ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଏହି ସମୟରେ ସ୍ନାନ କରିବା ଦ୍ଵାରା ଦୂର ହୋଇଥାଏ ଦାରିଦ୍ରତା ଓ କଷ୍ଟ- Sri Krishna

ବନ୍ଧୁଗଣ ଆମେ ସ୍ନାନ କରିବାକୁ ସହଜ କହିଥାଉ ବା କିଛି ଲୋକ ସ୍ନାନ କରିବାକୁ ଭୁଲି ଯାଇଥାନ୍ତି । ସେମାନେ ସ୍ନାନକୁ ଅଧିକ ମହତ୍ଵ ଦିଅନ୍ତି ନାହି । କିନ୍ତୁ ଶାସ୍ତ୍ର ଅନୁଯାୟୀ ଶାସ୍ତ୍ର କରିବା ଜରୁରୀ ଅଟେ । ସ୍ନାନ ବୀନା ଶରୀର ଶୁଦ୍ଧି ହୁଏ ନାହି । ଯେବେ ଯାଏଁ ଶରୀର ଶୁଦ୍ଧ ହେବ ନାହି କୌଣସି ପ୍ରକାରର କାର୍ଯ୍ୟ ଆରମ୍ଭ କରିବା ଅନୁଚିତ । ଶାସ୍ତ୍ର ଅନୁଯାୟୀ ସ୍ନାନ କରିବାର ଅନେକ ବିଧି କୁହାଯାଇଛି ଯାହାର ପାଳନ କରିଲେ ସଠିକ ଫଳ ମିଳିଥାଏ । ଭଗବାନ କୃଷ୍ଣ ସ୍ନାନ କରିବାର କେଉଁ ବିଧି ବିଷୟରେ କହିଛନ୍ତି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଯେଉଁ ବ୍ୟକ୍ତି ପ୍ରାତଃ କାଳରେ ସ୍ନାନ କରିଥାନ୍ତି ତାଙ୍କ ପାଖକୁ ଦୁଷ୍ଟ ଶକ୍ତି ଆସେ ନାହି ବ ଖରାପ ନଜର ପଡେ ନାହି । ଏହା ସହ ପାପର ନାସ ହୋଇ ପୁନ ଲାଭ ଉଏ । ପ୍ରତିଦିନ ସ୍ନାନ କରିଲେ ମଣିଷକୁ ଲମ୍ବା ଆୟୁ, ତେଜ, ପବିତ୍ରତା, ସୁନ୍ଦରତା ମିଳିଥାଏ । ସ୍ନାନ ନ କରୁଥିବ ବ୍ୟକ୍ତି ପାଖରେ କେବେ ବି ଲକ୍ଷ୍ମୀ ଆସନ୍ତି ନାହି । ଏଭଳି କ୍ଷେତ୍ରରେ ବଳ ନଷ୍ଟ ହୋଇ ନାନା ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ସ୍ନାନ ନ କରିଲେ ମଣିଷର ଇନ୍ଦ୍ରିୟର ନାସ ହୋଇଥାଏ । ସ୍ନାନ କରିବା ସମୟରେ ଇଶ୍ଵର ଙ୍କ ଧ୍ଯାନ କରିବା ଉଚିତ ।

ଭଗବାନ କୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ପ୍ରତିଦିନ ସ୍ନାନ କରି ସ୍ଵଛ ବସ୍ତ୍ର ପିନ୍ଧି ସୂର୍ଯ୍ୟଦେବଙ୍କ ଆରାଧନା କରିଥାଏ ତାହାର ଜୀବନରେ ଧନ, ଯସ ପ୍ରାପ୍ତ ହୋଇଥାଏ । ସ୍ନାନ କରିବାର ସଠିକ ସମୟ ରହିଥାଏ । ଅଶୁଭ ସମୟରେ ସ୍ନାନ କରିଲେ ଅଶୁଭ ଫଳ ମିଳିଥାଏ । ଶାସ୍ତ୍ର ଅନୁଯାୟୀ ବ୍ରହ୍ମ ସ୍ନାନ, ଦେବ ସ୍ନାନ, ରୁଷୀୟ ସ୍ନାନ, ମାନବ ସ୍ନାନ ଓ ଦାନବ ସ୍ନାନ ମୁଖ୍ୟ ହୋଇଥାଏ । ବ୍ରହ୍ମାମୁହୂର୍ତ୍ତ ସକଳ ୪ଟାରୁ ୫ତା ୩୦ ମଧ୍ୟରେ କରୁଥିବା ସ୍ନାନକୁ ସର୍ବ ଶ୍ରେଷ୍ଠ ମାନାଯାଇଛି । ଏହି ସମୟରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଲେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ।

ସାଢେ ୫ଟାରୁ ୬ଟା ଯାଏଁ ସ୍ନାନକୁ ଦେବା ସ୍ନାନ କୁହାଯାଏ । ସକାଳେ ଆକାଶରେ ତାରା ନଜର ଆସୁଥିବା ସମୟରେ ସ୍ନାନକୁ ରୁଷୀୟ ସ୍ନାନ କୁହାଯାଏ । ଏହା ବି ଶ୍ରେଷ୍ଠ ସ୍ନାନ ହେବା ସହ ମାନସିକ ଶାନ୍ତି, ଲମ୍ବା ଆୟୁ, ନିରୋଧୀ ହୋଇଥାଏ । ସକାଳ ୬ଟାରୁ ୮ଟା ମଧ୍ୟରେ କରୁଥିବା ସ୍ନାନକୁ ମାନବ ସ୍ନାନ କୁହାଯାଏ । ଏହା ଦ୍ଵାରା ଅଧିକ ଶୁଭ ଫଳ ମିଳେ ନାହି କି କ୍ଷତି ହୁଏ ନାହି । ସକାଳ ୮ଟା ପରେ ସ୍ନାନକୁ ଶାସ୍ତ୍ର ଅନୁଯାୟୀ ଶୁଭ ମାନାଯାଏ ନାହି ।

ଏହାକୁ ଦାନବ ସ୍ନାନ କୁହାଯାଏ । ପୁରା ଦିନ କାମରେ ମନ ଲାଗେ ନାହି । ସୂର୍ଯ୍ୟ ଉଦୟ ପରେ ଯେଉଁ ଲୋକ ସ୍ନାନ କରନ୍ତି ନାହି ତାଙ୍କ ମନରେ ଦିନ ଯାକ ନେଗେଟିଭ କମଜୋରି ଆସିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *