Exclusive: Dineshର କଥା ଶୁଣି ଆଉ ସହି ପାରିଲେନି Dipika.. ଖୋଲି କହିଲେ ସମ୍ପର୍କର କିଛି ଅକୁହା ସତ, ଦେଖନ୍ତୁ Video

ବନ୍ଧୁଗଣ ବ୍ରହ୍ମପୁର ବଡ ବଜାର ଦେଶୀ ବେହେରା ସାହିରେ କେ ଦୀପିକା ବସିଛନ୍ତି ଆଜିକୁ ୨୦ ଦିନ ହେଲାଣି ନିଜର ପିଲାକୁ ବାପାର ପରିଚୟ ଦେବାକୁ ଓ ଦିନେଶ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହ କରିବାକୁ । ଦିନେଶଙ୍କ ବୟାନ ପରେ ଦୀପିକା ସବୁ ସତ କଥା କହିଛନ୍ତି । ଦୀପିକା ଆଶା କରିଛନ୍ତି ପ୍ରମିଳା ମା ଓ ଦୀପିକା ସାର ତାଙ୍କୁ ସାହାଜ୍ଯ କରୁଛନ୍ତି ଆଉ ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ । ଦୀପିକାଙ୍କ ଘରେ ଦିନେଶଙ୍କ ଘର ଠାରୁ ୫-୬ କିମି ଦୂରରେ ଅଛି । ଦିନେଶଙ୍କ ପରିବାର ଲୋକେ କଦଳୀ ବାଲା ଝିଅ ସହ ବିବାହ ସ୍ଥିର କରିବାର ଶୁଣିବା ପରେ ଦୀପିକା ଦିନେଶଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି ।

ଦିନେଶ କେଉଁଠି ବାହା ହେବ ତାହା ବିଷୟରେ ଜାଣି ନାହାନ୍ତି ଦୀପିକା ଯେବେ ଜାଣିବେ ତା ପରେ ଯାଇ କେସ କରିପାରିବେ । ଦିନେଶ ଦୀପିକାଙ୍କ ଠାରୁ ୨ ବର୍ଷ ସାନ ସବୁ କିଛି ଦିନେଶ ଜାଣିବା ପରେ ବି ଦୁହେଁ ପରସ୍ପରକୁ ଭଲ ପାଇଥିଲେ । ଦୀପିକା କହିଛନ୍ତି ସେ ଦିନେଶଙ୍କୁ ଅନ୍ଧ ଭଳି ଭଲ ପାଉଥିଲେ ସେହି ସମୟରେ ସେ କିଛି ଜାଣି ନ ଥିଲେ ।

ଯେବେ ଦୀପିକା ପ୍ରେଗନେନ୍ଟ ହେଲେ ସେତେବେଳେ ଜାଣିବାକୁ ପାଇଲେ ଦିନେଶ ଓ ତାଙ୍କ ପରିବାର ବିଷୟରେ ସବୁ କଥା ଜାଣିଲେ । ଯେବେ ଦୀପିକା ପ୍ରେଗେନେଟ ଅଛନ୍ତି ବୋଲି ଦିନେଶ ଜାଣିଲେ ସେ ତାଙ୍କର ଅସଲ ରୂପ ଦେଖାଇଥିଲେ । ଦୀପିକା ଆଗକୁ କହିଛନ୍ତି ଦିନେଶ ମୋତେ ଭଲ ପାଉଥିଲା କି ମୋ ଶରୀରକୁ ଭଲ ପାଉଥିଲା କି କଣ ସେ ଜିନିଷଟା ଆଜି ସେ ଜାଣିପାରୁଛନ୍ତି ।

ଦୁଇ ଜଣଙ୍କର ମତ ନ ଥିଲେ ବା ଦୁଇ ହାତରେ ତାଳି ନ ବାଜିଲେ କିଛି ବି ହୁଏ ନାହି ବୋଲି ଦୀପିକା କହିଛନ୍ତି । ଦୁଇ ଜଣଙ୍କର ଭୁଲ ଅଛି ଯାହା ପାଇଁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ଦୀପିକା କହିଛନ୍ତି । ଛୁଆର ମୁହଁକୁ ଦେଖି ଦିନେଶ ବଦଳିଯିବା କଥା କାରଣ ସେ ତାଙ୍କର ପିଲା ଏହା ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହୋଇସାରିଛି । କଦଳୀବାଲା ଝିଅକୁ ବାହା ହେବା ପାଇଁ ଦିନେଶ ରାଜି ହେବାରୁ ଦୀପିକା ଆଜି ଏଭଳି ପଦକ୍ଷେପ ନେଇଛନ୍ତି ।

ଦିନେଶ କହିଛନ୍ତି ଦୀପିକା ତାଙ୍କୁ ଜୋର କରି ଶାରୀରିକ ସମ୍ପର୍କ ରଖିଥିଲେ ଆଉ ଜାଣିଶୁଣି ପ୍ରେଗନେଣ୍ଟ ହୋଇଛନ୍ତି ଏ ବିଷୟରେ ଦୀପିକା କହିଛନ୍ତି ସେ କଣ ଛୋଟ ପିଲା କିଛି ଜାଣି ନାହି କଣ ପାଇଁ ସବୁ କିଛି ଜାଣିଶୁଣି ସେ ମୋ ସହ ସମ୍ପର୍କ ରଖୁଥିଲା । ଦିନେଶ କହିଛନ୍ତି ଗୋଟେ ଉଦ୍ଦେଶ୍ୟ ନେଇ ଦୀପିକା ସମ୍ପର୍କ ରଖିଛନ୍ତି ଯାହାକୁ ଖଣ୍ଡନ କରିଛନ୍ତି ଦୀପିକା ।

ଦୁହେଁ ଯୁଆଡେ ବି ବୁଲିବାକୁ ଯାଉଥିଲେ ସବୁ ଖର୍ଚ୍ଚ ଦୀପିକା ନିଜେ କରୁଥିଲେ କିନ୍ତୁ ଦିନେଶ କହିଛନ୍ତି ସେ ସବୁ ଖର୍ଚ୍ଚ କରୁଥିଲେ । ଯାହାକୁ ଖଣ୍ଡନ କରିଛନ୍ତି ଦୀପିକା ଆଉ କହିଛନ୍ତି ଦିନେଶ ବିଟେକ ପଢୁଥିଲା ସେ ଏତେ ଟଙ୍କା କେଉଁଠୁ ଆଣିବ । ଦିନେଶ ବୁଲିବାକୁ ପସନ୍ଦ କରୁଥିଲେ ଯାହା ପାଇଁ ଦୀପିକା ତାଙ୍କୁ ସାଙ୍ଗରେ ନେଇ ଯାଉଥିଲେ ଆଉ ଦିନେଶ ଦୀପିକାଙ୍କୁ ସନ୍ଦେହ ମଧ୍ୟ କରୁଥିଲେ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *