ଭିକାରି ଭଳି ବହୁତ ବଞ୍ଚି ନେଲେ ସେପ୍ଟେମ୍ବର 12 ରୁ ରାଜା ଭଳି ଜୀବନ କାଟିବେ ଏହି ରାଶି ର ଲୋକେ…

ବନ୍ଧୁଗଣ ଜନ୍ମ କୁଣ୍ଡଳୀ କୁ ଆମର ଆଇନା କୁହା ଯାଇଥାଏ । ଆମର ଭବିଷ୍ୟତ ଓ ଭୁତ କାଳ ରେ ଯାହା ବି ହୋଇଛି ବା ହେବାର ଅଛି ତାହା ଜନ୍ମ କୁଣ୍ଡଳୀ ରୁ ଜଣା ପଡିଥାଏ । ଜନ୍ମ କୁଣ୍ଡଳୀ ଦ୍ଵାରା ଭବିଷ୍ୟତ ବିଷୟରେ ଜଣା ପଡିଥାଏ ଓ କୁଣ୍ଡଳୀରେ ଗ୍ରହ ଦଶା ଅନୁସାରେ ଗ୍ରହ ଦଶାର କାରଣ କଣ ଜଣା ପଡିଥାଏ । ଏହି ଦୋଷ ମଧ୍ୟରୁ ଗୋଟେ ହେଉଛି କାଳସର୍ପ ଦୋଷ ।

ସେପ୍ଟେମ୍ବର 12 ତାରିଖରେ କାଳସର୍ପ ଯୋଗ ବନିବାକୁ ଯାଉଛି । ଏହି ଯୋଗ କାରଣରୁ ଏମିତି 6ଟି ରାଶି ଅଛନ୍ତି ଯାହାଙ୍କ ଜୀବନରେ ବହୁତ କିଛି ବଦଳିବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଏହି ରାଶିର ଲୋକଙ୍କ ଉପରେ ମହାଦେବଙ୍କ କୃପା ଦ୍ରୁଷ୍ଟି ରହିବ । ଆପଣଙ୍କୁ ଧନ ଲାଭର ଯୋଗ ଅଛି । ଭବିଷ୍ୟତ ପାଇଁ ଯେଉଁ ଯୋଜନା କରିଛନ୍ତି ତାହା ଉପରେ କାର୍ଯ୍ୟକାରୀ କରନ୍ତୁ ।

ବ୍ୟବସାୟର ନୂଆ ରାସ୍ତା ଖୋଲିବ । ଚାକିରି କରୁଥିଲେ ତାଙ୍କୁ ପୋଷ୍ଟ ରେ ଉନ୍ନତି ହେବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ସମାଜ ରେ ମାନ ସମାନ ପ୍ରତିଷ୍ଠା ବଢିବ । ଏହି ସମୟରେ ଆପଣ କାର୍ଯ୍ୟ ଉପରେ ଧର୍ଯ୍ୟ ରଖନ୍ତୁ । ପ୍ରତେକ ବିଷୟରେ ଅଧିକ ଜାଣିବାକୁ ଇଚ୍ଛା କରିବେ । ବୁଲିବାର ଯିବାର ପ୍ଳାନ କରିବେ । ପରିବାର ଲୋକେ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

ଆପଣ ଯେତେ ଭଲ କାମ କରିବେ ଲୋକ ମାନେ ଆପଣଙ୍କ ଉପରେ ଖୁସି ହେବେ । ଆପଣଙ୍କ ପରିବାରରେ ନୂଆ ଜିନିଷର ଆଗମନ ହୋଇପାରେ । ଯାହା କାରଣରୁ ଘର ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ । ଏହି ସମୟରେ ପରିଜନଙ୍କ ସହ ମନ କଥା କହିବେ । ଜୀବନ ସାଥିଙ୍କ ସହ ବେହତର ସମ୍ପର୍କ ରହିବ । ନିବେଶ ପାଇଁ ଭଲ ସମୟ ଅଛି ।

ବଡ ଯୋଜନାରୁ ନିବେଶ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଭଲ ରହିବ । ଛାତ୍ର ଙ୍କ ଶିକ୍ଷା କ୍ଷେତ୍ରରେ ପ୍ରଗତି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଜୀବନ ସାଥିଙ୍କ ସହ ବାହାରକୁ ବୁଲିବାକୁ ଯାଇ ପାରନ୍ତି । କ୍ୟାରିୟର ଓ ବ୍ୟାପାର କ୍ଷେତ୍ରରେ ଉନ୍ନତି କରିବେ । ନୂଆ ଚାକିରି ମିଳିବ । ବୈବାହିକ ଜୀବନରେ ଅନୁକୂଳତା ଆସିବ । ଅଚାନକ ବଡ ଖୁସି ଖବର ମିଳିପାରେ ।

ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ । ଏହି ସମୟରେ ଯେଉଁ ବି କାମ କରିବେ ଆଶା ଠାରୁ ଅଧିକ ଫାଇଦା ପାଇବେ । ଆର୍ଥିକ ସ୍ଥିତି ମଜବୁତ ହେବ । ବ୍ୟବସାୟ ପାଇଁ ସ୍ଥିତି ଭଲ ରହିବ । ମାତା ପିତା ଙ୍କ ସହଯୋଗ ମିଳିବ । ଏବେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବାକୁ ଯାଉଛି । ନୂଆ ଯୋଜନା ରେ ସଫଳତା ପାଇବେ । ସନ୍ତାନ ସୁଖ ପ୍ରାପ୍ତ ହେବ । ତେବେ ସେହି ଭାଗ୍ୟଶାଳୀ ରାଶି ହେଉଛନ୍ତି ମେଷ, ତୁଳା, କନ୍ୟା, କୁମ୍ଭ, ମିନ, ମିଥୁନ ରାଶି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *