ବୁଢା ବାପା ସହ କିଛି ଏମିତି କରିଲା Doctor ପୁଅ, କାନ୍ଦି କାନ୍ଦି ଯାହା କହୁଛନ୍ତି ଶୁଣିଲେ ଆପଣ ବି କାନ୍ଦି ପକାଇବେ… ଦେଖନ୍ତୁ Video

ଜଣେ ବାପା ଆଖିର ଲୁହ ନ କହି ମଧ୍ୟ ବହୁତ କିଛି କହି ଯାଉଛି ହଁ ବନ୍ଧୁଗଣ ପୁଅର ସଫଳତାରେ ବାପା ଯେତେ ଖୁସି ସେତିକି ଦୁଖିତ ମଧ୍ୟ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ପୁଅ ଏତେ ବଡ ଡାକ୍ତର ହୋଇ ବି ବାପା ମନରେ ଏତେ ଦୁଖ କଣ ପାଇଁ ? ବାପର ଦୁଖ କଣ ଜାଣିବା ପାଇଁ ଆପଣ ବି ଥରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଥରେ ନଜର ପକାନ୍ତୁ । ଗୋଟେ ବାପା କାନ୍ଦିକି କହୁଛି ପୁଅ ରହୁଛି ବଡ ଘରେ ଆଉ ୩୦-୩୫ ଲକ୍ଷ ଟଙ୍କାର ଗାଡିରେ ବସୁଛି ଏତିକି କହି ଛୋଟ ପିଲାଙ୍କ ଭଳି କଇଁ କଇଁ ହୋଇ କାନ୍ଦି ପକାଉଛନ୍ତି ବୁଢା ବାପା ।

ଉଦୁ ଉଦିଆ କ୍ଷାର ବେଳେ କ୍ଷରର ପ୍ରକୋପରେ ଲୋକେ ଘରୁ ବାହାରୁ ନ ଥିବା ବେଳେ ବାପା ଆଜି ରାଜ ରାସ୍ତା ରେ ବସିଛି । ପୁଅ ଏତେ ବଡ ଡାକ୍ତର ହୋଇ ମଧ୍ୟ ବାପାଙ୍କୁ ମୁଠେ ଖାଇବାକୁ ଦେଇପାରୁ ନାହି । ବୁଢା ବାପା ଆଜି ନିଜର ପେଟ ପୋଷିବା ପାଇଁ ଖରା ରେ ରାସ୍ତା କଡ ରେ ବସି ବେପାର କରୁଛନ୍ତି । ବୟସର ଅପରାହ୍ନ ରେ ପେଟ ଚାଖଣ୍ଡ ପାଇଁ ବୁଢା ବାପା ଖରାରେ ବସି ରହିଛି ।

ଯେଉଁ ପୁଅକୁ ବାପା ବଡ କରି ଶିକ୍ଷିତ କରି ସମାଜରେ ପ୍ରତିସ୍ଥିତି କରାଇଲା ସେହି ପୁଅ ଆଜି ବାପର ପରିଣତ ବୟସରେ ମୁଠାଏ ଖାଇବାକୁ ବି ଦେଉ ନାହି । ଧନ୍ଯରେ ପୁଅ ଧନ୍ଯ ତୋର ପୁଅ ପଣିଆ ଏମିତି କହିବାର ମାନେ ହେଉଛି ଯେଉଁ ବାପା ନ ଖାଇ ଭଲ ନ ପିନ୍ଧି ନିଜର ପେଟରୁ କାଟି ପୁଅକୁ ଖାଇବାକୁ ଦେଉଥିଲା ଆଉ ସେହି ପୁଅ ଡାକ୍ତର ହେବା ପରେ ଉପହାର ଭାବେ ବାପାକୁ ଏମିତି ଦେଇଛି ।

ନିଜ ପିଲାଙ୍କର ଖୁସି ଦେଖୁ ଦେଖି ପୁଅ ବାପାର ଭଲ ପାଇବାକୁ ଭୁଲି ଆଜି ରାଜରାସ୍ତାରେ ବେସାହାରା ବୁଢାକୁ ବସାଇ ଦେଇଛି । ପୁଅ ଆଖିକୁ ଦେଖା ଗଲା ନାହି ବାପର ଆଖିର ଲୁହ କେମିତି ବାପା ପୁଅ ପାଇଁ ଅଲୋଡା ହୋଇଗଲା ? ତୋ ଭାଇ କେତେକେ ପୁଅ ପାଇଁ ଆଜି ସବୁ ପୁଅମାନେ ବଦନାମ ହେଉଛନ୍ତି ତୁ ପୁଅ ନା ପୁଅ ନାଁ ରେ ଗୋଟେ କଳଙ୍କ ଏଭଳି କହି କାନ୍ଦି ପକାଉଛନ୍ତି ବୁଢା ବାପା ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ଆଜି ସମସ୍ତଙ୍କୁ ଭାବ ବିହ୍ଵଳ କରି ଦେଇଛି । ଯେ କେହି ବି ଏହି ଭିଡିଓ ଦେଖୁଛି ଆଖିରେ ଲୁହ ଆସିଯାଉଛି । ସତରେ ବାପା ଶବ୍ଦ ର ତୁଳନା ନାହି ବିଶାଳ ହୃଦୟର ପରିଶବ୍ଦ ହେଉଛନ୍ତି ବାପା । ରକ୍ତ ମାଂସର ଦେବତା ହେଉଛନ୍ତି ଜନ୍ମ କରିଥିବା ବାପା ।

କିନ୍ତୁ ସେହି ବାପାଙ୍କର ତ୍ୟାଗ ବଳିଦାନ କୁ କିଛି ପୁଅମାନେ ଆଜି ବୁଝିପାରୁ ନାହାନ୍ତି ଆଉ ହତାଦର କରୁଛନ୍ତି । ଏମିତିକି ପୁଅମାନେ ବାପା ମା ଙ୍କୁ ଦରକାର ପଡିଲେ ବୃଦ୍ଧାଶ୍ରମରେ ଛାଡି ଦେଇ ଆସୁଛନ୍ତି । ସେହି ବୁଢା ବାପା ମା ଆମକୁ ଜୀବନ ଦେଇଛନ୍ତି ଏ ଦୁନିଆକୁ ଆଣିଛନ୍ତି । ସତରେ ବୁଢା ବାପାଙ୍କ କାହାଣୀ ହୃଦୟ ବିଦାରକ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ ।

Leave a Reply

Your email address will not be published. Required fields are marked *