ବାସ୍ତୁ ଟିପ୍ସ : ଘରର ଏହି ଦିଗରେ ଲଗାନ୍ତୁ ଓସ୍ତ ଗଛ, ହେବ ଅନେକ ଲାଭ

ଭାରତ ରେ ବାସ୍ତୁ ଶାସ୍ତ୍ର ଉପରେ ଲୋକ ବହୁତ ଭରସା କରନ୍ତି ତେବେ ଲୋକଙ୍କ ମାନ୍ୟତା ଏହା ଯେ ବାସ୍ତୁ ଅନୁଯାଇ ଘର ସବୁ ଜିନିଷ ହେଲେ ସେହି ଘରେ ସବୁବେଳେ ଉନ୍ନତି ହୋଇଥାଏ ଓ ଏହାର ବିପରୀତ ଯଦି ଘର ବାସ୍ତୁ ଶାସ୍ତ୍ର ଅନୁଯାଇ ନହୁଏ ତେବେ ଘରର ବିନାଶ ହୋଇଥାଏ । ତେବେ ଶାସ୍ତ୍ର ରେ ଯାହା ଲେଖା ହୋଇଛି ତାହା ସତ ବୋଲି ମାନିବା ଲୋକ ମନାନ୍ତି ।

ବାସ୍ତୁ ଶାସ୍ତ୍ର ନିୟମ ଅନୁଯାଇ ଘର ସବୁ ଜିନିଷ କଲେ ଘରେ ସକାରାତ୍ମକ ଊର୍ଜା ଆସିଥାଏ ।

ବାସ୍ତୁ ଶାସ୍ତ୍ର ବିପରୀତ ହେଲେ ଘର ନାଶ ହୋଇଥାଏ, ଘର ଭିତରେ ପ୍ରାୟତଃ ଲୋକ ବାସ୍ତୁ ଅନୁଯାଇ ଜିନିଷ ରଖିଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ବାସ୍ତୁ ଶାସ୍ତ୍ର ଘର ବାହାର ପାଇଁ ମଧ୍ୟ ଅଛି ଯାହାର ଆପଣ ଲାଭ ନେଇ ପାରିବେ । ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁଯାଇ ସଠିକ ଦିଶା ରେ ଓସ୍ତ ଗଛ ଲଗେଇବା ମହତ୍ଵ କହିବୁ । ଆଜିକା ଲୋକ ଗଛ ମହତ୍ଵ ଭୁଲି ସାଇଲେଣି ଯଦି ବି କେହି ଗଛ ଲଗଉଛି ତେବେ ନିଜ ଘର ସୁନ୍ଦର ଦେଖାଯିବା ପାଇଁ ଛୋଟ ଛୋଟ ଗଛ ଲଗଉଛନ୍ତି ଓସ୍ତ ଗଛ ମହତ୍ଵ ଲୋକ ଭୁଲି ସାଇଲେଣି ।

ଓସ୍ତ ଗଛ ଆଜି କାଲୀ ଲୋକ ଘର ପାଖରେ ଲଗଉ ନାହାନ୍ତି କିନ୍ତୁ ଏବେ ମଧ୍ୟ ଓସ୍ତ ଗଛ ପୂଜା କରାଯାଏ ଓ ଏହାକୁ ପୂଜା କରିବା ଶୁଭ ବୋଲି କୁହା ଯାଏ । ଯେଉଁ ଘର ପାଖରେ ଓସ୍ତ ଗଛ ଥାଏ ସେହି ଘରେ ସବୁବେଳେ ସୁଖ ଶାନ୍ତି ଓ ସମୃଦ୍ଧି ବାସ ହୋଇଥାଏ । ଯଦି ଆପଣ ନିଜ ଘରେ କୌଠି ଓସ୍ତ ଗଛ ଲଗେଇ ପାରୁ ନାହାନ୍ତି ତେବେ ଗୋଟେ ଗମଳା ରେ ଓସ୍ତ ଗଛ ଲଗାନ୍ତୁ ଏହା ଦ୍ଵାରା ଆପଣଙ୍କ ଘରେ ଗୋଟେ ପୂଜା ଗଛ ରହିବ ।

ଯଦି ଆପଣ ଘର ପାଖରେ ବା ଘରେ ଓସ୍ତ ଗଛ ଲଗଉଛନ୍ତି ତେବେ ଏହି କଥା ଧ୍ୟାନ ରଖନ୍ତୁ ଯେ ଗଛ ପଶ୍ଚିମ ବା ଦକ୍ଷିଣ ଦିଶା ରେ ଲଗାନ୍ତୁ ଏହା ଆପଣଙ୍କ ପାଇଁ ଉଚିତ ଅଟେ ଓ ଲାଭକାରୀ ମଧ୍ୟ । ପ୍ରାଚୀନ ମାନ୍ୟତା ଅନୁଯାଇ ଏହି ଦିଶା ରେ ଓସ୍ତ ଗଛ ଲଗେଇଲେ ଆପଣଙ୍କ ଘରେ ସୁଖ ଓ ଧନ ଆସି ଥାଏ । ପ୍ରତିଦିନ ଘର ପୂଜା ସହ ଓସ୍ତ ଗଛ ପୂଜା ଅବଶ୍ୟ କରନ୍ତୁ ଓ ଅଗରବତୀ ଦେଖାନ୍ତୁ ।

Leave a Reply

Your email address will not be published. Required fields are marked *