ଭାରତ ସରକାରଙ୍କର ବଡ ନିଷ୍ପତ୍ତି- ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଳିଗ ମାଗଣା ଚିକିଶ୍ଚା, କେବଳ ଆପଣଙ୍କୁ ଏହି କାର୍ଡ କରିବାର ଅଛି

ସରକାରଙ୍କର ଏକ ନୂଆ ଯୋଜନା ଆସିଛି ଯାହା ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ସମ୍ପୃକ୍ତ । ବୋଧ ହୁଏ ଆପଣ ଗୋଲ୍ଡେନ କାର୍ଡ ବିଷୟରେ ଶୁଣି ନଥିବେ । ଆଜି ଆମେ ଆପଣଙ୍କୁ ଗୋଲ୍ଡେନ କାର୍ଡ ଓ ତାର ଲାଭ ବିଷୟରେ ଜଣାଇବାକୁ ଯାଉଛୁ । ଏହି ଗୋଲ୍ଡେନ କାର୍ଡ ତିଆରି କରିବା ପାଇଁ ସରକାର ଜାଗା ଜାଗାରେ ଶିବିର ଖୋଲୁଛନ୍ତି ଓ ଜନତାଙ୍କୁ ଜାଗୃତ କରୁଛନ୍ତି । ଏହି ଗୋଲ୍ଡେନ କାର୍ଡ ଜରିଆରେ ଆପଣ ଫ୍ରୀ ରେ ନିଜର ମେଡିକାଲ ଚିକିଶ୍ଚା କରି ପାରିବେ । ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଭାରତ ସରକାର ଏହି କାର୍ଡ ଉପରେ ଅଧିକ ଜୋର ଦେଉଛନ୍ତି କି ସମସ୍ତଙ୍କୁ ଏହାର ଲାଭ ମିଳିପାରୁ ।

ଏହି ଶିବିରର ଆୟୋଜନ ରବିବାରଠାରୁ କରାଯାଉଛି । ଏହି ଶିବିରରେ ଚିହ୍ନିତ ଲାଭାର୍ଥୀ ମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଯୋଡି ହେବା ପାଇଁ ତାଙ୍କର ପଞ୍ଜୀକରଣ କରାଯିବ । ଏହା ପରେ ଲାଭାର୍ଥୀ କମନ ସର୍ଭିସ ସେଣ୍ଟରକୁ ଯିବ ଯେଉଁଠି ତାର ଗୋଲ୍ଡେନ କାର୍ଡ ତିଆରି ହେବ ।

ଯାହା ପାଖରେ ଗୋଲ୍ଡେନ କାର୍ଡ ଥିବ ତାର ପାଖ ହସ୍ପିଟାଲରେ ବିଲକୁଲ ଫ୍ରୀ ଚିକିଶ୍ଚା ହେବ । ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ବୃଜେଶ ରାଠୋର କହିଲେ କି ଏହି ଶିବିର ତିନିଟି ପର୍ଯ୍ୟାୟରେ ଲାଗିଛି । ଏହି ଶିବିରର ପ୍ରଥମ ପର୍ଯ୍ୟାୟ ୨୦ ଜାନୁୟାରୀ ରୁ ୨୩ ଜାନୁୟାରୀ ପର୍ଯ୍ୟନ୍ତ ଥିଲା ।

ଶିବିରର ଦ୍ଵିତୀୟ ପର୍ଯ୍ୟାୟ ୨୪ ଜାନୁୟାରୀ ରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଥିଲା । ତୃତୀୟ ଚରଣ ୩୦ ଜାନୁୟାରୀ କୁ ଆୟୋଜିତ ହୋଇଥିଲା । ଆପଣ ସମସ୍ତେ ବି ସ୍ୱାସ୍ଥ୍ୟ ବିଭାଗରୁ ଏହାର ସୂଚନା ପାଇ ପାରିବେ । ଏହି ପ୍ରକାରରେ ସବୁ ଜାଗାରେ ଏମିତି ଶିବିର ଲଗାଯିବ ।

ତେବେ ଆଜିର ଏହି ସୂଚନା ଆପଣଙ୍କୁ କିପରି ଲାଗିଲା ନିଜର ମତାମତ ଆମକୁ ଜଣାନ୍ତୁ । ଭଲ ଲାଗିଲେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *