ବେଲପତ୍ର କେବଳ 3 ଦିନ ଖାଆନ୍ତୁ ପେଟ ରୋଗ, ଶ୍ଵାସ, ବ୍ଲଡପ୍ରେସର, ହାର୍ଟ ଆଟାକ ସମସ୍ଯା ଦୂର ହେବ…

ବନ୍ଧୁଗଣ ମାତ୍ର 3ଟି ବେଲପତ୍ର ଖାଇବାର ଫାଇଦା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବେଲପତ୍ର ଖାଇବା ଦ୍ଵାରା ଅନେକ ଗମ୍ଭୀର ରୋଗ ଦୂର ହୋଇଥାଏ । ଧାର୍ମିକ ଦୃଷ୍ଟିରୁ ଆପଣ ମାନେ ସମସ୍ତେ ଜାଣିଛନ୍ତି ବେଲଗଛ କେତେ ପୂଜନୀୟ ଅଟେ । ଆୟୁର୍ବେଦିକ ଦ୍ରୁଷ୍ଟି କୋଣରୁ ଏହା ସେତିକି ଲାଭଦାୟକ ଅଟେ । ଏହାର ଫାଇଦା ଜାଣିଲେ ଆପଣ ନିଶ୍ଚୟ ଏହାର ବ୍ୟବହାର କରି ପାରିବେ । ସ୍ଵାସ୍ଥ୍ୟଗତ ଫାଇଦା ପାଇବାକୁ ବେଲପତ୍ର ଓ ଏହାର ଫଳର ବ୍ୟବହାର କରାଯାଏ । ଆଜି ଆମେ ଜାଣିବା ବେଲପତ୍ର ର ସ୍ଵାସ୍ଥ୍ୟଗତ ଫାଇଦା ବିଷୟରେ ।

1- କବଚ ବା ଏସିଡିଟି ସମସ୍ଯା ହେଉଛି ତେବେ ବେଲପତ୍ର ସେବନ କରିପାରିବେ । 4ରୁ 5ଟି ବେଲପତ୍ର ସକାଳୁ ଖାଲି ପେଟରେ ଖାଇଲେ ଚମତ୍କାର ଲାଭ ଦେଖିବାକୁ ମିଳିବ ।

2- ଯଦି ଶରୀରର କୌଣସି ସ୍ଥାନରେ ମହୁମାଛି କାମୁଡିଥାଏ ତେବେ ସେହି ଜାଗା ଫଳିଯାଏ । ଓ ଅଧିକ ଯନ୍ତ୍ରଣା ହୋଇଥାଏ । ସେଥିପାଇଁ ଅଳ୍ପ ବେଲପତ୍ରକୁ ବାଟି ଏହାର ରସ ବାହାର କରନ୍ତୁ । ଏବେ ମହମାଛି କାଉଡିଥିବା ଜାଗାରେ ଏହି ରସକୁ ଲଗାନ୍ତୁ ।

3- ଯେଉଁ ମାନଙ୍କୁ ବିପି ବା ହାର୍ଟ ଆଟାକ ଭଳି ସମସ୍ଯା ଅଛି ସେମାନଙ୍କ ପାଇଁ ବେଲପତ୍ରର କାଢା  ନିହାତି ଜରୁରୀ ଅଟେ । ଏହା ହାର୍ଟ କୁ ଶକ୍ତିଶାଳୀ କରିଥାଏ । ଯାହା ଫଳରେ ହାର୍ଟ ଆଟାକ ହେବାର ଭୟ ନ ଥାଏ ।

3- ଗ୍ରୀଷ୍ମ ଋତୁରେ ଅନେକ ଲୋକଙ୍କର ପେଟ ଗରମ କାରଣରୁ ଶିତୁଳିଆ ସମସ୍ଯା ଦେଖାଯାଏ । ପ୍ରତିଦିନ ସକାଳୁ ଖାଲି ପେଟରେ 2ରୁ 3ଟି ବେଲପତ୍ର ଚୋବାଇ ପାଣି ପିଅନ୍ତୁ । ଏହି ପ୍ରକ୍ରିୟା 2ରୁ 3 ଦିନ କରିଲେ ମାଉଥ ଅଲସର ସମସ୍ଯା ଦୂର ହୋଇଯିବ ।

4- ଶ୍ଵାସ ରୋଗୀଙ୍କ ପାଇଁ ବେଲପତ୍ର ଲାଭଦାୟକ ହୋଇଥାଏ । କିଛି ବେଲପତ୍ର ନେଇ ଏହାକୁ ବାଟି ଦିଅନ୍ତୁ । ଏହାର ରସକୁ ଛାଣି ସେବନ କରିବା ଦ୍ଵାରା ଶ୍ଵାସ ବା ଆସ୍ଥାମା ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ ।

5- ଯଦି କେଶ ଝଡୁଛି, ପତଳା ହୋଇଯାଉଛି, ଧଳା ହେଲାଣି, ରୂପୀ ସମସ୍ୟା ରହୁଛି ତେବେ ବେଲପତ୍ରର ପ୍ରୟୋଗ କରିବେ । ସେଥିପାଇଁ ଆମଲା, ଶିକାକାଇ ଓ ରିଠା ପାଉଡର ସମାନ ମାତ୍ରାରେ ନିଅନ୍ତୁ । ଏହି ସବୁ ସାମଗ୍ରୀକୁ ମାଟି ପାତ୍ରରେ ଭିଯାଇ ରଖନ୍ତୁ । ବେଲପତ୍ର ର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ସବୁ ସାମଗ୍ରୀର ପାଣିରେ ଏହି ପେଷ୍ଟ ଲଗାନ୍ତୁ । ଏହାକୁ 3ରୁ 4 ଘଣ୍ଟା ଯାଏଁ ଲଗାଇ ରହିବାକୁ ଦିଅନ୍ତୁ ।

ବେଲପତ୍ରର ଆଉ ଏକ ଉପାୟ ହେଉଛି 15ରୁ 6ଟି ବେଲପତ୍ରକୁ ବାଟି ଏହାର ରସକୁ ପାଣିରେ ମିଶାଇ ପିଅନ୍ତୁ । ଏକ ଗ୍ଳାସ ପାଣିରେ 10ରୁ 15ଟି ବେଲପତ୍ର ନେଇ ଏହାକୁ ଫୁଟାନ୍ତୁ । ପାଣି ଥଣ୍ଡା ହେବା ପରେ ଏହାର ସେବନ 3 ଦିନ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଦେଖିବେ ଗ୍ଯାସ, ହାର୍ଟ ଆଟାକ, ପେଟ ରୋଗ, ବିପି, ଶ୍ଵାସ, ଥଣ୍ଡା ଭଳି ସମସ୍ଯା ଦୂର ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟି ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *