ବ୍ଲୋଡ ଗୃପ- A ଲୋକଙ୍କୁ କରୋନା ଭାଇରସ ବିପଦ ସବୁଠାରୁ ଅଧିକ ଅଟେ, ସବୁଠାରୁ କମ AB ଗୃପ ଲୋକଙ୍କୁ, ବୁହାନ ରେ ୨ ହଜାର ଲୋକଙ୍କ ଉପରେ ରିସର୍ଚ୍ଚ

ଚୀନରେ ବର୍ତମାନ ଅଧ୍ୟୟନ ଅନୁଯାଇ, କରୋନା ଭାଇରସ ରେ ସଂକ୍ରମଣ ବିପଦ ସବୁଠାରୁ ଅଧିକ ବ୍ଲୋଡ ଗୃପ- A ଲୋକଙ୍କୁ ହୋଇଥିଲା । କରୋନା ଭାଇରସ ପାଇଁ କେତେ ପ୍ରକାର ଅଧ୍ୟୟନ ଚାଲିଛି କିନ୍ତୁ ଗୋଟେ କଥା ସାମ୍ନାକୁ ଆସିଛି ଯାହା ଅନୁଯାଇ ବ୍ଲଡ ଗ୍ରୁପ ଅନୁଯାଇ ମଧ୍ୟ ପ୍ରଭାବ ଜଣା ପଡିଛି । ଚୀନ ଅଧ୍ୟୟନ ଅନୁଯାଇ ବୁହାନ ରେ ସଂକ୍ରମିତ ହୋଇଥିବା ଲୋକଙ୍କ ପ୍ରାୟତଃ ବ୍ଲୋଡ ଗୃପ- A ଥିଲା ।

ବ୍ଲୋଡ ଗୃପ- A ଲୋକ ରୁହନ୍ତୁ ଅଧିକ ସାବଧାନ :

ବ୍ଲୋଡ ଗୃପ- A ସଂକ୍ରମଣ ଲକ୍ଷଣ ଅଧିକ ହୋଇଥାଏ, O – ବ୍ଲୋଡ ଗୃପ ଲୋକଙ୍କ ଲକ୍ଷଣ ବହୁତ ମାଇଲ୍ଡ ଅଟେ, ବୁହାନ ୟୁନିଭରସିଟି ଅଧ୍ୟୟନ ବେଙ୍ଗ ଶିଙ୍ଘୁଆନ ଅନୁଯାଇ, ବ୍ଲୋଡ ଗୃପ- A ଲୋକଙ୍କୁ ସଂକ୍ରମଣ ଠାରୁ ଅଧିକ ସାବଧାନ ରହିବା ଉଚିତ ।

ବ୍ଲୋଡ ଗୃପ- O ଲୋକଙ୍କୁ ଅଧିକ :

ଅଧ୍ୟୟନ ଅନୁଯାଇ, ଚୀନ ରେ କରୋନା ଦ୍ଵାରା ମରିଥିବା ୨୦୬ ରୋଗୀମାନଙ୍କ ଠାରୁ ୮୫ ଲୋକଙ୍କ ବ୍ଲଡ ଗୃପ- A ଥିଲା ଓ ୫୨ ଲୋକଙ୍କ ବ୍ଲଡ ଗୃପ- O ଥିଲା । ଅଧ୍ୟୟନକର୍ତ୍ତା କହିବା ଅନୁଯାଇ ଯଦି ଆପଣଙ୍କ ବ୍ଲଡ ଗୃପ- A ତେବେ ଆପଣଙ୍କୁ ଡରିବା ଦରକାର ନୁହଁ କାହିଁକିନା ଏହାର ଅର୍ଥ ନୁହ ଯେ ଆପଣଙ୍କୁ ସଂକ୍ରମଣ ଅବଶ୍ୟ ହବ ଓ ନା ବ୍ଲଡ ଗୃପ- O ଲୋକଙ୍କୁ ଚିନ୍ତା କରିବା ଦରକାର, କାହିଁକିନା କେବଳ ବ୍ଲଡ ଗୃପ ଦ୍ଵାରା ସଂକ୍ରମଣ ହୁଏ ନାହିଁ । ସଂକ୍ରମଣ ଠାରୁ ବଞ୍ଚିବା ପାଇଁ ବାରମ୍ବାର ହାତ ଧୁଅନ୍ତୁ ଓ ଜରୁରୀ କାମ କରନ୍ତୁ ଯାହା ସରକାର ଆପଣଙ୍କୁ କହୁଛନ୍ତି । ତେବେ ନିଜର ଓ ନିଜ ପରିବାର ଧ୍ୟାନ ରଖନ୍ତୁ ଓ ଲକଡାଉନ ପାଳନ କରନ୍ତୁ ଏହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

Leave a Reply

Your email address will not be published. Required fields are marked *