ନିଜ ବୈବାହିକ ଜୀବନକୁ ନେଇ Anubhab କହିଲେ କିଛି ଏମିତି, ବିବାହର 8 ବର୍ଷ ପରେ ବି ବର୍ଷା ମୋ ସହ…. ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ଅବନୁଭବ ମହାନ୍ତି ନିଜର ବ୍ୟକ୍ତରିଗତ ଜୀବନୀ ବିଷୟରେ ଲାଇଭ ଆସି ଭିଡିଓ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି । ତାଙ୍କ କହିବା ଅନୁଯାୟୀ ସେ ବର୍ଷାଙ୍କୁ ବିବାହା କରି ତାଙ୍କ ଜୀବନର ସବୁଠାରୁ ବଡ ଭୁଲ କରି ଦେଇଛନ୍ତି । ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ହେବା କାରଣରୁ ପ୍ରଥମେ ଅନୁଭବ କୋର୍ଟରେ ଛାଡପତ୍ର ପାଇଁ ପିଟିସନ ଦାଖଲ କରିଥିଲେ । ସେ ତାଙ୍କ ପିଟିସନରେ ଲେଖିଥିଲେ କି ବାହାଘରର ଦୀର୍ଘ ୮ ବର୍ଷ ପରେ ବି ତାଙ୍କୁ ସ୍ବାମୀର ଅଧିକାର ବର୍ଷା ଦେଇ ନାହାନ୍ତି ।

ଅନୁଭବ କହିଛନ୍ତି ଆପଣମାନେ ମଧ୍ୟ ମୋ ଜାଗାରେ ନିଜକୁ ରଖିକି ଦେଖନ୍ତୁ । ସେ ଉଦାହରଣ ଦେଇ କହିଛନ୍ତି ଯଦି ସ୍ଵାମୀ ସ୍ତ୍ରୀ ସୁଖରୁ ବଞ୍ଚିକି ରହିବ ତେବେ କଣ ସେହି ସ୍ତ୍ରୀ ସାରା ଜୀବନ ସ୍ଵାମୀ ପାଖରେ ରହିବାକୁ ଦେବେ । ତାଙ୍କ ସହ ଏମିତି ହିଁ ଘଟିଛି ଆଜି ଯାଏଁ । ୨୦୧୩ରେ ତାଙ୍କ ବିବାହ ବର୍ଷାଙ୍କ ସହ ସ୍ଥିର ହୋଇଥିଲା କିନ୍ତୁ ଏଥିରେ ଅନୁଭବଙ୍କ ପରିବାର ଲୋକଙ୍କର ସହମତି ମିଳି ନ ଥିଲା ।

କିନ୍ତୁ ଯେ ହେତୁ ସେ ବର୍ଷାଙ୍କୁ ମନ ପ୍ରାଣ ଦେଇ ଭଲ ପାଇଛନ୍ତି ଓ ସେ ଜଣେ ଭଲ ମଣିଷ ତେଣୁ ସେ ବର୍ଷାଙ୍କୁ ବିବାହ କରିବାକୁ ନିସ୍ପତି ନେଇଥିଲେ ବୋଲି ଅନୁଭବ କହିଛନ୍ତି । ବାହାଘର ପରେ ବର୍ଷା ତାଙ୍କୁକହିଲେ କି ତାଙ୍କ ସହ କୌଣସି ପ୍ରକାର ସମ୍ପର୍କ ରଖିବେ ନାହି । ଏହି କଥା କହିବା ସମୟରେ ଅନୁଭବ ହାତ ଯୋଡି କାନ ଧରି ଭୁଲ ମାଗିବାର ନଜର ଆସୁଛନ୍ତି ।

କାରଣ ସେ ବର୍ଷାଙ୍କୁ ଅପମାନ ହେଲା ଭଳି କୌଣସି କଥା କହୁ ନାହାନ୍ତି ବରଂ ଯାହା ସତ ତାହା ହିଁ କହୁଛନ୍ତି ଯାହା ସେ ତାଙ୍କର ପିଟିସନରେ ମଧ୍ୟ ଲେଖିଛନ୍ତି । ଆଜି ଯାହା ସେ କହୁଛନ୍ତି ତାହା ଆଗରୁ ମଧ୍ୟ ହୋଇସାରିଛି କିନ୍ତୁ ଦୁଖର ବିଷୟ ଏହି ବିଷୟରେ କୌଣସି ଗଣ ମାଧ୍ୟମ ଚର୍ଚ୍ଚା କରି ନାହାନ୍ତି । ଗଣ ମାଧ୍ୟମ କେବେ ଦର୍ଶକ ମାନଙ୍କୁ ଜଣାଇ ନାହାନ୍ତି କି ଏହାକୁ ଗୁରୁତ୍ୱପୂର୍ଣ୍ଣ ଦେଇ ନାହାନ୍ତି ।

ବର୍ଷା ଅନୁଭବଙ୍କୁ କହିଥିଲେ କି ପିଲାଦିନରୁ ଶାରୀରିକ ସମ୍ପର୍କ ରଖିବା ପ୍ରତି ତାଙ୍କର ବହୁତ ଭୟ ଅଛି ଯାହା ପାଇଁ କିଛି ସମୟ ମାଗିଥିଲେ । ବର୍ଷା ତାଙ୍କୁ ସ୍ଵୀକାର କରିବା ପାଇଁ ମାନସିକ ଓ ଶାରୀରିକ ରୂପରେ କିଛି ସମୟ ମାଗିଥିଲେ । ଏହା ଶୁଣିବା ପରେ ଅନୁଭବ ଆଶ୍ଚର୍ଯ୍ୟ ହୋଇଥିଲେ ।

ସେ ଭାବିଲେ କି ଦୁହେଁ ପରସ୍ପରକୁ ଏତେ ଭଲ ପାଇଛନ୍ତି ଆଉ ବିବାହ ପରେ ଦୁହେଁ ଏକାଠି ରହିବେ ତେବେ ଏହା କେମିତି ସମ୍ଭବ ହେବ । ଏହା ସହ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଏକ ନ୍ଯାଚୁରାଲ ଯାହା ପ୍ରତେକ ଦମ୍ପତିଙ୍କ ମଧ୍ୟରେ ହୋଇଥାଏ । ଅନୁଭବ ଆଶା କରିଥିଲେ ଦୁଇ ତିନି ମାସ ମଧ୍ୟରେ ସେମାନେ ଦୁହେଁ ଏକାଠି ହେବେ କିନ୍ତୁ ସେ ନିରାଶା ହେଲେ ।

ଦୀର୍ଘ ୬ ବର୍ଷର ସମ୍ପର୍କ ପରେ ଦୁହେଁ ବିବାହ କରିଥିଲେ । କିନ୍ତୁ କଣ ବିବାହ ପୂର୍ବରୁ ଦୁହିଙ୍କ ମଧ୍ୟରେ କୌଣସି ସମ୍ପର୍କ ନ ଥିଲା ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ବନ୍ଧୁଗଣ ଆପଣଙ୍କର ଅନୁଭବଙ୍କର ଏଭଳି ମନ୍ତବ୍ୟ ଉପରେ ମତମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *