ଦାଦା ହେଉଛନ୍ତି ବଲିଉଡର ସୁପରଷ୍ଟାର କିନ୍ତୁ ଝିଆରୀ ବଞ୍ଚୁଛି ଏକ ସାଧାରଣ ଜୀବନ : ଫଟୋ ହେଲା ଭାଇରାଲ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବଲୀଉଡ କଥା ତ ଆପଣ ମାନେ ଜାଣିଥିବେ । ଏଠି ସମସ୍ତେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି । ଏମିତି କି ଯେଉଁ ଯଦି ଘରର କେହି ବି ବଲୀଉଡ ରେ ଅଛନ୍ତି ତେବେ ସେମାନଙ୍କ ପୁରା ପରିବାର ସବୁବେଳେ ଚର୍ଚ୍ଚାରେ ଥାଏ । କିନ୍ତୁ ଏମିତି ଏକ ଝିଅ ଅଛନ୍ତି ଯିଏ ଏସବୁ ଥୁ ଖୁବ ଦୂରରେ ରହିବାକୁ ପସନ୍ଦ କରନ୍ତି । ତାଙ୍କର ଜେଜେ ଆଉ ଦାଦା ବଲୀଉଡ ଦୁନିଆର ପ୍ରସିଦ୍ଧ ନିର୍ଦେଶକ ଓ କଳାକର ହୋଇଥିଲେ ମହଦୀ ସେ ଏକ ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ସେଥିପାଇଁ ସେ ସବୁବେଳେ ମିଡିଆ ନଜରରୁ ଦୂରେଇ ରୁହନ୍ତି ।

ଆମେ କହୁଛୁ ବରୁଣ ଧଓ୍ବନଙ୍କ ଝିଆରୀ ଅଞ୍ଜନା ଧଓ୍ବନଙ୍କ ବିଷୟରେ । ବରୁଣ ବଲୀଉଡ ରେ ଜଣେ ସଫଳ ଅଭିନେତା । ଆପଣମାନେ ତ ତାଙ୍କୁ ଖୁବ ଭଲଭାବେ ଜାଣିଥିବେ । ସେ ହେଉଛନ୍ତି ବଲୀଉଡ ର ଜଣା ଶୁଣା ନିର୍ଦେଶକ ଡେଭିଡ ଧଓ୍ବନଙ୍କ ପୁଅ । ସେଥିପାଇଁ ବରୁଣଙ୍କୁ ନିଜର ପରିଚୟ ବନେଇବାରେ ବିଶେଷ କଷ୍ଟ କରିବାକୁ ପଡି ନା’ହିଁ ।

ଆପଣ ଆନେ ତ ଜାଣିଥିବେ ଯିଏ ବଲୀଉଡ ସହ ଜଡିତ ସେମାନଙ୍କ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଯେମିତିକି ବରୁଣ ଙ୍କ ଝିଆରୀ ଅଞ୍ଜନୀ ଧଓ୍ବନ । ସେ ଏଥିପାଇଁ ଚରକ୍କାରେ ଅଛନ୍ତି କି ଏତେ ବଡ ସୁପରଷ୍ଟାର ଙ୍କର ଝିଆରୀ ହୋଇ ମାଧ୍ୟ ସେ ଏକେ ସାଧାରଣ ଜୀବନ ବଞ୍ଚୁଛନ୍ତି । ଯାହା ପାଇଁ ତାଙ୍କୁ ଦେଖି କେହି କହିବେଣୀ କି ତାଙ୍କର କୌଣସି ଫିଲ୍ମୀ ପରିବାର ସହ ସମ୍ପର୍କ ଅଛି । କାହିଁକି ନା ସେ ସାଧାରଣ ଝିଅମାନଙ୍କ ଭଳି ସାଲଓ୍ବାର ସୁଟ ପିନ୍ଧିନ୍ତି ।

ଏବଂ ଅଧିକା ମେକଅପ୍ ମଧ୍ୟ କରନ୍ତି ନାହିଁ । ତଥାପି ଦେଖିବାକୁ ସେ ବହୁତ ସୁନ୍ଦର । ଅଞ୍ଜନୀ ଧଓ୍ବନଙ୍କ ବାପାଙ୍କ ନାଁ ସିଦ୍ଧାର୍ଥ ଧଓ୍ବନ ଯିଏ ବରୁଣ ଧଓ୍ବନଙ୍କ ଦାଦା ପୁଅ ଭାଇ। ଅଞ୍ଜନୀ ଇନଷ୍ଟାଗ୍ରାମରେ ସବୁବେଳେ ସକ୍ରିୟ ରହିଥାଆନ୍ତି । ସେ ମଧ୍ୟ ଜଣେ ଷ୍ଟାରକିଡଙ୍କ ଭଳି ସୋଶିଆଲ ମିଡିଆରେ ଖୁବ୍ ପ୍ରସିଦ୍ଧ ଅଟନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *