ଗୁଗୁଲରେ ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଥିବା ଭାରତର ସବୁଠୁ ସୁନ୍ଦରୀ ଅଭିନେତ୍ରୀ- ତାଙ୍କ ପାଇଁ ସମସ୍ତେ ଦିୱାନା

ଦୁନିଆର ସବୁଠୁ ସୁନ୍ଦର ଅଭିନେତ୍ରୀ ଯାହାଙ୍କୁ ସମସ୍ତେ କରୁଛନ୍ତି ପସନ୍ଦ । ଯାହା ପାଇଁ ଲୋକେ ଦିୱାନା । ସେ ହେଉଛନ୍ତି ଅନ୍ବେଷୀ ଜେନ୍‌ । ସେ ପ୍ରଥମେ ରେସ୍ତୋରାଣ୍ଟରେ କାମ କରୁଥିଲେ । ତାଙ୍କର ଜନ୍ମ ମଧ୍ୟପ୍ରଦେଶର ଖଜୁରାହ ଗ୍ରାମରେ ୧୯୯୧ ମସିହା ଜୁନ ମାସ ୨୫ ତାରିଖରେ । ସେ ଜଣେ ଏମିତି ଷ୍ଟାର ଯାହାଙ୍କୁ ଲୋକେ ଗୁଗୁଲରେ ଗତ ବର୍ଷ ସବୁଠୁ ଅଧିକ ସର୍ଚ୍ଚ କରିଥିଲେ । ଅଭିନେତ୍ରୀ ହେବା ଆଗରୁ ପ୍ରଥମେ ସେ ରେସ୍ତୋରାଣ୍ଟରେ କାମ କରୁଥିଲେ ଓ ପରେ ସେ ଅଙ୍କରିଙ୍ଗ କରିବା ଆରମ୍ଭ କରି ଥିଲେ ।

ଏହା ପରେ ଧୀରେ ଧୀରେ ତାଙ୍କୁ ଫିଲ୍ମ ରେ ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସହ ଆଙ୍କର ଭାବେ ଖୁବ ଜଣା ଶୁଣା । ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅନ୍ବେଷୀଙ୍କର ୭.୫ ଲକ୍ଷ ଫଲୋଅର୍ସ ଅଛନ୍ତି । ସେ ୱେବ ସିରିଜ ଗନ୍ଦି ବାତ ୨ରୁ ନିଜର କ୍ଯାରିୟର ଆରମ୍ଭ କରିଛନ୍ତି । ବର୍ତ୍ତମାନ ତାଙ୍କ ପାଖରେ ଫିଲ୍ମର ବହୁତ ଅଫର ଅଛି । ଆଗାମୀ ଦିନରେ ସେ ହିନ୍ଦୀ ସହିତ ଅନ୍ୟ କେତେ ଗୁଡିଏ ଭାଷାରେ ଫିଲ୍ମ କରିବାର ଶୁଣା ଯାଉଛି ।

ସେ ଦେଖିବାକୁ ଏତେ ସୁନ୍ଦର ଯେ ଲୋକେ ତାଙ୍କ ପାଇଁ ପାଗଳ । ସେ ମଡେଲିଙ୍ଗ ମଧ୍ୟ କରନ୍ତି । ସମୟ କ୍ରମେ ସେ ବହୁତ ଲୋକପ୍ରିୟ ହେବାରେ ଲାଗିଛନ୍ତି । ତାଙ୍କର ଫଲୋଅର୍ସ ଦିନକୁ ଦିନ ବଢିବାକୁ ମଧ୍ୟ ଲାଗୁଛି । ସୋସିଆଲ ମିଡିଆରେ ପ୍ରତିଦିନ ସେ ତାଙ୍କର ନୂଆ ନୂଆ ଫଟୋ ସେୟାର କରନ୍ତି । ଗତ ବର୍ଷ ମୋବାଇଲ ଓ କମ୍ପ୍ୟୁଟରରେ ତାଙ୍କୁ ୩୦ ମିଲିୟନ ଥର ସର୍ଚ୍ଚ କରାଯାଇଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *