ବିବାହ ସମୟରେ କନ୍ୟା ଲେହଙ୍ଗା ଜାଗାରେ ପିନ୍ଧି ଥିଲେ କିଛି ଏମିତି କି, ଯାହା ଦେଖି ନିଜକୁ ଅଟକେଇ ପାରିଲେନି ଲୋକ

ଆଜିକାଲି ଯୁଗରେ ଲୋକ ସୋଶିଆଲ ମିଡିଆ ଉପରେ ବହୁତ ଏକଟିବ ରହୁଛନ୍ତି ଯିଏ ଯାହା କଲେ ସୋଶିଅଲ ମିଡିଆରେ ନିଶ୍ଚିନ୍ତ ଫଟୋ ଦେଉଛନ୍ତି । ଏମିତି ଗୋଟେ ଫଟୋ ଏବେବ ସୋଶିଅଲ ମିଡିଆ ଉପରେ ଭାଇରାଲ ହୋଇଛି, ଏହି ଫଟୋ ରେ ଗୋଟେ କପଲ ଅଛନ୍ତି ଯିଏ ବିବାହ ଯୋଡା ପିନ୍ଧିଛନ୍ତି ତେବେ ଏହି ଫଟୋ ରେ ଏମିତି କଣ ବିଶେଷ ଅଛି ଯାହା ପାଇଁ ଏହି ଫଟୋ ଭାଇରାଲ ହାଉଛି ଆପଣ ଭାବୁ ଥିବେ ଆସନ୍ତୁ ଜାଣିବା ।

ଏହି ଫଟୋ ପଛ ରହସ୍ୟ ଯାହା ପାଇଁ ଏହି ଫଟୋ ଭାଇରାଲ ହୋଇଛି ।

ତେବେ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ ଯେ ବର ପାରମ୍ପାରିକ ବର କପଡା ଶେରବାନି ପିନ୍ଧିଛନ୍ତି କିନ୍ତୁ ତାଙ୍କ ସହ ଯେଉଁ ଝିଅ ଠିଆ ହୋଇଛନ୍ତି ତାଙ୍କ କପଡା ଅଜବ ଗଜବ ଦେଖା ଯାଉଛି ଏବଂ ଏହି କାରଣରୁ ଏହି ଫଟୋ ଭାଇରାଲ ହୋଇଛି । ତେବେ ଏହି ଫଟୋ କେଉଁ ଜାଗାର ଏହି କଥା ଏ ପର୍ଯ୍ୟନ୍ତ କିଛି ଜଣା ପଡି ନାହିଁ, ସମସ୍ତେ ଏହି କଥା ଭାବୁଛନ୍ତି ଯେ ଫଟୋ ରେ ଥିବା ଝିଅ ପୁଅ କିଏ ?

କନ୍ୟା ବିବାହ କଥା ଭାବିଲେ ଲୋକଙ୍କ ମନରେ ଗୋଟେ ଅଲଗା ଛବି ଅଙ୍କିତ ହୋଇ ଯାଏ ଯେମିତିକି ଝିଅ ଓଢଣା ତଳେ ଲାଜଉଥିବ । କନ୍ୟା ପିନ୍ଧିବା କପଡା ମଧ୍ୟ ଅଲଗା ପ୍ରକାର ହୋଇ ଥାଏ ଏବଂ ବହୁତ ବିଶେଷ ପାରମ୍ପାରିକ ରୂପରେ ଏହାକୁ ତିଆରି କରା ଯାଇ ଥାଏ ତାଙ୍କ ଗହଣା ମଧ୍ୟ ବହୁତ ପାରମ୍ପାରିକ ହୋଇ ଥାଏ ।

କିନ୍ତୁ ଆମେ ଯଉ ଫଟୋ କଥା କହୁଛୁ ସେଥିରେ ବର ଶେରବାନୀ ପିନ୍ଧିଛନ୍ତି କିନ୍ତୁ ଝିଅ ବା କନ୍ୟା କିଛି ଅଜବ ପିନ୍ଧିଛନ୍ତି ତେବେ ଝିଅ ଚୋଲି ସହ ସର୍ଟ୍ସ ପିନ୍ଧିଛନ୍ତି ଯାହା ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଫଟୋ ଦେଖି ଲୋକ ଫନି କମେଣ୍ଟ ଦବା ଆରମ୍ଭ କରିଛନ୍ତି । ତେବେ ଆପଣ ମଧ୍ୟ ଦେଖନ୍ତୁ ଓ ନିଜର ମନ୍ତବ୍ୟ ଦିଅନ୍ତୁ ।

ଆଶା କରୁଛୁ ଆପଣମାନନକୁ ଆମର ଏହି ଲେଖା ନିଶ୍ଚୟ ପସନ୍ଦ ଆସିଥିବ, ପସନ୍ଦ ଆସିଥିଲେ ଆମ ପେଜକୁ ଲାଇକ କରନ୍ତୁ ଓ ପୋଷ୍ଟ ଟିକୁ ଶେୟାର କରନ୍ତୁ । ଏବଂ ଏହି ଫୋଟୋ କୁ ନେଇ ଆପଣଙ୍କର ମତ ନିଶ୍ଚୟ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *