ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମୟର ଗତି ଅନୁସାରେ ଗ୍ରହ ମାନଙ୍କ ଗତି ମଧ୍ୟ ପରିବର୍ତ୍ତିତ ହୋଇ ଥାଏ । ଗ୍ରହ ମାନଙ୍କ ଗତି ଅନୁସାରେ ଆମର ଭାଗ୍ୟ ପରିବର୍ତ୍ତନ ହୋଇ ଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସୁଥିବା କିଛି ଘଣ୍ଟା ରେ ମହାଲକ୍ଷ୍ମୀ ଯୋଗ ବନୁଛି ।
ଦୀର୍ଘ ୭୦ ବର୍ଷ ପରେ ଏହି ଯୋଗ ବନୁଛି ଓ ଏହି ଯୋଗ ର ପ୍ରଭାବ କିଛି ରାଶୀଙ୍କ ଉପରେ ଦେଖିବାକୁ ମିଳିବ । ଏହି ପ୍ରଭାବ ଭଲ ରହିବ ସେହି ରାଶି ମାନଙ୍କ ପାଇଁ । ମେଷ ରାଶି – ଆପଣଙ୍କୁ କୋଟିପତି ହେବାରୁ କେହି ଅଟକେଇ ପାରିବେନି । ଆପଣ ବ୍ୟବସାୟ ରେ ଭଲ ଉନ୍ନତି କରିବେ । ଆପଣ ଯେଉଁ କ୍ଷେତ୍ର ରେ ନିବେଶ କରିବେ ସେଥିରେ ନିଶ୍ଚୟ ଲାଭବାନ ହେବେ । ସବୁ କ୍ଷେତ୍ରରେ ଆପଣ ସଫଳତା ପାଇବେ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖରେ ବିତିବ ।
ଆପଣ ନିଜ ଜୀବନ ସାଥୀଙ୍କ ସହ କୌଣସି ସ୍ଥାନକୁ ଭ୍ରମଣ ନିମନ୍ତେ ଯାଇ ପାରନ୍ତି । ଆପଣଙ୍କ ଅଗଷ୍ଟ ମାସ ଟି ଲାଭଦାୟକ ରହିବ । ତୁଳା ରାଶି – ଆପଣ ବହୁତ ଜଲ୍ଦି ଧନବାନ ହେବାକୁ ଯାଉଛନ୍ତି । ଆପଣଙ୍କ ଘରେ କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇ ପାରେ । ଆପଣଙ୍କର ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ଆପଣଙ୍କର ସମାଜ ରେ ମାନ ସମ୍ମାନ ବୃଦ୍ଧି ପାଇବ । ଆପଣଙ୍କ ଓ ଆପଣଙ୍କ ଜୀବନ ସାଥୀଙ୍କ ମଧ୍ୟ ରେ ସମ୍ପର୍କରରେ ମଧୁରତା ଆସିବ । ପ୍ରେମ ସମ୍ବନ୍ଧ ରେ ଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ମାସଟି ବହୁତ ଶୁଭ ଅଟେ ।
ମକର ରାଶି – ଆପଣଙ୍କ ଘରେ ଅଗଷ୍ଟ ୧ ବା ଅଗଷ୍ଟ ୨ ରେ କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । କୌଣସି ପଇସା ବା କାର୍ଯ୍ୟ ଯଦି କୌଣସି କାରଣ ବଶତଃ ରହି ଯାଇଥାଏ ତାହା ଏହି ମାସରେ ପୁର୍ଣ ହେବ । ଆପଣଙ୍କର ସବୁ କ୍ଷେତ୍ରରେ ଲାଭ ହିଁ ପ୍ରାପ୍ତ ହେବ ।
ସିଂହ ରାଶି – ଆପଣଙ୍କ ଉପରେ ମା ଲଷ୍ମୀଙ୍କ ର ବିଶେଷ କୃପା ରହିବ । ଆପଣଙ୍କ ଘରେ ଖୁସି ଓ ଶାନ୍ତି ର ପରିବେଶ ରହିବ । ଆପଣଙ୍କ ଘରର କୌଣସି କାର୍ଯ୍ୟ ବା ଅନ୍ୟ କୌଣସି କାର୍ଯ୍ୟ ଯାହା ଅନେକ ଦିନ ଧରି ପଡି ରହିଛି ତାହା ଏବେ ଆପଣ ପୁରା କରିବେ । ତେଣୁ ଏହି ମାସଟି ଆପଣଙ୍କ ର ବ୍ୟସ୍ତତା ମଧ୍ୟରେ କଟିବ ।
ଯେଉଁମାନେ ଜୀବନ ସାଥୀଙ୍କ ସନ୍ଧାନ ରେ ଅଛନ୍ତି ତାଙ୍କୁ ଏବେ ତାଙ୍କ ଜୀବନସାଥୀ ମିଲିଯିବେ । କନ୍ୟା ରାଶି – ଆପଣଙ୍କୁ ଧନ ପ୍ରାପ୍ତି ଯୋଗ ଅଛି । ଆପଣ ନିଜ କର୍ମ କ୍ଷେତ୍ରରେ ଅନେକ ଲାଭ ପାଇବେ । ସନ୍ତାନଙ୍କ ର ଉନ୍ନତି ଆପଣଙ୍କ ମନକୁ ପ୍ରଫୁଲିତ କରିବ । ଓ ସନ୍ତାନଙ୍କ ଉନ୍ନତି ରେ ଆପଣଙ୍କର ସମାଜରେ ସମ୍ମାନ ବୃଦ୍ଧି ହେବ । ଜୀବନ ସାଥୀଙ୍କ ସହ କୌଣସି ସ୍ଥାନକୁ ଭ୍ରମଣ ବା କିଛି ଉପହାର ଦେଇ ପାରନ୍ତି । ଦାମ୍ପତ୍ୟ ଜୀବନ ମଧୁରତା ।
ଧନୁ ରାଶି – ଆପଣଙ୍କ ଉପରେ ମା ଲଷ୍ମୀଙ୍କ ର ବିଶେଷ କୃପା ରହିବ । ଆପଣ ଯେଉଁ କ୍ଷେତ୍ର ରେ ନିବେଶ କରିବେ ତାଠାରୁ ବେଶୀ ଲାଭ ପାଇବେ । ଆପଣ ନିଜର ଘର ଲୋକଙ୍କ ସହ କିଛି ସ୍ମରଣୀୟ ମୁହୂର୍ତ୍ତ ବିତାଇବେ । ଆପଣଙ୍କ ର ଅର୍ଥ ଅଭାବ ଦୂର ହେବ ।
କୁମ୍ଭ ରାଶି – ଏହି ରାଶି ର ବ୍ୟକ୍ତି ବିଶେଷ ମଧ୍ୟ ଏହି ଯୋଗ ରେ ଲାଭ ପ୍ରାପ୍ତି କରିବେ । ବ୍ୟବସାୟ ରେ ଉଚିତ ଲାଭ ହେବ । ଚାକିରୀ ରେ ପଦୋନ୍ନତି ହେବ । କୌଣସି ବିଷୟରେ ଆପଣଙ୍କ ମତାମତ ସମସ୍ତଙ୍କୁ ଆକର୍ଷିତ କରିବ । ଆପଣଙ୍କର ସମାଜର ନାମୀ ଦାମୀ ଲୋକଙ୍କ ସହ ଭେଟ ହେବାର ଯୋଗ ଅଛି ।