ବଲୀଉଡରେ ଥିବା ଏହି ୧୦ଜଣ ଲୋକପ୍ରିୟ କଳାକାର ଅଟନ୍ତି ଖାଣ୍ଟି ଓଡିଆ- ଦେଖନ୍ତୁ ସେମାନେ କିଏ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣମାନନକୁ ଏମିତି କିଛି ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ଆମ ଓଡିଆସର କିନ୍ତୁ ସେମାନେ ବଲୀଉଡ ରେ କରୁଛନ୍ତି ରାଜ । ସେହିଭଳି କଳାକାର ମାନକ୍ନ ପାଇଁ ଆଜି ଆମ ରାଜ୍ୟ ଗର୍ବ ଅନୁଭବ କରୁଛି । ସେମାନେ କିଏ ଜାଣିଲେ ଆପଣ ମାନେ ବି ବିଶ୍ବାସ କରି ପାରିବେନି, କାହିଁକି ନା ସେମାନେ ଏତେ ଫମସ ଯେ ଆପଣ ମାନେ ତାଙ୍କୁ ଭଲଭଏ ଜାଣିଛନ୍ତି କିନ୍ତୁ କେବଳ ଜାଣି ନଥିବେ ସେ ସେମାନେ ଓଡ଼ିଶାର ବୋଲି ।

ସାଧୁ ମେହର

ଅଭିନେତା ସାଧୁ ମେହର ୧୯୭୪ ମସିହାରେ ଶ୍ରେଷ୍ଟ ଅଭିନେତା ଭାବେ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ । ୭୦ ଦଶକରେ ସେ ଜଣେ ଲୋକପ୍ରିୟ ଅଭିନେତା ଭାବେ ପରିଚିତ ଥିଲେ । ବଲୀଉଡର ସୁପର ହିଟ ଫିଲ୍ମ ଅଙ୍କୁରରେ ଅଭିନୟ କରିକି ସେ ଲୋକପ୍ରିୟ ହୋଇଯାଇଥିଲେ ।

ନୀଳ ମାଧବ ପଣ୍ଡା

ନୀଳ ମାଧବ ପଣ୍ଡା ୧୯୭୩ ମସିହା ଅକ୍ଟୋବର ମାସ ୧୮ ତାରିଖ ଓଡିଶା୧୯ର ସନପୁର ଜିଲ୍ଲାରେ ଜନ୍ମ ହୋଇଥିଲେ । ନୀଳ ମାଧବ ବଲୀଉଡର ଜଣେ ସଫଳତମ ପ୍ରଯୋଜକ ତଥା ନିର୍ଦେଶକ । ଆଇ ଆମ କଲାମ ଭଳି ଅନେକ ହିଟ ଫିଲ୍ମ ସେ ନିର୍ଦେଶନା କରିଛନ୍ତି ।

କ୍ରୀଷ୍ଣା ବେଉରା

କ୍ରୀଷ୍ଣା ବଲୀଉଡରେ ନିଜ ଗୀତ ଦ୍ଵାରା ଲୋକମାନଙ୍କର ମନ ଜିତି ନେଇଥିଲେ । ବଲୀଉଡର ହିଟ ଫିଲ୍ମ ଚକ ଦେ ଇଣ୍ଡିଆ ଓ ନମସ୍ତେ ଲଣ୍ଡନ ରେ ନିଜ କଣ୍ଠ ଦ୍ଵାରା ଅନେକ ଲୋକଙ୍କର ମନ କିଣି ନେଇଥିଲେ । କ୍ରୀଷ୍ଣା କଟକ ଜିଲ୍ଲାର ବାଙ୍କିରେ ଜନ୍ମ ହୋଇଥିଲେ ।

ନନ୍ଦିତା ଦାସ

ନନ୍ଦିତା ଦାସ  ପରିଶ୍ରମ ଦ୍ଵାରା ବଲୀଉଡରେ ନିଜ ନା କରିଥିଲେ । ପ୍ରତିଭାଶାଳୀ ଅଭିନେତ୍ରୀ ନନ୍ଦିତା ଫିଲ୍ମ ନିର୍ଦ୍ଦେଶନା ଦେଇ ମଧ୍ୟ ଓଡିଶା ପାଇଁ ଗୌରବ ଅର୍ଜନ କରିଛନ୍ତି । ସେ ତାଙ୍କ ଅଭିନୟ ପାଇଁ ବେଷ୍ଟ ଫିମେଲ ଡେବ୍ୟୁ ପାଇଁ ପୁରସ୍କାର ପାଇଥିଲେ ।

ସୋନା ମହାପାତ୍ର

ଭାରତୀୟ ଗାୟିକା ତଥା ଲିରିସିଷ୍ଟ(ଗୀତିକାର) ଓ କମ୍ପଜର ସୋନା ମହାପାତ୍ର  ଆଇ ହେଟ ଲଭ ଷ୍ଟୋରି  ଫିଲ୍ମର ‘ବାହାରା’ ଗୀତ ଗାଇ ଲୋକପ୍ରିୟ ହୋଇଥିଲେ । ଏହା ପରେ ସେ ବଲୀଉଡ ସହିତ ପୁରା ଭାରତରେ ଫେମସ ହୋଇଯାଇଥିଲେ । କୋକ ଷ୍ଟୂଡିଓ ସମ୍ବଲପୁରୀ ଗୀତ ରଙ୍ଗବତୀ ଗାଇ ସେ ବେଶ ଚର୍ଚ୍ଚାରେ ଥିଲେ । ସୋନା ଓଡିଶାର କଟକରେ ଜନ୍ମ ହୋଇଥିଲେ ।

ମୀରା ନାୟାର

ମୀରା ନାୟର ଜଣେ ଇଣ୍ଡିଆନ ଆମେରିକାନ ଫିଲ୍ମନିର୍ମାତା। ସେ ନିଜ ପ୍ରଡକ୍ସନ କମ୍ପାନୀର ମାଲିକାଣୀ । ମୀରଙ୍କ ଫିଲ୍ମ ଉଭୟ ଭାରତ ଓ ବିଦେଶ ର ଲୋକମାନେ  ପସନ୍ଦ କରନ୍ତୁ । ମୀରା ଏବେ ୬୧ ବର୍ଷର ହୋଇଗଲେଣି । ମୀରା ଓଡିଶାର ରାଉଲକେଲାରେ ଜନ୍ମ ହୋଇଥିଲେ ।

ଚନ୍ଦ୍ରଚୂଡ ସିଂହ

ଚନ୍ଦ୍ରଚୂଡା ସିଂହ ଓଡିଶାର ବଲାଙ୍ଗୀର ଜିଲ୍ଲାରେ ଜନ୍ମ ହୋଇଥିଲେ । ଚନ୍ଦ୍ରଚୂଡା ସିଂହ ବଲୀଉଡରେ ଫାୟାର , ଜୋସ, କ୍ୟା କେହନା ଭଳି ଅନେକ ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ସେ ତାଙ୍କ ଅଭିନୟ ଦ୍ଵାରା ଅନେକ ଲୋକଙ୍କର ମନ ଜିତି ନେଇଛନ୍ତି ।

ସୁଲଗ୍ନା ପାଣିଗ୍ରାହୀ

ସୁଲଗ୍ନା ଟିଭି ଜଗତ ସହ ବଲୀଉଡରେ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେ ବଲୀଉଡରେ ମଡର 2 , ଇସ୍କ ବାଲା ଲଭ , ଗୁରୁ ଦକ୍ଷିଣା ଭଳି ଅନେକ ହିଟ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି । ସୁଲଗ୍ନା ଓଡିଶାର ବ୍ରହ୍ମପୁରରେ ଜନ୍ମ ହୋଇଥିଲେ।

ସୁବାଷ ସାହୁ

ସୁବାଷ ସାହୁ ବେଷ୍ଟ ସାଉଣ୍ଡ ଡିଜାଇନ ପାଇଁ ଫିଲ୍ମଫେୟାର ଆୱାର୍ଡ ପାଇସାରିଲେଣି । ବଲୀଉଡ ଫିଲ୍ମ ଓମକାରା , କମିନେ , ଖୋସ୍ଲା କା ଗୋସ୍ଲା ରେ  ସାଉଣ୍ଡ ମିକ୍ସ ଡିଜାଇନ କରି ସେ ଖୁବ ପ୍ରତିଭା ଲାଭ କରିଥିଲେ। ସୁବାଷ ଓଡିଶାର କେନ୍ଦ୍ରାପଡାରେ ଜନ୍ମ ହୋଇଥିଲା।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Related Posts

About The Author

Add Comment