ଭାରତରେ କୋରୋନା ଭାଇରସ ଦ୍ଵାରା ଦ୍ୱିତୀୟ ମୃତ୍ୟୁ, ଏହି ଗାଁକୁ କରି ଦିଆ ହୋଇଛି ସିଲ, ରୁହନ୍ତୁ ସାବଧାନ

ଲଦାକ କ୍ଷେତ୍ର ଲେହ ଜିଲ୍ଲାର ଗୋଟେ ଗାଁକୁ ଅଧିକାରୀମାନେ ସୋମବାର ଦିନ ସିଲ କରି ଦେଇଛନ୍ତି । ଅଧିକାରୀ ଏହି କାମ ଇରାନରୁ ଫେରିଥିବା ଗୋଟେ ତୀର୍ଥ ଯାତ୍ରୀ ମୃତ୍ୟୁ ପରେ କରିଥିଲେ, ମୃତକ କୋରୋନା ସନ୍ଦିଗ୍ଧ ଥିଲା । ସେଠିକା ଗୋଟେ ମହିଳାର କୋବିଡ- ୧୯ ପରୀକ୍ଷଣ ପରେ ପଜେଟିବ ଆସିଛି, ଯେଉଁ ହସ୍ପିଟଲ ରେ ରୋଗୀର ମୃତ୍ୟୁ ହୋଇଥିଲା ସେଠିକା ଅଧିକାରୀ କହିଛନ୍ତି ରୋଗୀ ବର୍ତମାନରେ ଇରାନ ତୀର୍ଥ ଯାତ୍ରା ରୁ ଫେରିଥିଲା ।

ରୋଗୀକୁ ଲେହ ଜାଗାର ସୋନମ ନାରବୁ ହସ୍ପିଟଲ ରେ ଅଗ୍ରାସୟ ଓ ଅନ୍ୟ ପ୍ରମୁଖ ଭାଗ ଗମ୍ଭୀର ରୋଗ ପାଇଁ ଚିକିତ୍ସା ପାଇଁ ଭର୍ତି କରା ଯାଇଥିଲା ।

ଯେତେବେଳେ କରୋନା ଭାଇରସ ପ୍ରଶିକ୍ଷଣ ପାଇଁ ସାମ୍ପୁଲ ପଠା ଗଲା ତା ପରେ ଯାଞ୍ଚ ପରେ ଏହା ଜଣା ପଡିଲା ଯେ ରୋଗୀ କରୋନା ଦ୍ଵାରା ପୀଡିତ ଥିଲା । ଲଦାକ କ୍ଷେତ୍ର ରେ ଇରାନ ଠାରୁ ଫେରିଥିବା ଆଗରୁ ଦୁଇଟି ଲୋକଙ୍କ କରୋନା ଯାଞ୍ଚ ପଜିଟିଭ ଆସିଛି । ଏହି ଘଟଣା ସାମ୍ନାକୁ ଆସିଲା ପରେ ଜିଲ୍ଲା ସରକାର ସବୁ ସ୍କୁଲ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରଖିବାର ଆଦେଶ ଦେଇଛନ୍ତି ।

 

ଏହା ପରେ ୬୦ ବର୍ଷ ଗୋଟେ ବୃଦ୍ଧା ମହିଳା ଯିଏ ୨୩ ଫେବୃଆରୀ ରେ ଇରାନ ଠାରୁ ଜମୁ ଆସିଥିଲେ ତାଙ୍କ ଯାଞ୍ଚ ଅନୁଯାଇ ତାଙ୍କୁ ବି ଏହି ଭୟଙ୍କର ରୋଗ ହୋଇ ଯାଇଛି “ମହିଳାଙ୍କ ଚିକିତ୍ସା ଅଲଗା ୱାର୍ଡ ରେ ଚାଲିଛି ।”କୋରୋନା ଭାଇରସ ସମସ୍ତଙ୍କ ପାଇଁ ସମସ୍ୟା ର ବିଷୟ ଅଟେ ଲୋକ ବହୁତ ଡଋ ଯାଇଛନ୍ତି କିନ୍ତୁ ଡଋବା ଠାରୁ ଅଧିକ ଥଣ୍ଡା ଠାରୁ ବଞ୍ଚିବା ଉଚିତ ।

Leave a Reply

Your email address will not be published. Required fields are marked *