ବୃହଷ୍ପତ୍ତି ଦେବଙ୍କ ସହ ଜଡିତ ଆଟେ ଏହି ଉପାୟ, ଆପଣଙ୍କ ଜୀବନର ସମସ୍ତ ପ୍ରକାର ଅସୁବିଧା କରିବ ଦୂର, ଚମକିବ ଭାଗ୍ୟ

ପ୍ରାୟତଃ ଏହା ଦେଖିବାକୁ ମିଳିଛି ଯେ ସମସ୍ତଙ୍କ ଜୀବନରେ କିଛି ନା କିଛି ଅସୁବିଧା ହୋଇଥାଏ, ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯଦି କୌଣସି ବ୍ୟକ୍ତି ଜାତକ ରେ ଦୋଷ ଅଛି ତେବେ ଏହି କାରଣ ପାଇଁ ବ୍ୟକ୍ତି ଜୀବନରେ ବହୁତ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ବୃହସ୍ପତି ଦେବଙ୍କ ବିଷୟରେ କିଛି ବିଶେଷ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ । ତେବେ ବୃହସ୍ପତି ଶୁଭ ଫଳ ଦଉଥିବା ଦେବ ଅଟନ୍ତି । ଯଦି କୌଣସି ଲୋକ ଜୀବନରେ ବୁହସ୍ପତିଙ୍କ ଶୁଭ ପ୍ରଭାବ ଅଛି ତେବେ ସେହି ଲୋକ ଜୀବନରେ ସବୁ କିଛି ଭଲ ହୋଇଥାଏ ।

ବୃହସ୍ପତି ଦେବଙ୍କ କୃପାରୁ ଭାଗ୍ୟ ପରିବର୍ତନ ହୋଇଥାଏ ଏହା ଛଡା ବୃହସ୍ପତି ଗ୍ରହ ବୈବାହିକ ଜୀବନରେ ବହୁତ ମହତ୍ଵପୂର୍ଣ ଭୂମିକା ଅଟନ୍ତି, ବହୁତ ଲୋକଙ୍କ ଜାତକ ରେ ବୃହସ୍ପତିଙ୍କ ସଠିକ ଜାଗା ରେ ଉପସ୍ଥିତ ନହବାରୁ ସେହି ଲୋକଙ୍କ ଜୀବନରେ ଅସୁବିଧା ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ବୃହସ୍ପତି ଦେବ ସମ୍ବନ୍ଧିତ କିଛି ଉପାୟ ବିଷୟରେ କହିବୁ ଯଦି ଆପଣ ଏହି ଉପାୟ କରନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଜୀବନ ସବୁ ପ୍ରକାର କଷ୍ଟ ଦୂର ହୋଇଥାଏ ।

# ଯଦି କୌଣସି ଲୋକ ଜୀବନରେ ନକାରାତ୍ମକତା ଉତପନ ହେଉଛି ତେବେ ଏହା ଠାରୁ ମୁକ୍ତି ପାଇବା ପାଇଁ ଲୋକଙ୍କୁ ପ୍ରତିଦିନ ନିୟମିତ ରୂପରେ “ॐ ବୃଂ ବୃହସ୍ପତଯେ ନମଃ”ମନ୍ତ୍ର ୧୦୮ ଥର ଜାପ କରିବା ଉଚିତ ଅଟେ, ଯଦି ଆପଣ ଚାହାନ୍ତି ଯେ ଦେବ ଗୁରୁ ବୃହସ୍ପତି ଆପଣଙ୍କ ଦ୍ଵାରା ପ୍ରଶନ ହୁଅନ୍ତୁ ତେବେ ପ୍ରତି ଦିନ “ॐ ଭଗୱତେ ୱାସୁଦେୱାଯ ନମଃ” ମନ୍ତ୍ର ମାଲା ଜାପ କରନ୍ତୁ ।

# ଯଦି ଆପଣ ଚାହାନ୍ତି ଯେ ଦେବ ଗୁରୁ ବୃହସ୍ପତି ଆପଣଙ୍କ ଉପରେ ନିଜ କୃପା ଦ୍ରୁଷ୍ଟି ରଖନ୍ତୁ ତେବେ ଆପଣ ପ୍ରତେକ ପୁରଣିମା ଦିନ ଏହି ଉପାୟ କରନ୍ତୁ, ଆପଣ ପ୍ରତେକ ପୁରଣିମା ଦିନ ସତ୍ୟନାରାୟଣ ଭଗବାନଙ୍କ କଥା ଶୁଣନ୍ତୁ ବା ଆପଣ ନିଜେ ମଧ୍ୟ ସତ୍ୟନାରାୟଣ କଥା କହି ପାରନ୍ତି ।

# ଯଦି ଆପଣ ବହୁତ ପରିଶ୍ରମ କରୁଛନ୍ତି ତଥାପି ଆପଣଙ୍କୁ ସଫଳତା ପ୍ରାପ୍ତ ହେଉ ନାହିଁ, ତେବେ ଆପଣଙ୍କୁ ଏମିତିକା ସ୍ଥିତି ରେ ପ୍ରତିଦିନ ବିଷ୍ଣୁ ଠାକୁରଙ୍କ ସହସ୍ତ୍ରନାମ ପାଠ କରିବା ଉଚିତ ଯଦି ଆପଣ ନିୟମିତ ରୂପରେ ଏହାର ପାଠ କରନ୍ତି ତେବେ ଆପଣଙ୍କ ଜୀବନ ସବୁ ପ୍ରକାର କଷ୍ଟ ଦୂର ହୋଇଥାଏ ଏବଂ ଲାଭ ପ୍ରାପ୍ତ କରନ୍ତି ଆପଣଙ୍କୁ ସବୁ ପ୍ରକାର କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହୋଇଥାଏ ।

# ଯଦି ଆପଣଙ୍କ କାର୍ଯ୍ୟରେ ହଟାତ ଅସୁବିଧା ଆସିଯାଇଛି ତେବେ ଆପଣଙ୍କୁ ଏମିତି ସ୍ଥିତି ରେ ପ୍ରତିଦିନ ନିୟମିତ ରୂପରେ ରାମ ରକ୍ଷା ସ୍ରୋତ ପାଠ କରିବା ଉଚିତ ଅଟେ ।

Leave a Reply

Your email address will not be published. Required fields are marked *