ଗୋଟେ ଝିଅ ବସଷ୍ଟପରେ ଗୋଟେ ହ୍ୟାଣ୍ଡସମ ପୁଅକୁ ଦେଖି କହିଲା – “I Love You” ପୁଅ ଝିଅ ମୁଣ୍ଡ ଉପରେ ତା ଓଢଣା ଦେଇ କହିଲା….

ଆପଣମାନଙ୍କୁ ଯୋକ୍ସ ଶୁଣିବାକୁ ବହୁତ ପସନ୍ଦ ହୋଇଥିବ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋକ୍ସ କହିବାକୁ ଯାଉଛୁ ଯାହା ଶୁଣି ଆପଣ ନିଜ ହସ କଣ୍ଟ୍ରୋଲ କରି ପାରିବେ ନାହିଁ, ତେବେ କିଛି ଯୋକ୍ସ ଏମିତି ହୋଇଥାଏ ଯାହା ଯେତେ ଥର ଶୁଣିଲେ ମଧ୍ୟ ହସ ଲାଗିଥାଏ ଓ ଏହି ଭଳି ହସ ବେଲୁନ ଆଜି ଆମେ ଆପଣ ମାନଙ୍କ ପାଇଁ ଆଣିଛୁ ଯାହା ଫୁଟିଲା ପରେ ଆପଣଙ୍କ ହସ ଆଉ କଣ୍ଟ୍ରୋଲ ହବ ନାହିଁ । ତେବେ ଆସନ୍ତୁ ଆରମ୍ଭ କରିବା ।

୧. ଝିଅ – କଣ କରୁଛ ?

ପୁଅ – ବାଦାମ ଖାଉଛି ।

ଝିଅ – ମା ଲୋ ଏକା ଏକା

ପୁଅ – ଅବଏ ୧୦ଟଙ୍କା ବାଦାମ ଖାଇବା ପାଇଁ ସାଇ ଲୋକଙ୍କୁ ଡାକିବି

୨. ଗୋଟେ ଝିଅ ବସ ଷ୍ଟପରେ ଗୋଟେ ହ୍ୟାଣ୍ଡସମ ପୁଅକୁ ଦେଖିଲା ଓ ମୋହିତ ହୋଇ କହିଲା – “ଆଇ ଲଭ ୟୁ” ।

ପୁଅ ଝିଅ ମୁଣ୍ଡ ଉପରେ ତା ଓଢଣା ଦେଇ କହିଲା – “ରାମ ନାମ ଜପ କର” ପ୍ରେମରେ କିଛି ନାହିଁ, ଏହି କାଗଜ ନିଅ ଗାୟତ୍ରୀ ମନ୍ତ୍ର ଲେଖା ହୋଇଛି, ଏହାକୁ ଶୋଇବା ଆଗରୁ ସବୁଦିନ ଜପ କର…..

କାଗଜ ରେ ଲେଖା ହୋଇଥିଲା ପଛରେ ମା ଅଛନ୍ତି ଏଇ ନଂରେ କଲ କରିବ ।

Image Courtesy: Google

୩. ଗୋଟେ ପୁଅ ନିଜ କ୍ଳାସ ଝିଅକୁ ପଟେଇବାକୁ ଚେଷ୍ଟା କରୁଥିଲା ।

ପୁଅ – ହାଇ ସ୍ଵୀଟି, ୫୦ଟଙ୍କା ର ରିଚାର୍ଜ କରି ଦେବି ?

ଝିଅ – ନା

ପୁଅ – (ମନ ହିଁ ମନରେ) କେତେ ସରଳ ଓ ଭଲ ଝିଅଟିଏ ।

ଝିଅ – ହଉ ୫୦୦ଟଙ୍କା ରିଚାର୍ଜ କରିଦିଅ, ଆଜି କାଲି ଫୁଲ ଟକଟାଇମ ଅଫର ଚାଲିଛି।

Image Courtesy: Google

୪. ୪ଜି ବାଲା ଝିଅ ଅଟୋରେ ଯାଉଥିଲା !!

ଝିଅ – ରହିଯାଅ ଭାଇ, ଆପଣଙ୍କ ମିଟର ବହୁତ ଫାଷ୍ଟ ଚାଲିଛି !!! କିଛି ଗଡବଡ ଅଛି !

ଅଟୋୱାଲା : ମେଡମ ଗଡବଡ ନାହିଁ, ୪ଜି ଚାଲିଛି ।

Image Courtesy: Google

୫. ପୁଅ – ଅଙ୍କଲ ମୁଁ ତମ ଝିଅ ସହ ବାହା ହବାକୁ ଚାହେଁ ।

ବାପା – କଣ କର ?

ପୁଅ – ଆଜ୍ଞା ଚାଷ ।

ବାପା – ଆଜିକା ଯୁଗରେ ଚାଷ ? ଭାଗ

ଏଇ ବାହାଘର ହେଇ ପାରିବ ନାହିଁ……

ପୁଅ – ଅଙ୍କଲ…. ପିଆଜ ଚାଷ କରେ ମୁଁ ।

ବାପା – ଜ୍ଵାଇଁ ପୁଅ ତାହେଲେ ଆର ମାସ ୨ତାରିଖ ବାହାଘର ପାଇଁ କେମିତି ରହିବ!! ???

Image Courtesy: Google

୬. ଝିଅକୁ ପୁଅ ଘର ଲୋକ ଦେଖିବାକୁ ଆସିଲେ ।

ଆର ଦିନ ଝିଅ ସାଙ୍ଗ ପଚାରିଲା – ପୁଅ ଦେଖିବାକୁ କେମିତିଥିଲା ? ତୁ ହଁ କହିଲୁ ?

ଝିଅ ଲାଜେଇ ଯାଇ – ଦେଖିବାକୁ ଠିକ ଠାକ ଥିଲା କିନ୍ତୁ ମୁଁ ହଁ କହିଦେଲି ।

ଝିଅ ସାଙ୍ଗ କଣ ପାଇଁ – ଘର ଲୋକ ଜବରଦସ୍ତି କଲେ କି?

ଝିଅ ଧୀରେ କହିଲା – ନା ମ, ବହୁତ ଧନୀ ସେମାନେ….

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *