ବହୁତ କମ ବୟସରୁ ମୃତ୍ୟୁ ବରଣ କରିଥିବା 15 ଟିଭି ସେଲିବ୍ରେଟି, ଜଣଙ୍କ ବୟସ ତ ମାତ୍ର 20 ବର୍ଷ

ବନ୍ଧୁଗଣ ଅନେକ ସମୟରେ ଟିଭି ଇଣ୍ଡଷ୍ଟ୍ରି ରୁ ଖବର ଶୁଣିବାକୁ ମିଳିଥାଏ ଅଭିନେତା କି ଅଭିନେତ୍ରୀ ମାନେ ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି । ଆଉ କିଛି ସେଲିବ୍ରେଟି ମାନେ ବହୁତ କମ ବୟସରୁ ଏ ଦୁନିଆରି ବିଦାୟ ନେଇଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ସେଲିବ୍ରେଟି ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବହୁତ କମ ବୟସରୁ ଏ ଦୁନିଆରୁ ବିଦାୟ ନେଇଛନ୍ତି ।

୧- ବୈଶାଳୀ ଟକ୍କର : ଅଭିନେତ୍ରୀ ବୈଶାଳୀ ଭାରତୀୟ ଟେଲିଭିଜନ ଅଭିନେତ୍ରୀ ଥିଲେ ଯିଏ ସସୁରାଲ ସୀମର କା, ସୁପର ଶିଷ୍ଟର ଓ ମନମୋହିନୀ-୨ ଭଳି ସିରିଏଲରେ ନଜର ସିଥିଲେ । କିନ୍ତୁ ଅକ୍ଟୋବର ୧୫ରେ ସେ ଆ-ତ୍ମ-ହ-ତ୍ୟା କରିଥିଲେ ସେତେବେଳେ ତାଙ୍କର ବୟସ ମାତ୍ର ୩୦ ବର୍ଷ ଥିଲା ।

୨- ସିଦ୍ଧୁ ମୂସେବାଲା : ପଞ୍ଜାବୀ ଶିଂଗର ସିଦ୍ଧୁ ମୁସେବାଲାଙ୍କୁ ୨୯ ମେ ୨୦୨୨ ଏଡ଼େ ହୋମ ଟାଉନରେ ଗୁଳି କରି ହତ୍ୟା କରାଯାଇଥିଲା । ତାଙ୍କର ଭଏସ ପୁରା ଦୁନିଆରେ ଚର୍ଚ୍ଚାରେ ରହିଥିଲା । ମୃ-ତ୍ୟୁ ବେଳକୁ ତାଙ୍କର ବୟସ ମାତ୍ର ୨୮ ବର୍ଷ ଥିଲା ।

୩- ଏଣ୍ଡରିଲା ଶର୍ମା : ଅଭିନେତ୍ରୀ ଏଣ୍ଡରିଲା ଶର୍ମା ଜଣେ ବଙ୍ଗାଳୀ ନାୟିକା ଥିଲେ । ୨୦ ନଭେମ୍ବର ୨୦୨୨ରେ ମାତ୍ର ୨୪ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା ।

୪- ସୋନାଲି ଫୋଗାଟ : ସୋନାଲି ରାଜନୀତି ଓ ସାମାଜିକ ଷ୍ଟାର ଥିଲେ । ଜିଏକି ବିଗ ବସ-୧୪ ରେ ଭାଗ ମଧ୍ୟ ନେଇଥିଲେ । ତାଙ୍କର ମାତ୍ର ୪୧ ବର୍ଷ ବୟସରେ ୨୩ ଅଗଷ୍ଟ ୨୦୨୨ରେ ଗୋଆରେ ମୃ-ତ୍ୟୁବରଣ ହୋଇଥିଲା ।

୫- ସିଦ୍ଧାନ୍ତ ବୀର : ସିଦ୍ଧାନ୍ତ ଜଣେ ଟେଲିଭିଜନ ଅଭିନେତା ଥିଲେ । ଯିଏ କି “କସମ” ସିରିଏବଲ ରୁ ଡେବ୍ୟୁ କରିଥିଲେ । ମାତ୍ର ୪୦ ବର୍ଷ ବୟସରେ ୧୧ ନଭେମ୍ବର ୨୦୨୨ରେ ତାଙ୍କର ହାର୍ଟ ଆଟାକରେ ମୃ-ତ୍ୟୁ ହୋଇଥିଲା ।

୬- ଶେଜଲ ଶର୍ମା : ଶେଜଲ ଜଣେ ଟିଭି ଅଭିନେତ୍ରୀ ଥିଲେ ଯିଏ ଟିଭି ସୋ “ଦିଲ ତୋ ହାପି ହେ” କାମ କରିଥିଲେ । ୨୬ ଜାନୁଆରୀ ୨୦୨୦ରେ ସେ ଆ-ତ୍ମ-ହ-ତ୍ୟା କରିଥିଲେ ମାତ୍ର ୨୬ ବର୍ଷ ବୟସରେ ।

୭- ସିଦ୍ଧାନ୍ତ ଶୁକ୍ଲା : ସିଦ୍ଧାନ୍ତ ଶୁକ୍ଲା ବହୁତ ଫ୍ୟମ୍ସ ଅଭିନେତା ଥିଲେ ଯିଏ ଅନେକ ରିୟାଲିଟି ସୋ ରେ ଭାଗ ନେଇଥିଲେ । ସେ ବିଗ ବସ-୧୩ ର ବିଜେତା ହୋଇଥିଲେ । ମାତ୍ର ୪୦ ବର୍ଷରେ ୨ ସେପ୍ଟେମ୍ବର ୨୦୨୧ରେ ତାଙ୍କର ହାର୍ଟ ଆଟାକ ରେ ନିଧନ ହୋଇଥିଲା ।

୮- ପ୍ରତ୍ୟୁସା ବାନାର୍ଜୀ : ଅଭିନେତ୍ରୀ ପ୍ରତ୍ୟୁସା “ୟେ ଋସ୍ତା କ୍ଯା କେହଲାତା ହେ, ବାଳିକା ବଧୁ” ରେ କାମ କରିଥିଲେ । ୨୦୧୬ ଏପ୍ରିଲ ୧ ରେ ସେ ନିଜ ମୁମ୍ବାଇ ଫ୍ଲାଟରେ ଆ-ତ୍ମ-ହ-ତ୍ୟା କରିଥିଲେ । ତାଙ୍କର ବୟସ ମାତ୍ର ୨୪ ବର୍ଷ ଥିଲା ।

୯-  ଦିବ୍ୟା ଭଟନାଗର : ଦିବ୍ୟା ଟିଭି ସୋ “ୟେ ଋସ୍ତା କ୍ଯା କେହେଲାତା ହେ” ସିରିଏଲରେ କାମ କରିଥିଲେ । ମାତ୍ର ୨୪ ବର୍ଷରେ ୭ ଡିସେମ୍ବର ୨୦୨୦ରେ ହାର୍ଟ ଆଟାକରେ ତାଙ୍କର ନିଧନ ହୋଇଥିଲା ।  ଏବଂ ବର୍ତ୍ତମାନ 20 ବର୍ଷ ବୟସର ତୁନିଶା ଶର୍ମା ମଧ୍ୟ ଆ-ତ୍ମ-ହ-ତ୍ୟା ଭଳି ପଦକ୍ଷପ ନେଇ ଆମ ଗହଣରୁ ବିଦାୟ ନେଇଛନ୍ତି  । ବନ୍ଧୁଗଣ ଆପଣ ମାନଙ୍କୁ ଟିଭି ସେଲିବ୍ରେଟି ମାନଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *