ଆମେ ଆମ ଜୀବନରେ କେମିତି ରହିଥାଉ, କେମିତି ଲୋକ ସହ ରହିବା ଆପଣ ପସନ୍ଦ କରନ୍ତି, ଆମେ କଣ ଭାବିଥାଉ ଓ କଣ କରନ୍ତି ତାହା ଆପଣଙ୍କ କ୍ଷମତା ଉପରେ ନିର୍ଭର କରିଥାଏ । ସବୁ କଥାର କିଛି ନା କିଛି ଅର୍ଥ ଅବଶ୍ୟ ହୋଇଥାଏ । ଏଠାରେ ଆପଣଙ୍କୁ ୬ଟି ନଂ ଦିଆ ଯାଇଛି, ଆପଣଙ୍କୁ ଏହି ନଂ ମଧ୍ୟରୁ ଗୋଟେ ବାଛିବାକୁ ହବ । ଏହି ନଂ ଆପଣଙ୍କୁ ସ୍ଵଭାବ ବିଷୟରେ ବହୁତ କଥା କହିଥାଏ ।

ନଂ ୧ :
ଯଦି ଆପଣ ୧ ନଂ ପସନ୍ଦ କରିଛନ୍ତି ତେବେ ଏହି ଭଳି ଲୋକ ସ୍ଵତନ୍ତ୍ରତା ପ୍ରିୟ ହୋଇଥାନ୍ତି, ଏହି ଭଳି ଲୋକ ନିଜ ବିଷୟରେ ଭାବିବା ଆଗରୁ ଅନ୍ୟ ବିଷୟରେ ଚିନ୍ତା କରନ୍ତି । ଏହି ଭଳି ଲୋକ ନିଷ୍ପତ୍ତି କରିବାରେ ବହୁତ ଶୀଘ୍ରତା କରନ୍ତି ।
ନଂ ୨.
ଯଦି ଆପଣ ୨ ନଂ ପସନ୍ଦ କରିଛନ୍ତି ତେବେ ଏହି ଭଳି ଲୋକଙ୍କୁ ଦୁନିଆ ସଂସାର ଠାରୁ କୌଣସି ସମ୍ପର୍କ ରଖିବା ପସନ୍ଦ କରନ୍ତି ନାହିଁ, ଆପଣଙ୍କ ଭିତରେ ସବୁଠାରୁ ଖରାପ କଥା ଏହା ଅଟେ ଯେ ଆପଣଙ୍କ ଜୀବନ ସବୁ ଭୁଲ ପାଇଁ ଆପଣ ଅନ୍ୟ କାହାକୁ ଦାଇ ମାନନ୍ତି, ସବୁ ଦୁର୍ଘଟଣା ବା ଖରାପ କାମ ପାଇଁ ଆପଣ ଅନ୍ୟ କାହାକୁ ଦୋଷୀ ମାନନ୍ତି ।

ନଂ ୩.
ଯଦି ଆପଣ ୩ ନଂ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଜୀବନରେ ହୋଇପାରେ ଆପଣ ସବୁ ଆଡେ ଅସଫଳ ଅଛନ୍ତି କିନ୍ତୁ ଏହା ଭାଗ୍ୟ ବା ଅନ୍ୟ ଲୋକଙ୍କ ଦୋଷ ପାଇଁ ନୁହ ଏହା ଆପଣ ନିଜ ପାଇଁ ଅସଫଳ ଅଟନ୍ତି ।
ନଂ ୪.
ଯଦି ଆପଣ ୪ ନଂ ପସନ୍ଦ କରିଛନ୍ତି ତେବେନିଜ ଭୁଲ ପାଇଁ ଅନ୍ୟ କାହାକୁ ଭୁଲ ମାନିଲେ ଭୁଲ ଠିକ ହୋଇନଥାଏ, ତେବେ ନିଜ ଭିତରେ ଖରାପ ଦେଖିବା ଆରମ୍ଭ କରନ୍ତୁ ହେଇ ପାରେ କିଛି ଭଲ ହେଇଯିବ ।

ନଂ ୫.
ଯଦି ଆପଣ ୫ ନଂ ପସନ୍ଦ କରିଛନ୍ତି ତେବେ ସେ ଏହା ମଧ୍ୟ ଜାଣି ଥାନ୍ତି ଯେ ତାଙ୍କ ଜୀବନରେ ଘଟି ଥିବା ସମସ୍ଯା କାରଣ କିଏ କିନ୍ତୁ ଭାବନାତ୍ମକ ସ୍ଵଭାବ ଅନୁଯାଇ ସେ ଏହାକୁ ସ୍ଵୀକାର କରନ୍ତି ନାହିଁ । ସେ ନିଜ ଇଛା ଓ ସୁବିଧା ଅନୁଯାଇ ଦୋଷୀ ପରିଚୟ କରିଥାନ୍ତି, ଆପଣଙ୍କୁ ବାସ୍ତବିକ ସମାଧାନ ଉପପରେ ଧ୍ୟାନ ଦବା ଉଚିତ ।
ନଂ ୬.
ଯଦି ଆପଣ ୬ ନଂ ପସନ୍ଦ କରିଛନ୍ତି ତେବେ ଭୁଲ ଓ ଠିକ ଭିନ୍ନତା ଜାଣି ପାରନ୍ତି ନାହିଁ, ଆପଣଙ୍କ ମନରେ ବହୁତ ପ୍ରକାର ଭାବନା ଆସିଥାଏ ଯେମିତିକି ଈର୍ଷା, ଦ୍ଵେଷ, କ୍ରୋଧ ଯାହା ଆପଣଙ୍କ ମନ୍ଦ ଭାଗ ହୋଇଥାନ୍ତି, ତେବେ କାହାକୁ ଈର୍ଷା କରିବା ପାପ ଅଟେ ।