ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵଗତ । ପୁଣି ଛାତ୍ରୀ ଓ ଶିକ୍ଷକ ର ସମ୍ପର୍କ ହେଲା କଳଙ୍କିତ । ଛାତ୍ରୀମାନେ ପୋଷାକ ବଦଳାଇବା ବେଳେ ସିସିଟିଭି ରେ ଦେଖୁଥିଲେ ଶିକ୍ଷକ । ଏଭଳି ଏକ ଅଭିଯୋଗ ହୋଇଛି ବୋଲି ସୂଚନା ମିଳିଛି । ତେବେ ଗୁରୁ ଓ ଶିଷ୍ୟ ର ସମ୍ପର୍କ ହେଉଛି ସବୁଠୁ ଉଚ୍ଚ କୋଠିର । ମାତା ପିତା ପରେ ଗୁରୁ ହେଉଛନ୍ତି ସବୁଠୁ ଶ୍ରେଷ୍ଠ । କିନ୍ତୁ ଆଜିକାଲି ର ସମାଜରେ ଯେଉନଭଳି ମାନସିକତା ବ୍ୟପୁଛି ସେଥିରେ କେହି ବି କାହାକୁ ଛାଡୁ ନାହାନ୍ତି । ଆପଣ ମାନେ ତ ଏମିତି ବି ଖବର ଶୁଣିବାକୁ ପାଇଥିବେ କି ବାପା ଝିଅର ଇଜତ ନେଉଛି ।
ତେବେ ଏହି ଘଟଣାଟି ହେଉଛି ଉତ୍ତରପ୍ରଦେଶର କୋତଓ୍ବାଲିର ବରଓ୍ବା ଛତର ଅଞ୍ଚଳର । ତେବେ ଏଠାରେ ଥିବା ଏକ ସ୍କୁଲ ରେ ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ଦିବସ ଉପଲକ୍ଷେ ସାସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ଯେଉଁଠି ଛାତ୍ରୀ ମାନଙ୍କୁ ଏକ ରୁମ୍ ଦିଆ ଯାଇଥିଲା ଡ୍ରେସ ବଦଳିବା ପାଇଁ । କିନ୍ତୁ ସେହି ରୂମ୍ ରେ ସିସିଟିଭି ଲାଗିଥିଲା ଏବଂ ଯାହା ଦ୍ଵାରା ସେଠାକର ଶିକ୍ଷକ ସେମାନଙ୍କୁ ଡ୍ରେସ ବଦଳିବାର ସିସିଟିଭି ମାଧ୍ୟମରେ ଦେଖୁଥିଲେ , ଓ ଉପୋଭୋଗ କରୁଥିଲେ ।
ତେବେ ସେଠାକାର ଶିକ୍ଷକ ମାନଙ୍କ କହିବା ଅନୁସାରେ ସେ ରୁମ୍ ରେ ସିସିଟିଭି ଲାଗିଥିଲା ସତ କିନ୍ତୁ ଛାତ୍ରୀ ମାନେ ସେଠାରେ ଡ୍ରେସ ବଦଳିବେ ବୋଲି ସେହି ସିସିଟିଭି କୁ ବନ୍ଦ କର ଯାଇଥିଲା । ହେଲେ ମଦ୍ରାସାର ଶିକ୍ଷକ ସୁଲେମାନ ଅଂନଶାରୀ ସିସିଟିଭି କ୍ୟାମେରାକୁ ଅନ କରି ଛାତ୍ରୀଙ୍କ ଡ୍ରେସ ବଦଳାଇବା ଦୃଶ୍ୟ ଦେଖି ଉପଭୋଗ କରୁଥିଲେ । ଅନ୍ୟ ଶିକ୍ଷକ ମାନେ ଏହି କଥାର ବିରୋଧ କରି ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।