ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଆମ ଦେଶର ଭାରରତୀୟ କ୍ରିକେଟର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ପ୍ରଦର୍ଶନ ଦ୍ଵାରା ସାରା ଦେଶରେ ଚର୍ଚ୍ଚା ରେ ରହି ଆସିଛନ୍ତି । ସବୁ ଦେଶରେ ଖେଳାଳୀ ମାନେ ନିଜର ବେଷ୍ଟ ପର୍ଫୋମାଂସ ଦେଇଥାନ୍ତି । ତଥାପି ଆମ ଦେଶ ଭରତ ର କ୍ରିକେଟର ମାନେ ସମସ୍ତଙ୍କ ଆଗରେ ରହିଥାନ୍ତି । ତେବେ ଆମ ଦେଶରେ ପ୍ରତି ବର୍ଷ ମ୍ୟାଚ ହୋଇଥାଏ । ସେ ମ୍ଯାଚ ଟି-୨୦ ହେଉ ବା ଦିନିକିଆ ବା IPL ମ୍ଯାଚ ହେଉ ।
ଏହି ସବୁ ମ୍ଯାଚ ରେ ସବୁ ଦେଶ ଭାଗ ନେଇଥାନ୍ତି । ଆଉ କିଏ ଜିତିଥାଏ ତ ଆଉ କିଏ ହାରିଥାଏ । କିନ୍ତୁ ହାରିଲେ ବି କ୍ରିକେଟ ଟିମ କିଛି ନୂଆ ଶିକ୍ଷା ଲାଭ କରିଥାଏ ଆଉ ଆଗକୁ ଭଲ ଭାବେ ପ୍ରିପାର ହେବା ପାଇଁ ଚେଷ୍ଟା କରିଥାଏ । ଗତ କିଛି ଦିନ ତଳେ ବାରବାଟୀ ଷ୍ଟାଡିୟମ ରେ ମ୍ଯାଚ ଅନୁଷ୍ଠୀତ ହୋଇଥିଲା । ପ୍ରତି ବର୍ଷ ଗୋଟିଏ କି ଦୁଇ ଟି ମ୍ଯାଚ ଓଡିଶାର ବାରବାଟୀ ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଥାଏ । ଆଉ ଏଠାରେ ଭାରତ ଟିମ ସହ ଅନ୍ୟ ଦେଶରେ ଖେଳିଳୀ ମାନେ ନିଜ ଆସିଥାନ୍ତି ଆଉ ମ୍ଯାଚ ଖେଳିଥାନ୍ତି ।
ତେବେ ଏ ନେଇ ଭାରତୀୟ କ୍ରିକେଟର ଏସ ଶ୍ରୀନାଥ ନିଜର ମନ୍ତବ୍ୟ ଦେଛନ୍ତି । ସେ କହିଛନ୍ତି କି ବାରବାଟୀ ହେଉଛି ଭାରତ ପାଇଁ ବେଷ୍ଟ ଗ୍ରାଉଣ୍ଡ । ଏତେ ବର୍ଷା ହୋଇ ମଧ୍ୟ ପିଚ ବହୁତ ଭଲ ରହିଛି ଯାହା ପାଇଁ ଖେଳିବାରେ କିଛି ବି ସୁବିଧା ହେଉ ନାହି । ଏମିତି କି ଖେଳାଳି ମାନେ ମଧ୍ୟ କୌଣସି ଅସୁବିଧାର ଶିକାର ହେଉ ନାହାନ୍ତି । ବାରବାଟୀ ଷ୍ଟାଡିୟମ ର ପରିବେଶ ଖୁବ ସୁନ୍ଦର । ଏସ ଶ୍ରୀନାଥ ଷ୍ଟାଡିୟମ ର ସବୁ କର୍ତ୍ତୁପକ୍ଷ ଙ୍କୁ ବହୁତ ବହୁତ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ଆଗକୁ ବାରବାଟୀ ରେ ଖେଳିବା ପାଇଁ ସେ ଆଗ୍ରହୀ ହେବେ ବୋଲି ପ୍ରକାଶ କରିଛନ୍ତି । ଏମିତି କି ଭାରତୀୟ ଟିମ ବାରବାଟୀ ରେ ଖେଳି ନିଜକୁ ଧନ୍ୟ ମନେ କରୁଛନ୍ତି । ତେବେ ବର୍ଷା ହେଉଥିଲେ ବି ବାରବାଟୀ ଷ୍ଟାଡିୟମ ରେ ଖେଳିବାରେ କିଛି ବି ଅସୁବିଧା ହେଉ ନାହି । ଏଠିକାର ସେଟେଲ ମେଣ୍ଟ ମଧ୍ୟ ଭଲ ରହିଛି ।
ସବୁ ଦେଶରେ ଖେଳାଳି ମାନେ ଆସି ଏଠାରେ ଖେଳି ବହୁତ ଏଞ୍ଜୋଏ କରୁଛନ୍ତି ଆଉ କିଛି ନୂଆ କଥା ମଧ୍ୟ ସିଖୁଛନ୍ତି ବୋଲି ଏସ ଶ୍ରୀନଥ ମତ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।