ବାରମ୍ବାର ଚେଷ୍ଟା ପରେବି ଗର୍ଭ ନରହିଲେ କଣ କରିବେ ? ଜାଣନ୍ତୁ ଏହା ପଛର 5ଟି କାରଣ- Pregnancy Tips

ଆମ ସମାଜରେ ସବୁ ପ୍ରକାର ବିଭାହ ଅଛି କିନ୍ତୁ କେହହୀ ଭାବି ଭାବି ଛନ୍ତି ଏହାର କାରଣ କଣ । ଏହାର କାରଣ ହେଉଛି କି ସମାଜକୁ ଏକ ନୂଆ ମଣିଷ ପ୍ରଦାନ କରିବା । ଆଗରୁ ଆଦିମ କାଳରେ ବିବାହ ର ମାନେ ସେୟା ଥିଲା କିନ୍ତୁ ଦେଖିବା ପାଇଁ ଗଲେ ଏହା ଏବେ କିଛି ଅଲଗା ମାନେ ହୋଇ ଯାଇଛି । କିନ୍ତୁ ଆଜି ଭି ବିଭାଘର ପରେ ଅନେକ ବିବାହିତ ଦମ୍ପତି ସନ୍ତାନ ଚାହାଁନ୍ତି । ସେମାନେ ବିବାହ ର କିଛି ଦିନ ମଧ୍ୟରେ ସନ୍ତାନ ପାଇଁ ଚେଷ୍ଟା କରନ୍ତି କିଛି ଜଣ ସଫଳ ହୋଇ ଯାନ୍ତି ଓ କିଛି ଜଣ ଅସଫଳ ଥାନ୍ତି ।

ଏହାର କାରଣ କଣ କଣ ପାଇଁ ଆମେ ଅନେକ ଚେଷ୍ଟା ପରେ ମଧ୍ୟ ଗର୍ଭବତୀ ହହୋଇ ପାରୁନା । କିଛି ଜଣ ଭାବନ୍ତି କି ସେମାନେ ଶାରୀରିକ ସମ୍ପର୍କ ରଖିବା ମାତ୍ରେ କେ ହି ସେମାନେ ଗର୍ଭବତ୍ତୀ ହୋଇଯିବେ ।

କିନ୍ତୁ ଏହା ନୁହେଁ ଏହା ପାଇଁ ସଠିକ ସମୟରେ ଶାରୀରିକ ସମ୍ପର୍କ ସ୍ଥାପନା କରିବା ପାଇଁ ପଡେ । ଏହାକୁ ଅଭୁଲେସନ ପିରିଅଡ କୁହାଯାଏ । ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ସନ୍ତାନ ଗର୍ଭ ରେ ଆସିଥାଏ । କିଛି ମହିଳା ମାନଙ୍କ ଏଗ ର କ୍ଵାଲିଟି ଭଲ ହୋଇ ନଥିବାରୁ ଏହା ମଧ୍ୟ ଅସୁବିଧା ହୋଇ ଥାଏ । ଯଦି ଆପଣ ଙ୍କ ମାସିକ ପିରିଅଡ ସଠିକ ଭାବେ ହେଉନି ତାହେଲେ ମଧ୍ୟ ଏହା ସୁବିଧା ସୃଷ୍ଠୀ କରି ଥାଏ । ଏହା ସହ ଯଦି ଆପଣଙ୍କ ଓଜନ କମ ଅଛି କିମ୍ବା ଆପଣଙ୍କ ଓଜନ ଅଧିକା ଅଛି ତେବେ ଏହା ପାଇଁ ପିରିଅଡ ଠିକ ସମୟରେ ହୁଏନି ।

ସେହି ମହିଳା ମାନେ ଜାଣି ପାରନ୍ତି ନି କି ସେମାନଙ୍କ ଅଭୁଲେସନ ପିରିଅଡ କିଭଳି ଓ କେତେ ବେଳେ ହୁଏ । ସେଥି ପାଇଁ ସେମାନେ ଅସୁବିଧାରେ ପଡିଥାନ୍ତି । ଯଦି ଆପଣଙ୍କ ଶରୀର ରେ ଓଜନ ଅଧିକ ଅଛି ତେବେ ଅମଧ୍ୟ ଆପଣଙ୍କ ଶରୀର ରେ ଥିବା ଏଷ୍ଟ୍ରୋଜେନ ନାମକ ହରମୋନ ଏପାଖ ସେପାଖ ହୋଇ ଥାଏ । ଏହା ପାଇଁ ମଧ୍ୟ ଆମେ ଗର୍ଭ ଧାରଣ କରି ପାରିବା ନି । ଏହି ଭଳି ଅନେକ ହରମୋନ ଅଛି ଯାହା ଇଂବାଲାନ୍ସ ହେବା ଦ୍ଵାରା ଆମ ଶରୀର ରେ ଗର୍ଭ ଧାରଣା କ୍ଷମତା କମ ହୋଇ ଥାଏ । କିଛି ମହିଳା ମାନଙ୍କ ର ୟୁଟେରସ ରେ ବହୁ ସମସ୍ଯା ଦେଖା ଦେଇ ଥାଏ ।

ଯାହା ପାଇଁ ଆପଣ ଗର୍ଭ ଧାରଣ କରି ପାରିବେନି କିନ୍ତୁ ଯଦି ଭି ଆପଣ ଗର୍ଭ ଧାରଣ କଲେ ତେବେ ଆପଣଙ୍କ ଗର୍ଭ ସବୁ ବେଳେ ନଷ୍ଟ ହୋଇଯିବ । ଦେଖିବା ପାଇଁ ଗଲେ ଏହା ଏକ ବଡ ସମସ୍ଯା ଯାହା ଆପଣଙ୍କୁ ଡାକ୍ତର ଙ୍କ ପରାମର୍ଶ ରେ କିଛି କରିବା ହିଁ ଭଲ ହୋଇ ଥାଏ । ଯଦି ଆପଣଙ୍କ ଖାଇବା ପିବା ଠିକ ନାଇ ତେବେ ମଧ୍ୟ ଖୁବ ଖରାପ ପ୍ରଭାବ ପଡିଥାଏ ଆମ ଶରୀରରେ । ଏହା ସହ ଯଦି ଆପଣଙ୍କ ବୟଶ ଅଧିକା ହୋଇଯିବ ତେବେ ମଧ୍ୟ ଆପଣଙ୍କ ଗର୍ଭ ସଠିକ ଭାବେ ରହିବ ନି । ତେଣୁ ଏହି ସମସ୍ଯା ଯାହା ଆପଣ ନିଜେ ଠିକ କରି ପାରିବେ ତାକୁ ସଠିକ କରିବା ପାଇଁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *