟନ୍ତି ।
୬- ଆପଣଙ୍କ ଜନ୍ମ ମାସ ଜୁନ ହୋଇଥିଲେ ଆପଣ ଶାନ୍ତ ସ୍ଵଭାବ ପାଇଁ ଜଣାଶୁଣା ଅଟନ୍ତି । ଆପଣ ବହୁତ ଉଦାର ବ୍ୟକ୍ତି ହେବା ସହ ଆପଣ ଭଲ ପାର୍ଟନର ଅଟନ୍ତି ।
୭- ଆପଣଙ୍କ ଜନ୍ମ ମାସ ଜୁଲାଇ ହୋଇଥିଲେ ଆପଣଙ୍କ ନୀଡର ବ୍ୟକ୍ତିତ୍ବ ମଜବୁତ ବ୍ୟକ୍ତିତ୍ବକୁ ଦର୍ଶାଇଥାଏ । ଆପଣଙ୍କ ଭିତରେ ଭାବୁକ ଅଧିକ ରହିଛି ।
୮- ଆପଣଙ୍କ ଜନ୍ମ ମାସ ଅଗଷ୍ଟ ହୋଇଥିଲେ ନିଜର ଇମାନନ୍ଦାର ପାଇଁ ଜଣାଶୁଣା ଅଟନ୍ତି । ଆପଣ ନିଜର ଭୁଲ ମାନିଥାନ୍ତି ଯାହା କମ ଲୋକେ କରିଥାନ୍ତି ।
୯- ଆପଣଙ୍କ ଜନ୍ମ ଆସ ସେପ୍ଟେମ୍ବର ହୋଇଥିଲେ ଆପଣଙ୍କୁ ନୂଆ ଜିନିଷ ଜାଣିବାର ଜିଜ୍ଞାସା ଅଧିକ ହୋଇଥାଏ । ଚିନ୍ତାଧାରା ଆପଣଙ୍କର ଅଦଭୁତ ହୋଇଥାଏ ।
୧୦- ଆପଣଙ୍କ ଜନ୍ମ ମାସ ଅକ୍ଟୋବର ହୋଇଥିଲେ ଆପଣ ସେହି ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଯିଏ କୌଣସି ବି ପରିସ୍ଥିତିରେ ଦୁଧ ନିଶ୍ଚୟ ଭାବେ ସମାନ କରିଥାନ୍ତି ।
୧୧- ଆପଣଙ୍କ ଜନ୍ମ ମାସ ନଭେମ୍ବର ହୋଇଥିଲେ ଆପଣ ଆଖପାଖର ଲୋକଙ୍କୁ ବହୁତ ଭଲ ଭାବେ ପରଖିଥାନ୍ତି ।
୧୨- ଆପଣଙ୍କ ଜନ୍ମ ମାସ ଡିସେମ୍ବର ହୋଇଥିଲେ ଆପଣ ସେହି ବ୍ୟକ୍ତିତ୍ବର ମାଲିକ ଯିଏ ଜୀବନରେ ଆଗକୁ ସଫଳତା ହାସଲ କରିବେ ।
ବନ୍ଧୁଗଣ ଆପଣଙ୍କୁ କେଉଁ ପ୍ରଜାପତି ପସନ୍ଦ ଆସିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।