କ୍ୟାମେରାରେ କଏଦ ହୋଇଗଲା ଭୁତର ଭିଡିଓ, ଲୋକ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ ଚକିତ, ଦେଖନ୍ତୁ ଲାଇଭ ଭିଡିଓ

ସେମିତି ବି ଆମେ ବହୁତ ଭୂତ ପ୍ରେତ କାହାଣୀ ଶୁଣିଛେ , କହିଦେବୁ କି ଲୋକକଥା ଓ ସଂସ୍କୃତି ରେ ଅଲୌକିକ ପ୍ରାଣୀ ଅଛନ୍ତି , କୁହାଯାଏ କି ମଣିଷର ମୃତ୍ୟୁ ପରେ ତା ଆତ୍ମା ବାହାରି ଯାଇଥାଏ , ଓ ସେମାନେ ଭୁତ ପ୍ରେତ ଭାବେ ଏହି ଦୁନିଆଁରେ ଭ୍ରମଣ କରନ୍ତି , ଆପଣଙ୍କୁ କହିଦେବୁ କି କେଉଁ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଯଦି କିଛି ଇଚ୍ଛା ପୂର୍ଣ୍ଣ ହୋଇନଥାଏ , ସେ ପୂନଃଜନ୍ମ ପାଇଁ ନର୍କ କୁ ଯାଇନଥାଏ , ସେ ଭୂତ ହୋଇଯାଇଥାଏ , ଏତିକି ନୁହେଁ ଆପଣଙ୍କୁ କହିଦେବୁ କି ଏହି କାରଣ ହୋଇଥାଏ ଯେଉଁ ବ୍ୟକ୍ତିର ମୃତ୍ୟୁ ହୋଇଥାଏ ତାର ଅନ୍ତେଷ୍ଟି କ୍ରିୟା ଠିକ୍ ଭାବେ ହୋଇନଥାଏ ।

ସେମିତି ବି ଆପଣଙ୍କୁ କହିଦେଉଛୁ କି ଭାରତ ପରି ଦେଶରେ ଅନ୍ଧ ବିଶ୍ୱାସ ଭରି ରହିଛି , ଏଠାରେ ଲୋକ ଭୁତ ପ୍ରେତ ଉପରେ ବହୁତ ବିଶ୍ୱାସ କରନ୍ତି , କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ ଏଠାରେ ଆଧୁନିକ ଟେକ୍ନୋଲୋଜି ଓ ବୈଜ୍ଞାନିକ ବିକାଶର ଯୁଗରେ ବି ରହିଅଛି , ଆପଣଙ୍କୁ କହିଦେବୁ କି ଆଜି ବି ଭାରତରେ ଏମିତି ବହୁତ ଜାଗା ଅଛି ଯେଉଁ ଠି କି ଲୋକ ଯିବାକୁ ଡରିଥାନ୍ତି , କାରଣ ସେଠାରେ ଭୁତ ପ୍ରେତ ରହିଥାନ୍ତି ବୋଲି , ଯେପରି ଭଙ୍ଗା କୋଠାଘର , ରାଜକୀୟ ମହଲ, କିଲ୍ଲା , ବଙ୍ଗଳା , ଘାଟ ଆଦି ଜାଗା , ଏହା ଛଡା ଆପଣଙ୍କୁ କହିଦେବୁ କି ବହୁତ ଫିଲ୍ମ ତିଆରି ଏହା ଉପରେ କରାଯାଇଛି ,

ଆଜିକାଲି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଥାଏ I ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଥାଏ I ଏବଂ ଏହି ବିଡିଓ କୁ ଯିଏ ବି ଦେଖିଚି ଆଶ୍ଚଯ୍ୟ ହେଇଚି I ଦିଲ୍ଲୀ ରେ ଖ୍ୟାଲ କ୍ଷେତ୍ର ରେ ଏହି ବିଡ଼ିଓ କୁ ଏକ ପିଲାଟି ସୁଟ କରିଛି I ଏହି ଭିଡିଓ ବର୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଏବଂ ଲୋକେ ନିଜ ନିଜ ର ମତ ବି ଦେଉଛନ୍ତି I ଏଠାରେ ଏକ ଗ୍ରାଉଣ୍ଡ ରେ ଦିନ ରେ କିଛି ପିଲା ଖେଳୁଥିଲେ ଏବଂ ସେଠାରେ ଏକ ବଡ଼ ଦୋଳି ବି ଲାଗିଥିଲା I

ପିଲା ମାନେ ଖେଳୁଥିବା ସମୟ ରେ ଦୋଳି ଟି ଅଚାନକ ଝୁଲିବାକୁ ଲାଗିଲା ଏବଂ ଅଚାନକ ଏପରି ହେବାରୁ ପିଲାମାନେ ବି ଡରିଯାଇଥିଲେ I ଏବଂ କିଛି ଦୂର ରେ ଯାଇ ପିଲାମାନେ ଏହା ର ଭିଡିଓ କରିଥିଲେ I ପ୍ରଥମେ ଦୋଳି ଟି ଧୀରେ ଧୀରେ ଝୁଲୁଥିଲା ଏହା ପରେ କିନ୍ତୁ ଜୋର ଜୋର ରେ ଝୁଲିବାକୁ ଲାଗିଲା ଏବଂ 11 ଶ୍ରେଣୀ ର ଏକ ପିଲା ନିଜ ମୋବାଇଲ ରେ ଏହିସବୁ ଘଟଣା ର ସୁଟ କରିଛି I

ଏହି ଘଟଣା ସମ୍ପର୍କ ରେ ଯେତେବେଳେ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ ଏବଂ ସେଠାରେ ଲୋକେ କହିଛନ୍ତି କି ଏହା ମିଛ ଅଟେ Iଭିଡିଓ ଟି ଦେଖିବା ପରେ କିଛି ଲୋକଙ୍କ ର କହିବା ଅନୁସାରେ ସେଠାରେ ନିଶ୍ଚିତ ରୂପେ କିଛି ନକାରାତ୍ମକ ଶକ୍ତି ଙ୍କ ର ପ୍ରଭାବ ରହିଛି I

Leave a Reply

Your email address will not be published. Required fields are marked *