ସକାଳୁ ସକାଳୁ କରିଦିଅନ୍ତୁ ସ୍ତ୍ରୀ ସହିତ ଏହି ୧ଟେ ଗୁପ୍ତ କାମ- ହୋଇଯିବେ କୋଟିପତି

ଆମ ଭାରତୀୟ ସମାଜରେ ବହୁତ ଲୋକ ଏମିତି ଅଛନ୍ତିକି ଧର୍ମ କଥାକୁ ମାନିଥାନ୍ତି । ଏମିତିବି ବହୁତ ଲୋକ ଅଛନ୍ତି ଯେଉଁମାନେ ଧର୍ମ କଥାକୁ ମାନିନଥାନ୍ତି । ଯେଉଁ ଲୋକ ମାନେ ମାନୁଛନ୍ତି ସେଇ ଲୋକଙ୍କ ପାଇଁ କିଛି ଖାସ ଖବର ରହିଛି । ସାଧାରଣତ ସକାଳୁ ଉଠିବ ସ୍ୱାସ୍ଥ୍ୟ ପକ୍ଷ ହିତକର ହୋଇଥାଏ ।

ଖାସ କରି ସକାଳୁ ଜଲ୍ଦି ଉଠିବା ଓ ଉଠିକରୀ କଣ କରିବା କଥା ଓ କେଉଁଟା କରିବା ଉଚିତ ନୁହେଁ । ଆଜି ଆମେ ଏମିତି କଥା କହିବୁ ସକାଳୁ ଉଠି ମହିଳା ମାନଙ୍କୁ ଏହିସବୁ କାମ କରିବା ଉଚିତ ।  ଚାଣକ୍ୟ ନୀତି ଅନୁସାରେ ପ୍ରଥମ କଥା ହେଲା ସକାଳୁ ଉଠି ପାଣି ପିଇବା , ପ୍ରତି ବ୍ୟକ୍ତିକୁ ସକାଳୁ ଉଠି ପାଣି ପିଇବା ଦରକାର ।

Image Courtesy: Google

ବହୁତ ଲୋକ ଶେଜରେ ହିଁ ଚାହା ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଯଦି ଆପଣ ସକାଳୁ ଉଠି ପାଣି ପିଇଥାନ୍ତି ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦା ହେବ । କାରଣ ଏମିତି କରିବା ଦ୍ଵାରା ବହୁତ ସାରା ରୋଗ ଦୂର ହୋଇଥାଏ । ସକାଳୁ ଉଠି ପାଣି ପିଇଲେ ପେଟ ସଫା ରହିଥାଏ ଓ ବାସି ମୁହଁରେ ପାଣି ପିଇଲେ ବହୁତ ପ୍ରକାର ରୋଗ ଭଲ ହୋଇଥାଏ ।

Image Courtesy: Google

ଶାସ୍ତ୍ର ଅନୁସାରେ କୁହାଯାଇଚିକି ହାତର ଆଗ ଭାଗରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ମଧ୍ୟରେ ସରସ୍ଵତୀଙ୍କ ଓ ମୂଳ ଭାଗରେ ବିଷ୍ଣୁ ବିରାଜମାନ ଥାନ୍ତି । ଏହା କାରଣ ଅଟେକି ସକାଳୁ ଉଠି ସର୍ବ ପ୍ରଥମେ ଦୁଇହାତର ପାପୁଲିକୁ ଯୋଡି ଦେଖିବାର ଅଛି । ଏମିତି ଶାସ୍ତ୍ରରେ ମତ ଅଛି ଏମିତି କରି ଦେଖିଲେ ସବୁ ଦେବୀ ଦେବତା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

Image Courtesy: Google

ଆପଣଙ୍କ ଘରେ କୌଣସି ପ୍ରକାରର ଅସୁବିଧା ହେବନାହିଁ । ଯଦି ମହିଳା ବିବାହ କରିଛନ୍ତି ତେବେ ସକାଳୁ ଉଠି ସ୍ବାମୀଙ୍କୁ ପ୍ରେମ କରିବା ଉଚିତ ଏହା କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ରହିଥାଏ ଓ ଭଲପାଇବା ବଢିଥାଏ । ଆପଣଙ୍କ ସମ୍ପର୍କ ପୂର୍ବରୁ ଆହୁରି ମଜଭୁତ ହୋଇଥାଏ । ଏହି କାରଣ ଯୋଗୁ ଦେବୀ ଲକ୍ଷ୍ମୀବି ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

Image Courtesy: Google

ସକାଳୁ ଉଠି ଯୋଗ କରିବା ଉଚିତ । ଯଦି ସକାଳୁ ଉଠି କୌଣସି ଘଣ୍ଟି ଧ୍ୱନି ଶୁଣନ୍ତି ଟା ଏହା ବହୁତ ଶୁଭ ହୋଇଥାଏ ଓ ଆପଣଙ୍କ ଭିତରେ ସକାରାତ୍ମକ ଭାବ ସୃଷ୍ଟି କରିଥାଏ । ଏହା ପରେ ଆପଣଙ୍କ ପୁରା ଦିନର କାମ ବହୁତ ଭଲରେ କଟିଥାଏ ଓ ଆପଣଙ୍କୁ କେବେବି ଧନର କମି ହୋଇନଥାଏ । ଆପଣଙ୍କ ଜୀବନ ସବୁବେଳେ ଖୁସିରେ ଭରା ରହିବ ।

Image Courtesy: Google

ସକାଳୁ ସକାଳୁ ଶୃଙ୍ଗାର ହୋଇଥିବା ସ୍ତ୍ରୀ ଲୋକଙ୍କ ଦର୍ଶନ କରିଲେ ବହୁତ ଶୁଭ ହୋଇଥାଏ । ଏହା ଆପଣଙ୍କୁ ଧନ ଲାଭର ସଙ୍କେତ ଦେଇଥାଏ । ସକାଳୁ ଉଠି ନ୍ୟୁଜ ଦେଖିବା ଖବର କାଗଜ ବଢିବ ସକାଳୁ ସକାଳୁ ଦିମଗରେ ନକରାତ୍ମକ ଊର୍ଜାର ପ୍ରଭାବ ପଡିଥାଏ । ଦିମାଗରେ ଗୋଟିଏ ପ୍ରକାରର ଅଶାନ୍ତି ଆଣିଥାଏ ।

Image Courtesy: Google

କେତେକ ଲୋକ ଅଛନ୍ତି ସକାଳୁ ଉଠିଲେ ସେଯ ଉପରେ ଚାହା କଫି ସେବନ କରିଥାନ୍ତି,ବିନା ବ୍ରସ କରି ଚା ପିଇ ଥାନ୍ତି  ଏମିତି କରିବା ଦ୍ଵାରା  ରହୁ କେତୁର ପ୍ରଭାବ ବଢିଥାଏ । ଏଥିରେ ଆପଣଙ୍କ ଜୀବନରେ ବେକାର ଅସୁବିଧା ଆସିବା ଆରମ୍ଭ ହୋଇଥାଏ ଓ ସବୁ କାମ ବିଗିଡି ଯାଇଥାଏ । ଜଦିବି ବେଡରେ ଚାହା ପିଉଛନ୍ତି ବିନା ବ୍ରସ କରି ପିଇବା ଅନୁଚିତ ଅଟେ । ଯଦି ବ୍ରସ କରିବା ସମ୍ଭବ ହେଉନିତ କେବଳ କୁଳା କରି ଚା ପିଇବେ ।

Leave a Reply

Your email address will not be published. Required fields are marked *