୧୫ ବୋତଲ ବିୟର ପିଆଇ ଡାକ୍ତର ଭଲ କଲେ ଜଣେ ଲିଭର ଖରାପ ଥିବା ରୋଗୀଙ୍କୁ – ପଢନ୍ତୁ ପୁରା ଘଟଣା

ନମସ୍କାର ବନ୍ଧୁଗଣ । ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ । ଆପଣ ମାନେ ତ ଜାଣି ଛନ୍ତି ମଦ୍ୟପାନ ସ୍ୱାସ୍ଥ୍ୟ ପ୍ରତି କେତେ ହାନିକାରକ । କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କହିବୁ କେମିତି ମଦ ଗୋଟେ ଲୋକର ଜୀବନ ବଞ୍ଚାଇଲା । ଆଜ୍ଞା ହଁ ମଦ ବଞ୍ଚାଇଲା ଜୀବନ! ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ଅଟେ । ଆମେ ସମସ୍ତେ ଜାଣିଛେ ଯେ ମଦ ପିଇବା ଦ୍ଵାରା ଲୋକଙ୍କ ଜୀବନ ନଷ୍ଟ ହୋଇଯାଏ । କିନ୍ତୁ କଣ ଏହା କେବେ ସମ୍ଭବ ଯେ ସେହି ମଦ ଜଣଙ୍କ ଜୀବନ ବଞ୍ଚାଇପାରେ? ସେହିଭଳି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଆଜି ଆମେ ଆପଣଙ୍କୁ କହିବୁ ।

ଯେଉଁ ମଦ ହଜାର ହଜାର ଲୋକଙ୍କ ଜୀବନ ବରବାଦ କରିଦେଉଛି, ଯାହା ପାଇଁ ଘରେ ଘରେ ଅସାନ୍ତି ଦେଖା ଦେଉଛି, ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ଆଦି ହେଉଛି ସେହି ମଦ ପୁଣି ଆଜି ଜଣଙ୍କ ଜୀବନ ବଞ୍ଚାଇଛି । ଏକ ଏଭଳି ଲୋକ ଯାହାର ଲିଭର ଖରାପ ଥିଲା ତ ପାଇଁ ଆଜି ବିଅର ଅତ୍ୟନ୍ତ ଆବଶ୍ୟକ ହୋଇ ପଡିଛି । ଭିଏତନାମର ଘଟିଥିବା ଏହି ଘଟଣାରେ କୌଣସି ମିଥ୍ୟା ନାହିଁ । ଜଣେ ଲୋକର ଶରୀରରେ ମିଥେନଲର ପରିମାଣ ବଢି ଯାଇଥିଲା, ଯାହା ଫଳରେ ତାର ଶରୀର ଅସୁସ୍ଥ ହୋଇଯାଇଥିଲା ।

ସମୟ କୁ ସମୟ ତାଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ହେବାକୁ ଲାଗିଲା, କିନ୍ତୁ ଡାକ୍ତର ମାନେ ଏକ ନୂଆ ପଦ୍ଧତ୍ତି ଅବଲମ୍ବନ କରି ତାଙ୍କୁ ପ୍ରତି ଘଣ୍ଟାରେ ଥରେ ଗୋଟେ ବିୟର ଦେଇଥିଲେ ସାଲାଇନ ମାଧ୍ୟମରେ । ଯାହା ଫଳରେ ସେହି ବିୟର ତାଙ୍କ ଶରୀରକୁ ପ୍ରେବାସ କରିଥିଲା ଏବଂ ଏମିତି ତାଙ୍କୁ ୧୫ଟି ବିୟର ଦିଆଯାଇଥିଲା ୧୫ ଘଣ୍ଟା ମଧ୍ୟରେ ।

ଯାହା ଫଳରେ ତାଙ୍କ ଲିଭର ସମସ୍ୟା ଦୂର ହୋଇଯାଇଥିଲା । ଏହି ଘଟଣା ଆପଣ ମାନଙ୍କୁ ମିଛ ଲାଗୁଠାଇ ପାରେ କିନ୍ତୁ ଏଥିରେ କୌଣସି ମିଥ୍ୟା ନାହିଁ । ବର୍ତମାନ ସେହି ଲୋକ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି । ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଯାନୀ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିନ୍ତ ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *