ବିବାହର କିଛି ଦିନ ପୂର୍ବରୁ ଝିଅର ବଳତ୍କାର କଲା ଭାବୀ ସ୍ବାମୀ- ଏହା ପରେ ଯାହା ହେଲା ଶୁଣି ଆପଣ ବିଶ୍ବାସ କରିପାରିବେନି

ଏ ସଂସାର ଏତେ କଦର୍ଯ୍ୟ ହେଲାଣି, ଲୋକଙ୍କ ମାନସିକତା ଏତେ ନିମ୍ନ ହେଲାଣି କି କଳ୍ପନା କରିବା ବି କଷ୍ଟ । ସଂସାରର ସବୁଠୁ ବଡ ନିୟମ ହେଲା ବିବାହ ।  ବିବାହ ଏକ ପବିତ୍ର ବନ୍ଧନ । ଯାହା ଜନ୍ମ ଜନ୍ମ ପାଇଁ ଦୁଇଟି ଅଜଣା ବ୍ୟକ୍ତିଙ୍କୁ ପକାହାକୁ ନେଇ ଆସେ । ଦୁଇଟି ପରିବାର ଏକ ହୋଇ ଯାଏ । କିନ୍ତୁ ଆଜିକାଲି ଯୁବକ ମାନଙ୍କ ପାଇଁ ଏହା ଏକ ଖେଳ ହୋଇଗଲନି । ଏମାନେ ସମ୍ପର୍କକୁ ଖେଳନା ଭାବି ଖେଳୁଛନ୍ତି ଓ ଭାଙ୍ଗି ଚୁର୍ମାର କରି ଦେଉଛନ୍ତି ।

ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବୁ ଯାହା ଶୁଣି ଆପଣଙ୍କର ଏ ସଂସାରରୁ ମୋହ ତୁଟି ଯିବ । ତେବେ ଘଟଣାଟି ହେଉଛି ବିବାହ ହେବାକୁ ଯାଉଥିବା ଗୋଟେ ଝିଅ ବିଷୟରେ, ଯାହାର ଭାବି ସ୍ଵାମୀ ତାର ବଳାତ୍କାର କରିଛି ।

ତେବେ ଅଭିଯୁକ୍ତ ବ୍ୟକ୍ତି ନିଜର ଭାବି ପତ୍ନୀଙ୍କୁ ମେଟ୍ରୋ ବୁଲାଇବାକୁ ନେଇ ଯାଇଥିଲେ, କିନ୍ତୁ ବୁଲେଇବା ବାହାନାରେ ସେ ତା ସହ ଶାରୀରିକ ସମ୍ବନ୍ଧ ବନେଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଝିଅଟି ଏହାକୁ ବିରୋଧ କରିଥିଲା । ତଥାପି ସେ ତା ସହ ଜବରଦସ୍ତି କରି ତାର ବଳତ୍କାର କରିଥିଲା । ଏବଂ କହିଥିଲା କି ସ୍ଵାମୀ ଓ ସ୍ତ୍ରୀ ଭିତରେ ଏହି ଭଳି ସମ୍ପର୍କ ରଖାଯାଏ । ଏହା ପରେ କିନ୍ତ ଝିଅଟି ନିଜର ବାକ୍ ଶକ୍ତି ହରେଈ ବସିଥିଲା । ତେବେ ଏହାର କିଛି ଦିନ ପରେ ଯୁବକ ଜଣକ ବିବାହ କରିବାକୁ ମନା କରିଦେଇଥିଲା ।

ଏବଂ ଯଦି ବିବାହ କରିବେ ସେଥିପାଇଁ ସର୍ତ୍ତ ମଧ୍ୟ ରଖିଥିଲା । ସର୍ତ୍ତ ଥିଲା ଯେ, ବିବାହ ବାବଦକୁ ୧୦ ଲକ୍ଷ ଟଙ୍କା ଓ ଗୋଟେ କାର୍ । କିନ୍ତୁ ଯୁବତୀର ପରିବାର ସେହି ସକ୍ଷମ ନ ଥିଲେ କି ସେମାନେ ଏତେ ଟଙ୍କା ତାଙ୍କୁ ଯୌତୁକ ଆକାରରେ ଦେଇ ପାରିବେ । ଏମିତି କି ସେମାନେ ସେହି ଯୁବକ ନାଁ ରେ ଏଫଆଇଆର ମଧ୍ୟ  ଦେଇଥିଲେ ।

କିନ୍ତୁ ପୁଲିସ ତାଙ୍କ ସପକ୍ଷରେ କହିବା ବଦଳରେ ଓଲଟା ଯୁବତୀର ପରିବାରକୁ ଖରାପ ବ୍ୟବହାର କରିଥିଲା । ଏହି ଅମାନୁଷିକ କାଣ୍ଡରେ ଯୁବତୀଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏହି ମାମଲାରେ ମାଜିଷ୍ଟେ୍ରଟ ସାମ୍ନାରେ ପୀଡିତାର ଲିଖିତ ବୟାନ ରେକର୍ଡ କରିବା ପାଇଁ କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦେଶ ଦେଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *