ମଣିଷ ଜୀବନରେ ସବୁ ରକ୍ତ ସମ୍ପର୍କ ର ମୂଲ୍ୟ ବହୁତ ଅଧିକ ହୋଇଥାଏ କିନ୍ତୁ ଗୋଟେ ସମ୍ପର୍କ ରକ୍ତ ର ନହେଲେ ମଧ୍ୟ ଆମେ ଏହାକୁ ବହୁତ ଭଲ ପାଇଥାଉ ତାହା ହେଉଛି ସ୍ଵାମୀ ସ୍ତ୍ରୀ ସମ୍ପର୍କ । ଏହା ଏମିତି ଗୋଟେ ସମ୍ପର୍କ ଯେଉଁତିରେ ସ୍ଵାମୀ ସ୍ତ୍ରୀ ଦୁହିଙ୍କ ମଝିରେ ଗୋଟେ ବିଶ୍ଵାସ ସମ୍ପର୍କ ଥାଏ ଯାହା ସବୁଠାରୁ ଗଭୀର ହୋଇଥାଏ । ଏହି ସମ୍ପର୍କ ଦୁନିଆର ସବୁ ସମ୍ପର୍କରୁ ସବୁଠାରୁ ଅଲଗା ହୋଇଥାଏ ।
ତେବେ ବିବାହ କରିବା ଆଗରୁ ପୁଅ ଝିଅ ମାନେ ବହୁତ ଚିନ୍ତା କରି ନିଷ୍ପତ୍ତି କରନ୍ତି କାହିଁକିନା ସମସ୍ତେ ଚାହନ୍ତି ଯେ ତାଙ୍କ ସମ୍ପର୍କ ଜୀବନସାରା ରହୁ ଓ ଦୁହେଁ କେବେ ଅଲଗା ହୁଅନ୍ତୁ ନାହିଁ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶି ବିଷୟରେ କହିବାକୁ ଯାଉଛୁ ଯିଏ ସ୍ଵାମୀ ପାଇଁ ଭଲ ନୁହନ୍ତି, ଏହି ରାଶି ପୁରୁଷଙ୍କୁ ବିବାହ କଲେ ଝିଅଙ୍କ ଜୀବନ ନଷ୍ଟ ହୋଇଥାଏ । ତେବେ ଏହାର ଅର୍ଥ ଏହା ନୁହ ଯେ ସବୁ ପୂରୁଷ ଖରାପ ହୋଇଥାନ୍ତି କାହିଁକିନା ସମସ୍ତେ ଏକା ଭଳି ହୋଇନଥାନ୍ତି କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ଯାହା ସହ ବିବାହ କଲେ ଝିଅ ମାନେ ଖୁସି ରୁହନ୍ତି ନାହିଁ ।

୧. ମୀନ :
ଏହି ରାଶି ଜାତକ ମାନଙ୍କ ବ୍ୟବହାର ଦେଖିଲେ ଆପଣଙ୍କୁ ଏମିତି ଲାଗିଥାଏ ଯେମିତି ତାଙ୍କ ଠାରୁ ଭଲ ସାଥି କେହି ହୋଇ ପାରିବେ ନାହିଁ କିନ୍ତୁ ଜାତକ ମିଶିବା ପରେ ମଧ୍ୟ ଆପଣଙ୍କୁ ସତର୍କ ହୋଇରହିବା ଉଚିତ । କାହିଁକିନା ଏହି ରାଶି ଲୋକ ଉପରେ ଅଲଗା ଭିତରେ ଅଲଗା ହୋଇଥାନ୍ତି । ଏହି ରାଶି ପୁରୁଷ ବହୁତ ସନ୍ଦେହୀ ସ୍ଵଭାବର ହୋଇଥାନ୍ତି ଯାହା ଦ୍ଵାରା ତାଙ୍କ ସମ୍ପର୍କ ଭାଙ୍ଗିଥାଏ ।

୨. କନ୍ୟା :
ଏହି ରାଶି ଲୋକେ ମାନେ ବହୁତ ବୁଦ୍ଧିମାନ ଓ ଭଲ ହୋଇଥାନ୍ତି କିନ୍ତୁ ତାଙ୍କ ଗୋଟେ ଖରାପ ଗୁଣ ପାଇଁ ତାଙ୍କ ସମ୍ପର୍କ ଭଲ ହୁଏ ନାହିଁ । ଏହି ରାଶି ପ୍ପୁରୁଷ ମାନେ ନିଜ ସ୍ତ୍ରୀ ବା ଗର୍ଲଫ୍ରେଣ୍ଡକୁ ନିଜ କାବୁରେ ରଖିବାକୁ ଚେଷ୍ଟା କରନ୍ତି ଯାହା ଦ୍ଵାରା ସମ୍ପର୍କ ବହୁତ ଖରାବ ହୋଇଥାଏ ।
୩. ବୃଷ :
ଏହି ରାଶିର ପ୍ପୁରୁଷ ମାନେ ବହୁତ ସରଳ ସ୍ଵଭାବର ହୋଇଥାନ୍ତି ଏହି ଭଳି ପ୍ପୁରୁଷଙ୍କ ଗୋଟେ ଅସୁବିଧା ଏହା ହୋଇଥାଏ ଯେ ଏହି ରାଶି ଲୋକଙ୍କୁ ରୋମାନ୍ସ କରି ଆସେ ନାହିଁ ଯାହା ଫଳ ସ୍ଵରୁପ୍ପ ତାଙ୍କ ସମ୍ପର୍କରେ ରାଗ ଅଧିକ ହୋଇଥାଏ ଓ ଭଲ ଭଲ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥାଏ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।