ବଞ୍ଚାଇବାକୁ ଯାଇଥିଲେ କାମୁଡି ଗୋଡାଇଲା ସାପ, Video ହେଉଛି ଭାଇରାଲ… ଦେଖନ୍ତୁ

ନମସ୍କାର ବନ୍ଧୁଗଣ । କଥାରେ ଅଛି ସା-ପ କୁ ଯେତେ କ୍ଷୀର ଦେଇ ପୋଷିଲେ ବି ସେ ଚୋଟ ମାରିବ । ସେଥିପାଇଁ ତ କୁହାଯାଏ ସର୍ପ କୂଳେ ଜନ୍ମ ଦେଲୁ ମୋତେ ସ୍ଵଭାବ ଛାଡିବି କେମନ୍ତେ ? ପ୍ରକୃତରେ ଲୋକକଥା ର ଯଥାର୍ଥତା କେତେ ତାହା ଏହି ଭିଡିଓ ଦେଖିଲେ ଆପଣ ବି ସ୍ପଷ୍ଟ ଭାବେ ଜାଣି ପାରିବେ । ବିରାଟ କୂଅ ଭିତରେ ପଡି ଯାଇଛି ଅହିରାଜ ଯାହାର ଭିଡିଓ ଗତ କିଛି ସମୟ ହେବ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ।

କୂଅ ର ଗଭୀରତା ଏତେ ଅଧିକ ଯେ ସା-ପ ବାହାରକୁ ବାହାରିବା ସମ୍ଭବ ହେଉ ନାହି । ଆଉ ସା-ପ ର କଷ୍ଟ ଦେଖି ତାକୁ ଉଧାର କରିବା ଲାଗି ଜଣେ ଯୁବକ ନିଜ ଜୀବନକୁ ବାଜି ଲଗାଇ ସା-ପ କୁ କୂଅ ରୁ ଉଧାର ପାଇଁ ପ୍ରାଣ ପ୍ରଣେ ଉଦ୍ୟମ କରୁଛନ୍ତି । ଭାଇରାଲ ହେଉଥିବା ଭିଡିଓ ରେ ଯୁବକ ଜଣକ ନିଜ ଅଣ୍ଟା ରେ କେମିତି ରସୀ ବାନ୍ଧି ତଳକୁ ଓହଳି ଅହିରାଜ ସା-ପ କୁ ଉଧାର କରୁଛନ୍ତି ।

ଭିଡିଓ ଦେଖି ଆପଣ ଅନୁମାନ କରି ପାରୁଥିବେ ସା-ପ କୁ ଉଧାର କରିବା କେତେ ମାତ୍ରା ରେ କଷ୍ଟ । କିନ୍ତୁ ସା-ପ ତାର ପ୍ରକୃତି କୁ ଭୁଲି ନାହି କି ମଣିଷ ର ସାହାଜ୍ଯ କୁ ଭୁଝି ନାହି । ସେଥିପାଇଁ ତ ଉଧାର କରିବାକୁ ଯାଇଥିବା ଯୁବକ କୁ ବାରମ୍ବାର ଚୋ- ଟ ମାରୁଛି ସା-ପ । ହେଲେ ଯୁବକ ସା-ପ ର ଚୋ -ଟ କୁ ଖାତିର ନ କରି ତାକୁ ଉଧାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

ଯୁବକ ଜଣକ ରସି ସାହାରରେ ଜେଭଳି ଭାବେ ସା-ପ କୁ ପାଣି ରୁ କାଢି ଥଳି  ରେ ପୁରାଇବାକୁ ଲାଗି ପଡିଛନ୍ତି ତାହା ସଭିଙ୍କୁ ଚକିତ କରିଛି । ଆହୁରି ବି ଭିଡିଓ ରେ ଦେଖିବାକୁ ମିଳିଛି ଯେ ସା-ପ ଟି ନିଜର ଫଣା  ଟେକି ବାରମ୍ବାର ଯୁବକ କୁ ଦଂ-ଶିବାକୁ ଚେଷ୍ଟା କରୁଛି । ତା ସହ ଯୁବକ ଜଣକ ଭୟ ନ କରି ସା-ପ କୁ କାବୁ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

ଯୁବକ ଜଣ ସା-ପ ର ଜୀବନ ବଞ୍ଚାଇବାକୁ ଲାଗି ପଡିଥିବା ବେଳେ ସା-ପ କିନ୍ତୁ ଓଲଟା ଯୁବକ ଙ୍କୁ ଆ-କ୍ର-ମ-ଣ କରୁଥିବାର ଏହି ଭିଡିଓ ରେ ନଜର ଆସୁଛି । ସେଥିପାଇଁ ତ କୁହାଯାଏ ସା-ପ କୁ କେବେ ବି ବିଶ୍ଵାସ କରାଯାଇ ପାରେ ନାହି । ସତରେ ସା-ପ କେବେ ହେଲେ ତାର ପ୍ରକୃତି ଛାଡିବ ନାହି ବୋଲି ଆପଣ ମାନେ ଏହି ଭିଡିଓ ଦେଖି କହି ପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *