ବାଛନ୍ତୁ ଗୋଟେ ଗୋଲାପ ଓ ଜାଣନ୍ତୁ ସେ କିଏ ଯିଏ ଆପଣଙ୍କ ପାଇଁ କିଛି ବି କରିପାରେ- Love Quiz

କୁହା ଯାଇଛି ଯେ ବ୍ୟକ୍ତି ପସନ୍ଦ ଆଉ ନାପସନ୍ଦ ତାଙ୍କ ବ୍ୟକ୍ତିତ୍ବ ଓ ସ୍ଵଭାବର ଆଇନା ହୋଇଥାଏ, ତେବେ ଯଦି କେହି ଅନ୍ୟ ମାନଙ୍କ ସହ ବହୁତ ଅଧିକ ମିଶା ମିଶି କରନ୍ତି ନାହିଁ ।

ତେବେ ବି ତାଙ୍କ ସ୍ଵଭାବ ବା ମନ ବିଷୟରେ ଆପଣ ବହୁତ କିଛି ଜାଣି ପାରିବେ ତାଙ୍କ ପସନ୍ଦ ଦ୍ଵାରା । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଥିବେ । ତେବେ ଆଜି ଗୋଟେ ଗେମ ଖେଳିବା ଯାହା ଅନୁଯାଇ ଆମେ ଆପଣଙ୍କୁ ୫ତି ଫୁଲ ଚିତ୍ର ଦେଖେଇବୁ ଆଉ ଆପଣାକୁ ଗୋଟେ ପସନ୍ଦ କରିବାକୁ ହବ ତା ପରେ ଆମେ ଆପଣଙ୍କୁ କହିବୁ ଯେ କିଏ ଆପଣଙ୍କ ପାଇଁ କିଛି ବି କରି ପାରେ ।

୧. ଯଦି ଆପଣ ପ୍ରଥମ ଫୁଲ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପ୍ରେମୀ ଆପଣଙ୍କୁ ସବୁଠାରୁ ଅଧିକ ଭଲ ପାନ୍ତି ଆଉ ଆପଣଙ୍କ ଜୀବନ ପାଇଁ କିଛି ବି କରିବାକୁ ରାଜି ରୁହନ୍ତି ।  ତାଙ୍କ ସହ ବିବାହ କରି ଆପଣ ଜୀବନ ସାରା ସୁଖୀ ରହିବେ ଏହା ଛଡା ଜୀବନରେ ଯାହା ଅସୁବିଧା ହେଲେ ଆପଣଙ୍କ ପସନ୍ଦ ଆପଣଙ୍କ ସହ ରହିବେ ।

୨. ଯଦି ଆପଣ ଦ୍ଵିତୀୟ ଫୁଲ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପରିବାର ଆପଣଙ୍କ ପାଇଁ ଯେତେ ଆବଶ୍ୟକ ତାଙ୍କ ପାଇଁ ଆପଣ ମଧ୍ୟ ବହୁତ ଆବଶ୍ୟକ ଅଟନ୍ତି, ଆପଣଙ୍କ ଜୀବନରେ ଘଟୁଥିବା ସମସ୍ୟା ବିଷୟରେ ଜାଣିଲେ ସେ ଆପଣଙ୍କୁ କେବେ ଏକୁଟିଆ କରିବେ ନାହିଁ ।

୩. ଯଦି ଆପଣ ତୃତୀୟ ଫୁଲ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ଦୁହେଁ ବହୁତ ଶୀଘ୍ର ବିବାହ କରିବା ପାଇଁ ଇଛା କରନ୍ତି । ଆପଣଙ୍କ ମନରେ ତାଙ୍କ ପାଇଁ ଭଲ ପାଇବା ଅଛି କିନ୍ତୁ ଆପଣ ତାଙ୍କୁ ଏହି କଥା କହି ପାରୁ ନାହାନ୍ତି ଆଉ ତାଙ୍କ କଥା ନ ଶୁଣି ରହି ପାରୁ ନାହାନ୍ତି ତେବେ ଆପଣଙ୍କୁ ନିଜ ମନ କଥା ଖୋଲି କହିଦବା ଉଚିତ । ଆପଣ ଦୁହିଙ୍କ ମଧ୍ୟରେ ଭଲ ପାଇବା ଅଛି ଆକର୍ଷଣ ନୁହ ।

୪. ଯଦି ଆପଣ ଚତୁର୍ଥ ଫୁଲ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ଦୁହେଁ ବହୁତ ଭଲ ସାଙ୍ଗ ଅଛନ୍ତି, ଦୁହେଁ ପରାସ ପରକୁ କିଛି ଲୁଚାନ୍ତି ନାହିଁ । ତେବେ ଆପଣ ଦୁହେଁ ନିଜ ନିଜ ଭଲ ପାଇବା ଲୁଚାଇ ରଖିଛନ୍ତି କାହିଁକିନା ଆପଣ ମଧ୍ୟ ଭଲ ପାଇବା ଆଉ ଆକର୍ଷଣ ମଝିରେ ଫାଶୀ ଯାଇଛନ୍ତି ତେବେ କଥା ପରିସ୍ଥିତି ଉପରେ ଛାଡି ଦିଅନ୍ତୁ ଯାହା ହବ ଆପଣଙ୍କ ପାଇଁ ମଙ୍ଗଳମୟ ହବ ।

୫. ଯଦି ଆପଣ ପଞ୍ଚମ ଫୁଲ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ନିଜ ଜୀବନରେ ଯାହାକୁ ପସନ୍ଦ କରିଛନ୍ତି ସେ ଆପଣଙ୍କ ପାଇଁ ବେସ୍ଟ ଅଟନ୍ତି, ଆପଣ ଦୁହିଙ୍କ ଭଲ ପାଇବା ବହୁତ ଗଭୀର ଅଟେ, ତେବେ ଏହାକୁ ଆକର୍ଷଣ ବୁଝିବାର ଭୁଲ ଆପଣ କେବେ କରିବେ ନାହିଁ ଯେତେ ଦୁଃଖ ହେଲେ ମଧ୍ୟ କେବେ ପରାସ ପରକୁ ଛାଡିବେ ନାହିଁ ।

Leave a Reply

Your email address will not be published. Required fields are marked *