ପେଟ ଭିତରେ ଷ୍ଟିଲ୍ ଗ୍ଲାସ୍… କିନ୍ତୁ ପେଟ ଭିତରକୁ କେମିତି ଗଲା ଏହି ଷ୍ଟିଲ ଗ୍ଲାସ ? ଏହା ପଛର କାରଣ ଜାଣି ଉଡିଯିବ ଆପଣଙ୍କ ହୋସ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ସାଧାରଣତ ଆମେ ମାନେ ଘରେ ବା ଦୋକାନରେ ବା ଅଫିସରେ ଷ୍ଟିଲ ଗ୍ଳାସ ର ବ୍ୟବହାର କରିଥାଉ ପାଣି ପିଇବା ପାଇଁ । କିନ୍ତୁ ଅନେକ ସମୟରେ ଆମ ଜାଣତରେ ହେଉ ବା ଅଜାଣତରେ ହେଉ ଏମିତି କିଛି ଘଟଣା ଆମ ସହ ଘଟି ଯାଇଥାଏ ଯାହା ପାଇଁ ଆମକୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଅନ୍ୟ କ୍ଷେତ୍ର ରେ ଦେଖିବାକୁ ଗଲେ ମଦ୍ୟପାନ ଏମିତି ଏକ ଖରାପ ଅଭ୍ଯାସ ଯାହା ମଣିଷ କୁ କଣ ନା କଣ କରାଇ ଦେଇଥାଏ ଯାହା ମଣିଷ ନିଜେ ବି ଜାଣିପାରେ ନାହି । ମଦ୍ୟପାନ କରିବା ପରେ ମଣିଷ ନିଜର ଭାରସମ୍ୟ ହରାଇ ବସିଥାଏ ।

କହିବାକୁ ମଦ ସେବନ ପରେ ମଣିଷ ନିଜ ଲୋକଙ୍କୁ ବି ଚିହ୍ନି ପାରେ ନାହି । ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଅଦଭୁତ ଆଉ ଆଚମ୍ବିତ କରିବା ଭଳି ଘଟଣା ସାମନାକୁ ଆସିଛି । ସୂଚନା ଅନୁଯାୟୀ ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଳାସ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଏହି କଥା ଶୁଣିବାକୁ ଯେତେ ଅଜବ ଲାଗୁଥିଲେ ବି ସତ ଅଟେ ।

ଏଭଳି ଅଭାବନୀୟ ଆଉ ଅବିଶ୍ଵସନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହୁଗୁଡା ବ୍ଲକ ବାଲିପଦା ଅଞ୍ଚଳ ର ନେ ବ୍ୟକ୍ତି ଙ୍କ କ୍ଷେତ୍ର ରେ ଦେଖିବାକୁ ମିଳିଛି । ବ୍ୟକ୍ତିଙ୍କର ପେଟରେ ଭୀଷଣ ଯନ୍ତ୍ରଣା ପରେ ବ୍ରହ୍ମପୁର ଏମକେସିଜି ରେ ଅସ୍ତ୍ରୋପୋଚାର କରା ଯାଇ ତାଙ୍କର ପେଟ ଭିତରୁ ଷ୍ଟିଲ ଗ୍ଳାସ କଢା ଯାଇଛି ।

ବ୍ୟକ୍ତି ଜଣକ ସୁରଟ ଯାଇ ସେଟ ହରେ ସୂତା କାଳ ରେ କାମ କରୁଥିବାର ସୂଚନା ରହିଛି । ପ୍ରାୟ ୧୦ ଦିନ ତଳେ ସେ ନିଜର ସାଙ୍ଗ ମାନଙ୍କ ସହ ମଦ୍ୟପାନ କରୁଥିବ ସମୟରେ ସେମାନେ ମଦ୍ୟପାନ କରି ବ୍ୟକ୍ତିଙ୍କର ମଳଦ୍ଵାର ରେ ଷ୍ଟିଲ ଗ୍ଳାସ ଭର୍ତ୍ତି କରି ଦେଇଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ବ୍ୟକ୍ତି ଜଣକ ସୁରଟ ଛାଡି ନିଜ ଗାଁ କୁ ହେରି ଆସିଥିଲେ ।

ଷ୍ଟିଲ ଗ୍ଳାସ ମଳଦ୍ଵାର ରେ ରହି ଯାଇ ଥିବାରୁ ବ୍ୟକ୍ତିଙ୍କର ପେଟ ଓ ଗୋଡ ଫୁଲିବାରେ ଲାଗିଥିଲା । ପୀଡା ଅସହ୍ୟ ହେବା ପରେ ବ୍ୟକ୍ତି ଜଣକ ଏମକେସିଜି ଡାକ୍ତର ଙ୍କ ଟିମ ସହ ପରାମର୍ଶ କରିବା ସହ ତାଙ୍କ ସାଙ୍ଗ କଣ କଣ ସବୁ କରିଛନ୍ତି ସେହି ବିଷୟରେ କହିଥିଲେ ।

ଏକ୍ସ-ରେ ପରେ ଏମକେଶିଜି ର ଡାକ୍ତରୀ ଟିମ ତାଙ୍କ ପେଟର ଅସ୍ତ୍ରୋପୋଚାର କରି ଷ୍ଟିଲ ଗ୍ଳାସ କୁ ପେଟ ରୁ ବାହାର କରିଛନ୍ତି । ଅପରେସନ ପରେ ବ୍ୟକ୍ତି ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣା ପଡିଛି । ତେବେ ବ୍ୟକ୍ତି ଜଣକ ମଦ୍ୟପାନ କରି ଥିବାରୁ ତାଙ୍କ ସହ ଏଭଳି ଅଘଟଣ ଘଟିଥିଲା । ଆଉ ସେ ନିଜର ସାମାନ୍ଯ ଭୁଲ ପାଇଁ ଏତେ ବଡ ସମସ୍ୟାର ସ୍ମୁଖିନ୍ନ ହେଲେ ।

ତେଣୁ ମଦ୍ୟପାନ କରିବା ସଂପୂର୍ଣ୍ଣ ଭୁଲ ଆଉ ସ୍ୱାସ୍ଥ୍ୟ ପକ୍ଷ ହିତକାରକ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *