ବର୍ତମାନ କଣ କରୁଛନ୍ତି ଏହି ଶିଶୁ କଳାକାର ମାନେ ଜାଣନ୍ତୁ

ସବୁ ଚଳଚିତ୍ର ବା ସିରିୟଲରେ ଶିଶୁ କଳାକାର ମାନେ ବହୁତ ପ୍ରସିଦ୍ଧ ହୋଇଥାନ୍ତି ଦର୍ଶକ ମାନେ ଏହି ଶିଶୁ କଳାକାର ମାନଙ୍କୁ ଦେଖିବା ଏବଂ ତାଙ୍କ କଳା ବହୁତ ପସନ୍ଦ କରନ୍ତି, ଶିଶୁ କଳାକାର ମାନେ ମଧ୍ୟ ବହୁତ ଭଲ ଅଭିନୟ କରିଥାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଓଡିଆ ଚଳଚିତ୍ର ଜଗତ ଶିଶୁ କଳା କାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆଜି ଆମେ ଜାଣିବୁ ଯେ ଏବେ ସେ କଣ କରୁଛନ୍ତି ଏବଂ କେମିତି ଅଛନ୍ତି ।

Image Courtesy: Google

୧. ଅନିମେଷ ଘୋସ :

ଏହି ଶିଶୁ କଳାକାର ନିଜ ଅଭିନୟ ପାଇଁ ଦର୍ଶକମାନଙ୍କ ମନକୁ କିଣି ନେଇଛନ୍ତି, ଏହି ଶିଶୁ କଳାକାର ବର୍ତମାନ ୮ (ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି ) ।

୨. ନିକିତା :

ତେବେ ନିକିତା ଛୋଟ ଥିଲା ବେଳେ ଅନୁଭବ ଫିଲ୍ମରେ ଛୁଆ ଅଭିନୟ କରିଥିଲେ କିନ୍ତୁ ବର୍ତମାନ ନିକିତା ବଡ ହୋଇ ନିଜେ ଦୁଇଟି ଫିଲ୍ମ କରି ସାଇଲେଣି ।

୩. ସତାକ୍ଷୀ :

ସତାକ୍ଷୀ ମଧ୍ୟ ଛୋଟ ବେଳେ ବହୁତ ଚଳଚିତ୍ରରେ ଶିଶୁ କଳାକାର ଅନୁଯାଇ କାମ କରିଛନ୍ତି କିନ୍ତୁ ବର୍ତମାନସେ ବଡ ହୋଇଯାଇଛନ୍ତି ଓ ମଡଲୀଙ୍ଗ କରୁଛନ୍ତି ଏବଂ ବଲୀଉଡରେ ଜାଗା ଖୋଜୁଛନ୍ତି ।

Image Courtesy: Google

୪. ମନି :

ମନିନୀ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣି ନେଇଥିଲେ କିନ୍ତୁ ବର୍ତମାନ ସେ ପାଠ ପଢୁଛନ୍ତି ଏବଂ ସୁଯୋଗ ପାଇଲେ ଫୁନୀ ଅଭିନୟ କରିବା ପାଇଁ ରାଜି ଅଛନ୍ତି ।

୫. ଚିମ୍ପୁ :

ତେବେ ଚିମ୍ପୁକୁ ଆପଣମାନେ ଗୋଟେ ରିଆଲିଟି ସିରିୟଲ ଦ୍ଵାରା ଅଲିଉଡ ଜଗତରେ ସୁଯୋଗ ପାଇବାର ଦେଖିଥିବେ, ବର୍ତମାନ ଚିମ୍ପୁ ଗୋଟେ ଓଡିଆ ସିରିୟଲ ସମ୍ପର୍କ ହୃଦୟ ସିରିୟଲରେ କାମ କରୁଛନ୍ତି ।

Image Courtesy: Google

୬. ପରି :

ପରି ସିରିୟଲ ଝିଅକୁ ଆପଣମାନେ ଜାଣିଥିବେ, ପରି ଏବେ ପଞ୍ଚମ କ୍ଳାସରେ ପାଠ ପଢୁଛନ୍ତି ଏବଂ ନିଜ ଅଭିନୟ ଦ୍ଵାରା ଲୋକଙ୍କୁ ବହୁତ ଖୁସି ମଧ୍ୟ କରୁଛନ୍ତି ।

୭. ରାଜା :

ରାଜାକୁ ଆପଣ ହଋ ନାରେ ଜୀବନ ସାଥି ସିରିୟଲରେ ଦେଖିବାକୁ ପାଇଥିବେ, ତେବେ ରାଜାଙ୍କ ଅଭିନୟ ଲୋକଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଛି ଏବଂ ଲୋକ ଏହି ସିରିୟଲ ଦେଖିବା ପାଇଁ ବହୁତ ପସନ୍ଦ କରୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *