ବେଙ୍ଗାଲୁରୁ ରେଳ ଷ୍ଟେସନର କ୍ୟାମେରାରେ ରେକର୍ଡ ହେଲା ଅସଲି ଭୂତ, ଦେଖି ସମସ୍ତଙ୍କ ଉଡିଗଲା ହୋସ

ଭୁତ ଓ ପରିଙ୍କ କାହାଣୀ ଆପଣ ଛୋଟବେଳେ ବହୁତ ଶୁଣିଥିବେ । ଏହି କାହାଣୀ ଗୁଡିକ ଶୁଣିବାକୁ ଯେତେ ମଜା ଲାଗେ ସେତିକି ଭୟଙ୍କର ମଧ୍ୟ ହେଇଥାଏ । କିନ୍ତୁ ସେ ଯାହା ହେଉ ଆମକୁ ଏସବୁ ଶୁଣିବାକୁ ବହୁତ ଭଲ ଲାଗିଥାଏ ଏବଂ ସେମାନଙ୍କ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ ମଧ୍ୟ ହେଇଥାଏ । କେତେକ ଲୋକ ଏସବୁ କାହାଣୀକୁ ସତ୍ୟ ମାନିବା ସହ ଡରିଯାଆନ୍ତି ଏବଂ ଅନ୍ୟ କେତେକ ଲୋକ ଏହାକୁ କାଳ୍ପନିକ ବୋଲି ଦାବି କରନ୍ତି ।

ଏହି ଦୁନିଆରେ ଭୁତ ବା ପ୍ରେତଙ୍କୁ କୌଣସି ମନୁଷ୍ୟ ଦେଖି ନାହାନ୍ତି କିନ୍ତୁ ଆମେ ସବୁବେଳେ ଏହି ଭୁତ ବିଷୟରେ କାହାଣୀ ଏବଂ ଚଳଚିତ୍ର ଦେଖିବାକୁ ପାଇଥାଉ ।

ଏହି କାରଣରୁ ଯେତେବେଳେ ମଧ୍ୟ ଭୁତ କିମ୍ବା ପିଶାଚଙ୍କ ବିଷୟରେ ଆମେ ଶୁଣିଥାଉ ଆମର ଚକ୍ଷୁ ସାମ୍ନାରେ ଚଳଚିତ୍ରରେ ଦେଖିଥିବା ଭୟାନକ ଦୃଶ୍ୟ ଆସିଯାଇଥାଏ ଏବଂ ଆମେ ଡରି  ଯାଇଥାଉ । ଭୁତ ନାମ ଶୁଣିବା ମାତ୍ରେ ବହୁତ ଲୋକ ଡରି ଯାଇଥାନ୍ତି ତ କେତେକ ଡରୁଆ ଲୋକଙ୍କ ହୃଦଘାତ ମଧ୍ୟ ହେଇ ଯାଇଥାଏ । କିନ୍ତୁ କଣ ସତରେ ଏ ସଂସାରରେ ଭୁତ ଅଛନ୍ତି ? ଏହାର କଳ୍ପନା ଆମେ ଏତେ ସହଜରେ କରିପାରିବା ନାହିଁ ।

ଆମେ ଆପଣଙ୍କୁ କହିଦେଉଛୁ ଯେ ଏବେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ବ୍ୟାପୁଛି ଯେଉଁଥିରେ କୌଣସି ଅଦୃଶ୍ୟ ବ୍ୟକ୍ତି ଦେଖା ଯାଉଞ୍ଚନ୍ତି ଯାହା କ୍ୟାମେରାରେ ରହି ଯାଇଛି ।

ଆଜି ଆମେ ଯେଉଁ ଭିଡିଓ ଦେଖାଇବାକୁ ଯାଉଛୁ ଯାହା ବେଙ୍ଗାଲୁରୁ ରେଳ ଷ୍ଟେସନର ଯେଉଁଠାରେ ଗୋଟେ ଯୁବକ ଏକୁଟିଆ ବସିଛି । ଏହି ଭିଡିଓଟି ରାତ୍ର ସମୟର କାରଣ ଚାରିଆଡେ ଅନ୍ଧକାର ଛାଇ ଯାଇଛି । ଏଠାରେ ଗୋଟେ ଯୁବକ ଏକାନ୍ତରେ ନିଜର ମୋବାଇଲ ସହ ବସିଛି । କିନ୍ତୁ ଆପଣ ଟିକେ ଧ୍ୟାନର ସହ ଦେଖିବେ ସେ ଯୁବକର ସମୁଖରେ ଗୋଟେ ମଣିଷ ଆକୃତିର ଜିନିଷ ନଜର ଆସୁଛି ।

ଯୁବକର ଏତେ ନିକଟେରେ ଆସୁଥିବା ଏହି ଛାୟା ସତରେ ଭୟାନକ ଅଟେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହିଯେ ଯୁବକଟି ଏଥିନେଇ କୌଣସି ପ୍ରତିକ୍ରିୟା ଦେଉନାହିଁ । ପ୍ରକୂତରେ ସେ ନିଜର ମୋବାଇଲରେ ଏତେ ମଗ୍ନ ଥିଲା ଯେ ତା ଚତୁର୍ପାର୍ଶ୍ୱରେ କଣ ଘଟୁଛି ସେ ଜାଣିପାରୁନଥିଲା । ଆମେ ଆପଣଙ୍କୁ ଏହା କହୁନାହୁଁ ଯେ ଆପଣ ଭୁତ ଓ ପ୍ରେତଙ୍କ ଉପରେ ବିଶ୍ଵାସ କରନ୍ତୁ କିନ୍ତୁ ଆପଣ ଏହି ଭିଡିଓଟିକୁ ଦେଖି ପାରିବେ ନିଶ୍ଚିତ । ତେବେ ଚାଲନ୍ତୁ ଏହି ଭିଡିଓଟିକୁ ଦେଖିବା ଏବଂ ଏହା ଉପରେ ନିଜର ମତାମତ ନେବା ।

Leave a Reply

Your email address will not be published. Required fields are marked *