Interesting GK Questions- ବାପା ନିଜ ଝିଅକୁ ଉପହାର ଦେଲେ ଓ କହିଲେ ଯେବେ ଶୋଷ ଲାଗିବ ପିଇବୁ, ଯେବେ ଭୋକ ଲାଗିବ ତ ଖାଇବୁ ଓ ଥଣ୍ଡା ଲାଗିଲେ ଜଳାଇଦେବୁ… ତେବେ କୁହତ ଏହା କଣ ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଏମିତି କେଉଁ ପଶୁ ଅଛି ଯିଏ ପାଣି ପିଇଲେ ମରିଯାଏ ?

ଉତ୍ତର- କଙ୍ଗାରୁ ରିୟାଟ

୨- ଏମିତି କେଉଁ ତାରା ଅଛି ଯାହା ୧୬ ବର୍ଷ ପରେ ଦେଖାଯାଏ ?

ଉତ୍ତର- ହେଲି କୁଚର

୩- ବଗିଚାର ସହର କାହାକୁ କୁହାଯାଏ ?

ଉତ୍ତର- କପୁରଥଲ

୪- ଭାରତର ସବୁଠାରୁ ବଡ ପାଗଳଖାନା କେଉଁଠାରେ ଅଛି ?

ଉତ୍ତର- ଆଗ୍ରା

୫- କଟହଲ କେଉଁ ଦେଶର ରାଷ୍ଟ୍ରୀୟ ଫଳ ଅଟେ ?

ଉତ୍ତର- ବାଙ୍ଗାଲଦେଶ

୬- ଭାରତର ସବୁଠାରୁ ଅଧିକ ବେରୋଜଗାର କେଉଁ ରାଜ୍ୟରେ ଅଛି ?

ଉତ୍ତର- ତ୍ରିପୁରା

୭- କେଉଁ ଜୀବର ମସ୍ତିସ୍କରେ କମ ପାଣି ରହିଥାଏ ?

ଉତ୍ତର- ମୂଷା

୮- ମନୁଷ୍ୟ ଶରୀରର କେଉଁ ଅଙ୍ଗ ଅନ୍ଧାର ହେବା ପରେ ବଡ ହୋଇଯାଏ ?

ଉତ୍ତର- ଆଖିର ପୁଟୁଳି

୯- ଭାରତରେ କେତେ ପ୍ରତିଶତ ଲୋକେ ପଶୁ ପାଳିଥାନ୍ତି ?

ଉତ୍ତର- ୬୫%

୧୦- ଯୋଦ୍ଧା ବାଇ କାହାର ସ୍ତ୍ରୀ ଅଟନ୍ତି ?

ଉତ୍ତର- ଅକବର

୧୧- ଦୁନିଆର ପ୍ରଥମ କମ୍ପୁଟର ମାଉସ କେବେ ତିଆରି ହୋଇଥିଲା ?

ଉତ୍ତର- ୧୯୯୪

୧୨- ସବୁଠାରୁ ଅଧିକ ଟ୍ରାକ୍ଟର କେଉଁ ଦେଶରେ ତିଆରି ହୋଇଥାଏ ?

ଉତ୍ତର- ଆମେରିକା

୧୩- ଭାରତର ଛୋଟ ତାଜମହଲ କାହାକୁ କୁହାଯାଏ ?

ଉତ୍ତର- ବିବି କା ମକବାରା

୧୪- ସବୁଠାରୁ ଅଧିକ ପ୍ରୋଟିନ କେଉଁ ଡାଲିରେ ରହିଥାଏ ?

ଉତ୍ତର- ଚନା

୧୫- କେଉଁ ପକ୍ଷୀ ନାଲି ରଙ୍ଗର ଅଣ୍ଡା ଦେଇଥାଏ ?

ଉତ୍ତର- ବାଇୟା ନାମକ ପକ୍ଷୀ

୧୬- ଭାରତର କେଉଁ ରାଜ୍ୟରେ ୩୫ଟି ଜିଲ୍ଲା ଅଛି ?

ଉତ୍ତର- ଆସାମ

୧୭- ସବୁଠାରୁ ହାଲକା ପଦାର୍ଥ କଣ ଅଟେ ?

ଉତ୍ତର- ହାଇଡ୍ରୋଜେନ

୧୮- ଦୁନିଆରେ କେତେ ପ୍ରଜାତିର ଗାଈ ଅଛନ୍ତି ?

ଉତ୍ତର- ୮୦୦

୧୯- ସବୁଠାରୁ ଅଧିକ ଆର୍ମୀ କେଉଁ ଦେଶରେ ଅଛି ?

ଉତ୍ତର- ଚୀନ

୨୦- ବିଶ୍ଵର ସବୁଠାରୁ ବଡ ପରିବାର କେଉଁ ଦେଶରେ ଅଛି ?

ଉତ୍ତର- ଭାରତ

୨୧- କେଉଁ ଦେଶରେ ସବୁଠାରୁ ବସ ରହିଛି ?

ଉତ୍ତର- ଚୀନ

୨୨- କେଉଁ ଜୀବ ନିଜର ଆଖି କେବେ ବନ୍ଦ କରିପାରେ ନାହି ?

ଉତ୍ତର- ଗୋଲ୍ଡେନ ଫିସ

୨୩- ସବୁଠାରୁ ଅଧିକ ଚାନ୍ଦିର ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?

ଉତ୍ତର- ଭାରତ

୨୪- ସଂସାରରେ ସବୁଠାରୁ ଅଧିକ ଗୁମ୍ଫା କେଉଁ ଦେଶରେ ରହିଛି ?

ଉତ୍ତର- ଚୀନ

୨୫- ବାପା ନିଜ ଝିଅକୁ ଉଫାର ଦେଲା ଓ କହିଲେ ଯେବେ ଶୋଷ ଲାଗିବ ତେବେ ପିଇବା ପାଇଁ ଯେବେ ଭୋକ ଲାଗିବ ତ ଖାଇବା ପାଇଁ ଓ ଥଣ୍ଡା ଲାଗିଲେ ଜଳାଇବା ପାଇଁ ତ କୁହ କଣ ?

ଉତ୍ତର- ନଡିଆ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *