ବିନା ମେକପରେ ଏମିତି ଦେଖାଯାନ୍ତି ୯୦ ଦଶକ ର ଏହି ପାଞ୍ଚୋଟି ଅଭିନେତ୍ରୀ- ଜଣକୁ ତ ଆପଣ ଚିହ୍ନି ବି ପାରିବେନି

୯୦ ଦଶକ ର ଆଜି ବି ସିନେମାଜଗତ ରେ କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯିଏ ନିଜ ଅଭିନୟ ପାଇଁ ଜଣାଯାଆନ୍ତି । ଏହି ଅଭିନେତ୍ରୀ ମାନେ ନା କେବଳ ନିଜ ଅଭିନୟ ଦ୍ଵାରା ବରଂ ନିଜ ସୁନ୍ଦରତା ପାଇଁ ଲୋକଙ୍କ ମନ ରେ ଏକ ଖାସ ଜାଗା ବନେଇଛନ୍ତି । କାହାକୁ ‘ଧକ ଧକ ଗର୍ଲ’ କୁହା ଯାଏ ତ କାହର ପ୍ରଶଂସକ ଆଜି ବି ‘ଟିପ ଟିପ ବର୍ଷା ପାନୀ’ ଗୀତ ର ଦିଵାନା ଅଛନ୍ତି ।

ଏହି ଅଭିନେତ୍ରୀ ମାନଙ୍କୁ ଆପଣ ମେକପ ସହ ବହୁତ ଥର ଦେଖିଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିନା ମେକପ ଫୋଟୋ ଦେଖାଇବୁ ।

ମାଧୁରୀ ଦୀକ୍ଷିତଙ୍କର ଚେହେରା ରେ ଏବେବି ସେହି ଚମକ ସେମିତି ଦେଖା ଯାଉଛି । ଏବେ ବି ମାଧୁରୀ ଦୀକ୍ଷିତ ଟିବି ଶୋ ଏବଂ ଫିଲ୍ମ କରୁଛନ୍ତି । ମାଧୁରୀଙ୍କର ଏବେ କିଛି ଦିନ ତଳେ ବଡ ପରଦା ରେ ଏକ ଫିଲ୍ମ ଆସିଥିଲା କଳଙ୍କ ଏହା ପରେ ସେ କୌଣସି ଫିଲ୍ମ କରି ନାହାନ୍ତି ।

ରବୀନା ଟଣ୍ଡନ ୯୦ ଦଶକ ର ସବୁଠୁ ଫେମସ ଅଭିନେତ୍ରୀ । ରବୀନା ଟଣ୍ଡନ ୪୪ବର୍ଷ ର ହୋଇଯାଇଥିଲେ ମଧ୍ୟ ଦେଖିବାକୁ ଏବେବି ସେମିତି ସୁନ୍ଦର ସେ । ରବୀନା ଟଣ୍ଡନ ଏବେ ରିୟାଲିଟି ଶୋ ନଚ ବଲିଏ ରେ ଜଜ ହୋଇଛନ୍ତି ।

ଜୁହୀ ଚାୱଲା ୫୧ ବର୍ଷ ର ଅଟନ୍ତି । ଏହି ବୟସ ରେ ବି ଜୁହୀ ବହୁତ ସୁନ୍ଦର ଲାଗୁଛନ୍ତି । ଏବେ କିଛି ଦିନ ପୂର୍ବରୁ ଜୁହୀ ଡାନସ ଦେବାନେ ରେ ଅତିଥି ହୋଇ ଆସିଥିଲେ ଏବଂ ଜୁହୀ ଓ ମାଧୁରୀ ବହୁତ ମସ୍ତି କଲେ ।

ମୀନାକ୍ଷୀ ଶେଷାଦ୍ରି ୯୦ ଦଶକ ର ସୁପରହିଟ ଅଭିନେତ୍ରୀ ଅଟନ୍ତି । ନିଜ ଅଭିନୟ ଓ ସୁନ୍ଦରତା ପାଇଁ ସେ ବହୁତ ନା କମେଇଲେ ହେଲେ ଏତେ ନା ଓ ପଇସା ପରେ ବି ମୀନାକ୍ଷୀ ହଟାତ ଫିଲ୍ମ ଇନଡସ୍ଟ୍ରି କୁ ଅଲବିଦା କହିଦେଲେ । ମୀନାକ୍ଷୀଙ୍କ ଲୁକ ବହୁତ ବଦଳି ଯାଇଛି ଗୋଟେ ନଜର ରେ ଦେଖିଲେ ଆପଣ ଚିହ୍ନି ପାରିବେନି । ମିନାକ୍ଷୀଙ୍କୁ ‘ହିରୋ’ ଫିଲ୍ମ ରୁ ପ୍ରସିଦ୍ଧି ମିଳିଥିଲା ।

ବଲୀଉଡର ବିଖ୍ୟାତ ଅଭିନେତ୍ରୀ ତବୁଙ୍କର ନାଁ ତ ଆପଣ ଶୁଣି ଥିବେ । ୪୭ ବର୍ଷ ର ହୋଇଥିବା ତବୁଙ୍କ ଜୀବନ ରେ ଏବେ ବି କେହି ପାର୍ଟନର ନାହାନ୍ତି । ଫିଲ୍ମ ରେ ଏତେ ସୁନ୍ଦର ଦେଖା ଯାଉଥିବା ତବୁ ଅସଲ ଜୀବନ ରେ ଏମିତି ଦେଖା ଯାଆନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *