ସକାଳୁ ଉଠି ସ୍ତ୍ରୀର ଏହି ଅଙ୍ଗ ଛୁଇଁଲେ ଖୋଲିଥାଏ ଆପଣଙ୍କ ଭାଗ୍ୟ- Chanakya Niti

ଚାଣକ୍ୟଙ୍କ ବିଷୟରେ କିଏ ଅବା ଜାଣି ନାହିଁ ଚାଣକ୍ୟ ବହୁତ ବଡ ନୀତିକାର ଥିଲେ ସେ ନିଜ ଜ୍ଞାନ ଦ୍ଵାରା ଚନ୍ଦ୍ର ଗୁପ୍ତଙ୍କୁ ରାଜା ସିଂହାସନ ଦେଇଥିଲେ ।

ଚନ୍ଦ୍ର ଗୁପ୍ତ ବହୁତ ବଡ ରାଜା ହୋଇଥିଲେ ଆଉ ବର୍ଷ ବର୍ଷ ଧରି ଭଲରେ ଶାସନ ମଧ୍ୟ କରିଥିଲେ ଏହାର ଏକମାତ୍ର କାରଣ ଆଚାର୍ଯ୍ୟ ଚାଣକ୍ୟ ଥିଲେ । ତେବେ ଏହି ଯୁଗରେ ଯେଉଁ ମଣିଷ ଚାଣକ୍ୟ ନୀତି ଅନୁଯାଇ ଜୀବନ ଜ୍ଞାପନ କରିଥାଏ ତା ଜୀବନରେ କେବେ କୌଣସି ଅସୁବିଧା ଆସି ନଥାଏ । ତେବେ କଣ ଆପଣ ଜାଣିଛନ୍ତି କିଛି ନୀତି ଶାସ୍ତ୍ର ବିଷୟରେ ଯାହା ଆପଣଙ୍କ ଜୀବନ ସବୁଦିନ ପାଇଁ ବଦଳି ଦବ ଆଉ ଆପଣଙ୍କୁ ସୁଖମୟ ଜୀବନ ଦବ ।

ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁଯାଇ ସ୍ତ୍ରୀ ମାନଙ୍କୁ କିଛି କାମ ଭୁଲରେ ବି କରିବା ଉଚିତ ନୁହଁ କାହିଁକିନା ଏହା ଦ୍ଵାରା ଆପଣଙ୍କ ପୁରା ପରିବାର ସର୍ବନାଶ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସକାଳେ ଉଠି ମହିଳାଙ୍କ କେଉଁ ଅଙ୍ଗ ଛୁଇଁବା ଉଚିତ ହୋଇଥାଏ ।

୧. ଅ-ହଂ-କା-ର :

ମହିଇଳାଙ୍କୁ ଅ-ହଂ-କା-ର ଭଳି ଭାବନା ମନରେ କେବେ ଆଣିବା ଉଚିତ ହୋଇନଥାଏ, ମହିଳାଙ୍କ ମନରେ ଯଦି ଅ-ହଂ-କା-ର ଭଳି ଭାବନା ଆସିଥାଏ ତେବେ ସେ ନିଜ ଘର ନିଜେ ନଷ୍ଟ କରିଥାନ୍ତି ଆଉ ଜୀବନ ସାରା ଦୁଃଖୀ ରହିଥାନ୍ତି, ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଭଗବାନ ସବୁ କିଛି ସାହି ପାରିବେ କିନ୍ତୁ ମଣିଷ ଅ-ହଂ-କା-ର କେବେ ସହିବେ ନାହିଁ । ତେବେ ମହିଳା ହୁଅନ୍ତୁ ବା ପୁରୁଷ ଅ-ହଂ-କା-ର ବହୁତ ଖରାପ ହୋଇଥାଏ ।

୨. ଅଜ୍ଞାନତା :

ମହିଳାଙ୍କୁ ଶିକ୍ଷିତ ଆଉ ଜ୍ଞାନୀ ହାବା ଆବଶ୍ୟକ କାହିଁକିନା ଗୋଟେ ପୁରୁଷୁ ଶିକ୍ଷିତ ହେଲେ କେବଳ ତାଙ୍କ ରୋଜଗାର ଆଉ ତାଙ୍କ ପାଇଁ ଲାଭକାରୀ ହୋଇଥାଏ କିନ୍ତୁ ଜଣେ ମହିଳା ଶିକ୍ଷିତ ହେଲେ ଗୋଟେ ବଂଶ ଶିକ୍ଷିତ ହୋଇଥାଏ ଏହା ସହ ଜୀବନରେ ବହୁତ କିଛି ଭଲ ମଧ୍ୟ ଦେଖିବାକୁ ମିଳିଥାଏ ସେଥିପାଇଁ ମହିଳାଙ୍କୁ ଶିକ୍ଷିତ ହବା ଆବଶ୍ୟକ ଅଟେ ।

୩. ଲୋଭୀ :

ମହିଳାଙ୍କୁ କେବେ ଲୋଭ କରିବା ଉଚିତ ନୁହ ଯେତେ ଯାହା ଅସୁବିଧା ହେଲେ ମଧ୍ୟ ମହିଳାଙ୍କୁ ଅନ୍ୟ ଜିନିଷ ବା ଧନ ଉପରେ ଲୋଭ କରିବା ଉଚିତ ନୁହଁ ନଚେତ ସର୍ବନାଶ ନିଶ୍ଚିନ୍ତ ଅଟେ । ମାତା କେକଇ ପୁତ୍ର ମୋହ କରିଥିଲେ ବୋଲି ପୁରା ଅୟୋଧ୍ୟା ନଗର ବର୍ଷ ବର୍ଷ ଧରି କାନ୍ଦିଥିଲା, ସେଥିପାଇଁ ମହିଳାଙ୍କୁ ଲୋଭ କରିବା ଉଚିତ ନୁହ ନଚେତ ଗ୍ରହ କଲେସ ବଢିଥାଏ ।

ସ୍ତ୍ରୀ ମାନଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହା ଯାଇଛି ତେବେ ଯେଉଁ ସ୍ତ୍ରୀ ମନରେ ମମତା ରହିଥାଏ, ହୃଦୟରେ ସହନଶୀଳତା ରହିଥାଏ ସେହି ସ୍ତ୍ରୀ ନିଜ ଜୀବନରେ ବହୁତ ମହାନ ହୋଇଥାନ୍ତି କିନ୍ତୁ ସେ ନିଜ ପରିବାର ଆଉ ସ୍ଵାମୀ ପାଇଁ ସବୁ ଦୁଃଖ ହସି ହସି ସାହି ଯାଇଥାନ୍ତି । ଜୀବନରେ ଯଦି କେବେ କୌଣସି ଖରାପ ପରିସ୍ଥିତି ଆସିଥାଏ ଆଉ ସ୍ତ୍ରୀ ନିଜ ପରିବାର ଆଉ ସ୍ଵାମିକୁ ସମ୍ଭାଳିଥାଏ ତେବେ ଏହି ଭଳି ସ୍ତ୍ରୀଙ୍କ ପାଦ ଛୁଇଁଲେ ମହାପୂଣ୍ୟ ମିଳିଥାଏ ।

ଯଦି ଆପଣ ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ ମହିଳାଙ୍କ ପାଦରେ ସକାରାତ୍ମକ ଊର୍ଜା ରହିଥାଏ ଯେଉଁ ପୁରୁଷ ସବୁଦିନ ସକାଳେ ସ୍ତ୍ରୀ ପାଦ ଚୁଇନଥାଏ ତାକୁ ଜୀବନରେ ବହୁତ ସଫଳତା ମିଳିଥାଏ ।

Leave a Reply

Your email address will not be published. Required fields are marked *