ବଲିଉଡ ଦୁନିଆର ବଡ ଖବର, ମୃତ୍ୟୁ ବରଣ କଲେ ଏହି ମହାନ କଳାକାର – ଶୋକରେ ସାରା ବଲିଉଡ – କାନ୍ଦିଲେ ସଲମାନ ଓ ଅମିତାଭ

ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଏମିତି ବହୁତ ସାରା ଫିଲ୍ମରେ ପ୍ରୟୋଜକ ଥିଲେ ଆଜି ତାଙ୍କର ନିଧନ ହୋଇଗଲା । ହଁ ଆମେ କହିବୁ କି ବଲିଉଡ୍ ରେ ଏମିତି ଲୋକପ୍ରିୟ ଫିଲ୍ମ ଦେଇଥିବା ପ୍ରଯୋଜକ ରାଜକୁମାର ବଡ ଜାତ୍ୟା ଆଜି ଏଚ୍ ଏନ୍ ରିଲାୟନ୍ସ ଫାଉଣ୍ତଡେସନ୍ ମେଡିକାଲ୍ ରେ ନିଧନ ହୋଇଗଲା । ରାଜକୁମାର ବଡଜ୍ୟାତା ଜଣେ ମହାନ୍ ନିର୍ଦ୍ଧେଶକ ସୁରଜ୍ ବଡଜ୍ୟାତାଙ୍କ ବାପା ଥିଲେ । ଶ୍ରୀ ବଡଯାତ୍ୟା ଭାରତୀୟ ସିନେମାରେ ବହୁତ ଫିଲ୍ମ ନିର୍ମାଣ କରିଛନ୍ତି ।

ହମ୍ ଆପକେ ହେଁ କୌନ୍, ହମ୍ ସାଥ୍ ସାଥ୍ ହେଁ ଓ ବିବାହ ଓ ପ୍ରେମ ରତନ ଧନ ପାଓ ପରି ପାରିବାରିକ ଡ୍ରାମା ଫିଲ୍ମର ପ୍ରଯୋଜକ ଥିଲେ ।  ସେ ୭୫ ବର୍ଷର ଥିଲେ,  ରାଜଶ୍ରି ପ୍ରଡକ୍ସନର ଏକ ଅଧିକାରି କହିଲେ କି ଫିଲ୍ମକାର ସୁରଜ ବଡଜ୍ୟାତା ପିତା ରାଜକୁମାର ବଡଜ୍ୟାତା ସର୍ ଏଚ୍ ଏନ୍ ରିଲାୟନ୍ସ ଫାଉଣ୍ତଡେସନ୍ ଅନ୍ତିମ ନିଶ୍ୱାସ୍ ତ୍ୟାଗ କଲେ । ରାଜକୁମାର ବଡଜ୍ୟାତା ନିଜ ପଛ ସ୍ତ୍ରୀ ସୁଧା ବଡଯାତ୍ୟା ଓ ପୁଅ ସୁରଜ ବଡଯାତ୍ୟାଙ୍କୁ ଛାଡିଯାଇଥିଲେ । ରାଜକୁମାର ବଡଯାତ୍ୟା ଫିଲ୍ମ ଉଦ୍ୟୋଗରେ ନିର୍ମାତା ରୁପରେ କାମ କରିଥିଲେ  ଓ ମୁଖ୍ୟ ରୁପରେ ସେ ନିଜ ପୁଅଙ୍କ ନିର୍ଦ୍ଧେଶନା ରେ ଫିଲ୍ମଗୁଡିକ ନିର୍ମାଣ କରିଥିଲେ । ଏହି ବ୍ୟାନରର ସ୍ଥାପନା ରାଜକୁମାର ବଡଜାତ୍ୟାଙ୍କ ବାପା ତାରାଚନ୍ଦ ବଡଯାତ୍ୟା କରିଥିଲେ ।

ରାଜକୁମାର ବଡଜ୍ୟାତାଙ୍କ ବଲିଉଡ୍ ରେ ଯୋଗଦାନ ସରାହଣୀୟ ଅଟେ । ପ୍ରଡକ୍ଟସନ୍ ହାଉସ୍ ଦୋସ୍ତି, ତପସ୍ୟା  ଓ ସାରାଶଂ ପରି ବହୁତ ଫିଲ୍ମଗୁଡିକ ନିର୍ମାଣ କରିଥିଲେ । ସଲମାନ ଖାଁଙ୍କ ବଡଜ୍ୟାତା ପରିବାର ସହ ଏକ ଖାସ୍ ସଂମ୍ପର୍କ ଅଛି । ଏହି ପ୍ରଡକ୍ସନ୍ ହାଉଦ୍ ୧୯୮୯ ରେ କାମ କରିବା ଆରମ୍ଭ କରିଥିଲେ । ସେ ଫିଲ୍ମ ବିବି ହୋ ତୋ ଐସିରେ ଏକ ଛୋଟ ଭୁମିକରେ ଅଭିନୟ କରିବା ପରେ ରାଜଶ୍ରୀ ପ୍ରଡକ୍ସନ୍ ଫିଲ୍ମ ହମ୍ ଆପକେ ହେଁ କୌନ୍, ହମ୍ ସାଥ୍ ସାଥ୍ ହେଁ  ଓ ପ୍ରେମ ରତନ ଧନ ପାଓ ରେ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *