ଓଃ କି ମାଡ ! ଅଧ୍ୟାପକଙ୍କୁ ମହଙ୍ଗା ପଡିଲା ଛାତ୍ରୀଙ୍କ ସହ ସମ୍ପର୍କ, କବାଟ ବନ୍ଦ କରି ରୁମ ଭିତରେ ସ୍ତ୍ରୀ ଦେଲେ ନିର୍ଦ୍ଧୁମ… ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ, ବୁଢା ହୋଇ କଲେଜର ଛାତ୍ରୀ ଙ୍କୁ ପ୍ରେମ କରୁଛନ୍ତି ଅଧ୍ୟାପକ । ବୁଢା ବୟସରେ ଅଧ୍ୟାପକଙ୍କର ଏମିତି ପ୍ରେମ ଉଛୁଳି ପଡୁଛି ଏ ବୟସରେ ବି ଅଧ୍ୟାପକଙ୍କର ମୁହଁ କୁ ଟିକେ ହେଲେ ବି ଲାଜ ସରମ ନାହି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର । ଆଉ ମାଡ ଖାଉଥିବା ବାବୁ ଜଣକ ହେଉଛନ୍ତି ଅଧ୍ୟାପକ ଅର୍ଥାତ ଗୁରୁ ଯିଏ ପିଲାଙ୍କୁ ଶିକ୍ଷା ଦାନ କରିଥାନ୍ତି । ଆଉ ଅଧ୍ୟାପକ ଙ୍କୁ ମାଡ ମାରୁଥିବା ମ୍ୟାଡମ ଜଣକ ହେଉଛନ୍ତି ତାଙ୍କ ସ୍ତ୍ରୀ । ଅଧ୍ୟାପକ ଙ୍କ ସ୍ତ୍ରୀ ଶୁଣିବାକୁ ପାଇଲେ କି ତାଙ୍କ ସ୍ବାମୀଙ୍କର ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଛି ।

ଆଉ ତା ପରେ ସିଧା ଆସି ପହଞ୍ଚି ଯାଇଥିଲେ ଇଂରାଜୀ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଙ୍କ ରୁମ ରେ । ତା ପରେ ଯେଉଁ ମାଡ ବସିଲା ନ କହିଲେ ସରେ । ଆପଣ ମାନେ ବି ଥରେ ନଜର ପକାନ୍ତୁ ଏହି ଭିଜୁଆଲ ଉପରେ ଖାଲି ମାଡ ଚାଲିଛି ନା ବ୍ରେକ ଅଛି ନା କଥା କହିବାର ମୌକା ମିଳୁଛି ଖାଲି ଚପଲ ରେ ମାଡ ମରା ଚାଲିଛି ।

ଏମିତି ମାଡ ମାରୁଛନ୍ତି ଅଧ୍ୟାପକ ଙ୍କ ସ୍ତ୍ରୀ ନିଜ ସ୍ଵାମୀ ଙ୍କୁ କି ନିଶ୍ଵାସ ମାରିବାକୁ ବି ସମୟ ନାହି । ଆଜ୍ଞା ହଁ ଦର୍ଶକ ବନ୍ଧୁ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ଇଂରାଜୀ ଆସିଷ୍ଟାଣ୍ଡ ପ୍ରଫେସର ଙ୍କୁ ଚପଲ ରେ ମାଡ ମାରିଛନ୍ତି ତାଙ୍କ ସ୍ତ୍ରୀ । ଛାତ୍ରୀ ଙ୍କ ସହ ସମ୍ପର୍କ ରଖିବାକୁ ଚପଲ ରେ ମାଡ ମାରିଲେ ଅଧ୍ୟାପକ ଙ୍କ ସ୍ତ୍ରୀ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡରେ ଖୁବ ଜୋର ସୋର ରେ ଭାଇରାଲ ହେବାରେ ଲାଗିଛି ।

ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ପିଜି କାଉନ୍ସିଲ ମଧ୍ୟ ରେ ରହିଥିବା ସମ୍ପୃକ୍ତ ଆସିଷ୍ଟାଣ୍ଡ ପ୍ରଫେସର ଙ୍କ ରୁମ କୁ ଆସି ଚପଲ ରେ ବାଡେଇଛନ୍ତି ତାଙ୍କ ସ୍ତ୍ରୀ । ଆଉ ଠିକ ଏହି ସମୟରେ ବିଶ୍ଵ ବିଦ୍ୟାଳୟର କେହି ଜଣେ ବିଦ୍ୟାର୍ଥୀ ବା କର୍ମଚାରୀ ଏହାକୁ ମୋବାଇଲ ରେ କଏଦ କରିଥିଲେ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି ।

ଅଧ୍ୟାପକ ଙ୍କ ସ୍ତ୍ରୀ ତାଙ୍କ ସ୍ଵାମୀ ଙ୍କୁ କେଉଁଠି ମାଡ ମାରି ନାହାନ୍ତି ବୋଲି ମାନେ ନାହି । ଆଖି, କାନ, ଗୋଡ, ହାତ ସବୁ ଆଡେ ଚପଲରେ ମାଡ ମାରି ଚାଲିଛନ୍ତି ଅଧ୍ୟାପକ ଙ୍କୁ ତାଙ୍କ ସ୍ତ୍ରୀ । ତେବେ ବୁଢା ବୟସରେ ଏମିତି ରାସ ଲୀଳା କରୁଥିଲେ ଅଧ୍ୟାପକ ଆଉ ସ୍ତ୍ରୀ ଆସି ନିର୍ଦ୍ଧୂମ ଛେଚି ପକାଇଲେ । ତେବେ କହିବାକୁ ଗଲେ ଅଧ୍ୟାପକ ଙ୍କୁ ଛାତ୍ରୀ ଙ୍କ ସହ ସମ୍ପର୍କ ରଖିବା ମହଙ୍ଗା ପଡିଗଲା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *