ବହୁତ ଆକର୍ଷିତ ହୋଇଥାନ୍ତି ଏହି 4 ଟି ନାମର ଝିଅ ମାନେ – Jyotisha Shastra

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ଯକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ସ୍ଵଭାବ ବିଷୟରେ ଜଣା ପଡିଥାଏ । ମାନ୍ୟତା ରହିଛି କି କୌଣସି ଅକ୍ଷରରୁ ଗ୍ରହ ମାନଙ୍କର ସମ୍ବଧ ରହିଛି । ଆଜି ଆମେ ଆପଣ ମାନଙ୍କୁ ଏମିତି ୪ଟି ନାମର ଅକ୍ଷରରୁ ଆରମ୍ଭ ହେଉଥିବା ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ପାର୍ଟନରଙ୍କୁ ବହୁତ ଭଲ ପାଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଖାସ ଝିଅ ମାନେ କିଏ ଅଟନ୍ତି ।

୧- K ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜର ସ୍ଵଭାବ ଯୋଗୁ ଅନ୍ୟର ହୃଦୟ ଜିଟିଥାନ୍ତି । ଏମାନେ ଯାହାକୁ ପ୍ରେମ କରନ୍ତି ତାହ ସହ ଜୀବନ ସାରା ସମର୍ପିତ ହୋଇ ରହିଥାନ୍ତି । ଏମାନେ ପ୍ରେମ ସମ୍ପର୍କକୁ ନେଇ ବିଶ୍ଵସ୍ତ ହୋଇଥାନ୍ତି । ପୁଅ ମାନେ ଏହି ନାମର ଝିଅ ମାନଙ୍କ ପ୍ରତି ବହୁତ ଜଲ୍ଦି ଆକର୍ଷିତ ହୋଇଥାନ୍ତି । ଏମାନେ ବିନା ସ୍ଵାର୍ଥ ରେ ନିଜ ପାର୍ଟନର କୁ ଭଲ ପାଇଥାନ୍ତି ।

୨- P ନାମର ଝିଅ ଏମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନଙ୍କର ସ୍ଵଭାବ ବହୁତ ସରଳ ହୋଇଥାଏ । ଏମାନେ ଅନ୍ୟ ଝିଅ ଅପେକ୍ଷା ବହୁତ ଭିନ୍ନ ହୋଇଥାନ୍ତି । ଏମାନଙ୍କର ଅଲଗା ଅନ୍ଦାଜ ଯୋଗୁ ପୁଅ ଏମାନେ ବହୁତ ଜଲ୍ଦି ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ଏମାନେ ନିଜର ଜୀବନ ସାଥିର ବହୁତ ଭଲ ଭାବେ କେୟାର ନେବା ସହ ପ୍ରେମ ମଧ୍ୟ କରିଥାନ୍ତି । ଏମାନେ ନିଜ ପାର୍ଟନର ଙ୍କୁ ଜୀବନ ଠାରୁ ବି ଅଧିକ ଭଲ ପାଇଥାନ୍ତି । ନିଜ ସାଥି ଙ୍କ ପାଇଁ ଏହି ନାମର ଝିଅ ମାନେ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି ।

୩- R ନାମର ଝିଅ ମାନେ : ଏହି ନାମର ଝିଅ ମାନେ ନିଜ ପାର୍ଟନରକୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଜ ପାର୍ଟନର ଙ୍କୁ ଖୁଶିରେ ରଖିବା ପାଇଁ ନୂଆ ନୂଆ ଉପାୟ କରିଥାନ୍ତି । ଏମାନେ ନିଜ ସମ୍ପର୍କ କୁ ଇମ୍ନାଦାରି ସହ ନିଭାଇଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଝିଅ ମାନଙ୍କ ପ୍ରତି ପୁଅ ମାନେ ବହୁତ ଯଦି ଆକର୍ଷିତ ହୋଇଥାନ୍ତି । ଏମାନେ ନିଜ ପାର୍ଟନରଙ୍କର ପ୍ରତି ମୂହୁର୍ତ୍ତ ରେ ସାତ ଦେଇଥାନ୍ତି । କେବେ ବି ତାଙ୍କ ହାତ ଛାଡି ଯାଆନ୍ତି ନାହି ।

୪- S ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ନିଜ ଜୀବନ ସାଥି ଙ୍କୁ ନିଜ ଠାରୁ ବି ଅଧିକ ଭଲ ପାଇଥାନ୍ତି । ଏମାନେ ସବୁ ପରିସ୍ଥିତି ରେ ନିଜ ପାର୍ଟନର ଙ୍କ ସାଥ ଦେଇଥାନ୍ତି । ଏମାନେ ନିସ୍ଵାର୍ଥ ଭାବେ ନିଜ ସ୍ଵାମୀର ସେବା କରିଥାନ୍ତି । ଏମାନଙ୍କର କେୟାର କରିବା ସ୍ଵଭାବ ପାଇଁ ପୁଅ ମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *