ବଲିଉଡରେ ଏହିସବୁ ଷ୍ଟାର ନକଲି ନାମରେ କରୁଛନ୍ତି ରାଜ – କଣ ଏମାନଙ୍କର ଅସଲ ପରିଚୟ ଜାଣନ୍ତୁ

ହେଲ୍ଲୋ ଫ୍ରେଣ୍ଡ୍ସ, ଆପଣମାନଙ୍କୁ ଆମର ଏହି ଆର୍ଟିକ୍ଲକୁ ସ୍ଵାଗତ । ସବୁଦିନ ଭଳି ଆଜି ବି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ମନୋରଞ୍ଜନ ଧର୍ମୀ ଖବର । ଆମେ ସବୁବେଳେ ଆପଣମାନଙ୍କୁ ବଲୀଉଡ ସମ୍ବନ୍ଧିତ ଅନେକ ଖବର ଯୋଗାଇଦେଉ । ଆଜି ବି ମଧ୍ୟ ସେହିଭଳି କିଛି ଖବର ଆଣି ଆସିଛୁ ଆପଣମାନଙ୍କ ପାଇଁ । କଣ ଆପଣ ଜାଣିଛନ୍ତି ଆଜି ବଲୀଉଡ ରେ ରାଜ କରୁଥିବା କିଛି ବଡ ବଡ ଅଭିନେତା ଊ ଅଭିନେତ୍ରୀ ମାନେ ସେମାନଙ୍କ ଅସଲ ପରିଚୟ ଲୁଚାଇ ନକଲି ନାମରେ ନିଜର ନୂତନ ପରିଚୟ ବଣାଇଛନ୍ତି । ଆଜ୍ଞା ହଁ ବଲୀଉଡ ରେ କିଛି ଏମିତି ଫେମସ କଳାକାର ଅଛନ୍ତି ଯେଉଁମାନେ ସେମାନଙ୍କ ଅସଲି ନାମରେ ନୁହେଁ ବରଂ ନକଲି ନାମରେ ଆଜି ବଲୀଉଡ ଉପରେ ରାଜ କରୁଛନ୍ତି ।

ଛୋଟବେଳୁ ଆମର ଏକ ନାମକରଣ ହୋଇଥାଏ, ସେହି ନାମରେ ଆମକୁ ଆମ ପରିବାର ଲୋକ ଓ ବନ୍ଧୁ ବାନ୍ଧବ ସମସ୍ତେ ଜାଣନ୍ତି । କିନ୍ତୁ ଏହି କଳାକାର ମାନଙ୍କୁ ଦିଆଯାଇଥିବା ନାମରେ ସେମାନେ ଯେତେବେଳେ କୌଣସି ସଫଳତା ପାଇନଥିଲେ ସେମାନେ ନିଜର ନାମ ବଦଳାଇବାକୁ ବାଧ୍ୟ ହୋଇଥିଲେ ଓ ଏଥିରେ ସେମାନେ ସଫଳ ମଧ୍ୟ ହେଲେ । ଆଜି ସାରା ବଲୀଉଡ ରେ ଏମାନେ ସେହି ନକଲି ନାମରେ ରାଜ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ବଲୀଉଡ ତରକା ମାନଙ୍କର ଅସଲି ନାମ ସବୁ କଣ, ଯାହା ଆଜି ପର୍ଯ୍ୟନ୍ତ ଆମେ ଜାଣିନେ ।

ଏମିତି ଦେଖିବାକୁ ଗଲେ ବଲୀଉଡ ର ସେହେନ୍ସା ଭାବରେ ପରିଚିତ ବିଗ-ବି ବା ଅମିତାଭ ବଚ୍ଚନ ଏହି ଲିଷ୍ଟ ରେ ସର୍ବ ପ୍ରଥମେ ଆସିବେ । ଆଜି ପର୍ଯ୍ୟନ୍ତ ଆମେ ଯାହାଙ୍କୁ ଅମିତାଭ ବଚ୍ଚନ ଭାବେ ଜାଣିଛେ ଏହା ତାଙ୍କର ପ୍ରକୃତ ନାମ ନୁହେଁ । ବରଂ ସେ ତାଙ୍କ ନାମ ବଦଳାଇ ଏହି ନାମ ରଖିଛନ୍ତି । ତାଙ୍କର ଅସଲି ନାମ ହେଲା ଇନକିଲାବ ଶ୍ରୀବାସ୍ତବ । କଣ ଆପଣ ଜାଣିଥିଲେ ଏହି ବିଷୟରେ ? କିନ୍ତୁ ଏହା ହିଁ ସତ କି ଅମିତାଭ ହିଁ ଇନକିଲାବ, କିନ୍ତୁ  ସେ ଅମିତାଭ ନାମରେ ବହୁତ ସଫଳତା ପାଇଛନ୍ତି ।

ସେହିପରି ଜଣେ ଅଭିନେତ୍ରୀ ହେଲେ ରେଖା । ରେଖାଙ୍କ ପୁରା ନାଁ କେହି ବି ଜାଣି ନାହାନ୍ତି । ପ୍ରକୃତରେ ତାଙ୍କ ନାମ କେବଳ ରେଖା ନୁହେଁ ତାଙ୍କର ପ୍ରକୃତ ନାମ ହେଲା ଭାନୁରେଖା ଗଣେଶନ । କିନ୍ତୁ ପରଦାରେ ସେ କେବଳ ରେଖା ନାମରେ ବହୁତ ସଫଳ । ତାମିଲ ଅଭିନେତା ରାମାସାମୀ ଗଣେଶନଙ୍କ ହେଉଛନ୍ତି ରେଖା ।

କେବଳ ଏମାନେ ହିଁ ନୁହେନ୍ତି ଆହୁରି ଅନେକ ଅଭିନେତା ଅଭିନେତ୍ରୀ ମଧ୍ୟ ଏହିଭଳି ନିଜର ନାମ ବଦଳାଇ ଆଜି ବଲୀଉଡ ରେ ରାଜ କରୁଛନ୍ତି । ଆଜି ସାରା ଦେଶ ଯେଉଁ ଅଭିନେତାଙ୍କୁ ପସନ୍ଦ କରୁଛି ଯିଏ ଗୋଟେ ପରେ ଗୋଟେ ହିଟ ଫିଲ୍ମ ଦେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସେହି ଅକ୍ଷୟ କୁମାର ମଧ୍ୟ ନିଜର ଏହି ନକଲି ନାମରେ ହିଁ ପରିଚିତ । କିନ୍ତୁ ତାଙ୍କର ଅସଲ ନାମ ହେଉଛି ରାଜୀବ ହରିଓଁ ଭାଟିଆ ।

ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ, ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *