ଭାରତ ଓ ପାକିସ୍ଥାନର ଏମିତି ୫ ଟି ବର୍ଡର ଯେଉଁଠି ଅଛି କେବଳ ଶାନ୍ତି ଓ ସୁନ୍ଦରତା – ଦେଖନ୍ତୁ ସେହି ଜାଗା ଗୁଡିକ, ଯେଉଁଠି ନା ସେନା ଅଛନ୍ତି ନା ଶତ୍ରୁ

ଭାରତ ଓ ପାକିସ୍ତାନର ଶତ୍ରୁତା କିଏ ବା ନ ଜାଣେ । ଦୁଇ ଦେଶ ମଧ୍ୟରେ ଯୁଗଯୁଗରୁ ଝଗଡା ଲଗାଇ ରହଚି। ଏବେ ବି କିଛି ଦିନ ତଳେ ଜାମ୍ମୁ କାଶ୍ମୀରର ପୁଲବାମାର ହୋଇଥିବା ଆକ୍ରମଣ ପରେ ଭାରତ ପାକିସ୍ଥାନ ମଧ୍ୟରେ ବହୁତ ସଂଘର୍ଷ ବଢିଯାଇଛି । ହେଲେ ଆଜି ଆମେ ଆପଣଙ୍କୁ କିଛି ଏମିତି ଜାଗା ବିଷୟରେ କହିବୁ ଯାହା ଭରତ ଓ ପାକିସ୍ତାନର ବର୍ଡର ଅଟେ କିନ୍ତୁ ସେଠି କେବେବି କୌଣସି ଶତ୍ରୁତା ଦେଖିବାକୁ ମିଳି ନାହିଁ । ଦୁହେଁ ଦେଶର ମଧ୍ୟରେ ବହୁତ ସୀମା ଏମିତି ଅଛି ଯାହା କହେ କି ଭାରତ ଓ ପାକିସ୍ଥାନ ଆଜି ବି ଗୋଟେ ପରି ଅଛି । ଏମିତି ଏକ ବର୍ଡର ଅଛି ଯେଉଁଠି ନଦୀ ଓ ପୋଲ ଦୁହେଁ ଅଲଗା କରିଦେଇଥାଏ ।

ଏହି ଫଟୋରେ ଲଲହୋନ୍ ଓ ଗୋବିଣ୍ତି ବର୍ଡରର ଅଟେ । ଏଠାରେ ଦୁଇ ଦେଶ ମଧ୍ୟରେ ଗୋଟେ ରୋଡ୍ ଓ ସୀମା ଅଟେ । ଏହା ଦୁଇ ଦେଶର ମଧ୍ୟରେ ଅଛି ଯାହା ଗୋଟେ ପଟେ ଭାରତ ଓ ଆରପାଖରେ ପାକିସ୍ଥାନ ଅଛି ।

ଏହି ଫଟୋରେ ପିଓକେ ର ହଟିୟନ୍ ବାଲା ଜିଲ୍ଲାର ଚକୋଥି ଗାଁରେ ଏହି ନଦୀ ଦୁଇ ଦେଶକୁ ଅଲଗା କରିଥାଏ । ଏହାର ଆଖପାଖରେ କିଛି ବି ନାହିଁ । ଏହି ନଦୀ ଘନ ଜଙ୍ଗଲ ହୋଇ ଯାଇଥାଏ ।

ଏହି ଫଟୋ ନିଲମ୍ ନଦୀର ଅଟେ । ଏହି ଫଟୋରେ ନିଲମ ନଦୀର ଗୋଟେ ପଟେ ପାକିସ୍ଥାନ ଓ ଆଉ ଗୋଟେ ପଟେ ପାକିସ୍ଥାନର ଗାଁ ଦେଖାଯାଏ । ଖାଲି ଏହି ନଦୀ ଯାହାକି ଦୁଇ ଦେଶ ମଧ୍ୟରେ ଥିବା ଅନ୍ତରକୁ ଦେଖାଇଥାଏ ।

ପିଓକେ ର ନିଲମ୍ ବେଲି ରେ ଚଲ୍ଲିୟାନା ଗାଁ ଏଲ୍ ଓ ସି ତଟରେ ବ୍ୟାପିଛି । ଏଠାରେ ଯାଉଥିବା ନଦୀ ଦୁହେଁ ଦେଶକୁ ଅଲଗା କରିଥାଏ । ଖାସ୍ କଥା ଏହି କି ଯେ । ଏହି ନଦୀ ଦେଖିବାକୁ ବହୁତ ବଢିଆ ଦେଖାଯାଏ ।

Leave a Reply

Your email address will not be published. Required fields are marked *