ଚିଲିକା ମଝିରେ ପୁଣି ଫସିଲା 3ଟି ଡଙ୍ଗା, ଭୟରେ ଯାତ୍ରୀମାନେ ଡାକିଲେ ମା କାଳିଜାଇ… ଆଉ ତା ପରେ ଯାହା ହେଲା, ଦେଖନ୍ତୁ Video

ବନ୍ଧୁଗଣ ପୁଣି ଚିଲିକା ମଝିରେ ଅଟକି ଗଲା ଡଙ୍ଗା । ସମସ୍ତଙ୍କ ମୁହଁ ରେ ମା କାଳିଜାଇ ଆମକୁ ଉଧାର କରି ନିଅ, ଆମକୁ ବଞ୍ଚାଇ ନିଆ ଏମିତି ଶୁଣିବାକୁ ମିଳିଛି ଗତ କାଲି । ତେବେ କାହିଁକି ବାରମ୍ବାର ଚିଲିକା ମଝିରେ ଫସି ଯାଇଛି ଡଙ୍ଗା । ଅନେକ ସମୟରେ ବିନା ତ୍ରୁଟି ରେ ମଧ୍ୟ ଯାତ୍ରୀଙ୍କର ଡଙ୍ଗା ଏମିତି ମଝି ଦରିଆ ରେ ଅଟକି ପଡୁଛି ।

ଆଉ ଯାହାକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି କି କିଭଳି ଭାବେ ଏକା ସହ ୩ ଟି ଡଙ୍ଗା ଫସି ଯାଇଛି । ଆଉ ଡଙ୍ଗା ରେ ଯାଉଥିବା ଯାତ୍ରୀ ଚିନ୍ତାରେ ପଡି ଯାଇଛନ୍ତି । ହଁ ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଯେ ୩ଟି ଡଙ୍ଗା ଚିଲିକା ମଝିରେ ଏଭଳି ଫସି ରହିଛି । ସୂଚନା ଅନୁଯାୟୀ ଯାତ୍ରୀ ଙ୍କୁ ଧରି ଜାଲିପଡା ରୁ ସାତପଡା ଯାଉଥିଲା ଡଙ୍ଗା ଟି ।

ଆଉ ହଠାତ ଅଧା ବାଟରେ ପ୍ରଥମେ ଗୋଟେ ଡଙ୍ଗା ଅଟକି ପଡିଲା । ଆଉ ତା ପରେ ଡଙ୍ଗା ଟି କାହିଁକି ସେଠାରୁ ଘୁଞ୍ଚୁ ନାହି ବୋଲି ଜାଣିବାକୁ ଆଉ ୨ ଟି ଡଙ୍ଗା ଉଧାର କରିବାକୁ ଆସିଥିଲା । କିଦୁର୍ଭାଗ୍ୟ ବଶତ ଉଧାର କରିବାକୁ ଯାଇଥିବା ସେହି ୨ ଟି ଡଙ୍ଗା ବି ସେଠାରେ ଫସିଗଲା । ଆଉ ସମସ୍ତଙ୍କ ମୁହଁ ରେ ଗୋଟେ କଥା ମା କାଳିଜାଇ ଆମକୁ ଉଧାର କର ।

କାରଣ କେହି ବି ଜାଣିପାରୁ ନ ଥିଲେ କାହିଁଙ୍କି ଏଭଳି ଡଙ୍ଗା ଅଟକି ଯାଉଛି । ତେବେ ଯାହା କୁହା ଯାଉଛି ୩ ଟି ଡଙ୍ଗା ରେ ବସିଥିଲେ ୧୫୦ ଯାତ୍ରୀ । ଏହା ସହ ୫୦ ରୁ ଉର୍ଦ୍ଧ ବାଇକ ବି ଡଙ୍ଗାରେ ରାଇଥିଲା । ଆଉ ଏଭଳି ସ୍ଥିତିରେ ସମସ୍ତଙ୍କୁ ଚିନ୍ତା ଘାରୁଥିଲା ଯେ କେତେବେଳେ ଆଉ କେମିତି ଉଧାର ହେବେ ଏ ମଝି ଦରିଆ ରୁ । ବାରମ୍ବାର ଏଭଳି ଖବର ଶୁଣିବାକୁ ମିଳୁଛି କି କିଭଳି ଭାବେ ଚିଲିକା ମଝିରେ ଡଙ୍ଗା ଫସି ରହୁଛି ।

ଆଉ ଆସିଥିବା ଯାତ୍ରୀ ମାନେ ଚିନ୍ତାରେ ପଡି ଯାଆନ୍ତି । ଆଉ ଗତ କାଲି ବି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ୩ଟି ଡଙ୍ଗା ଆଖ ପାଖରେ ଫସି ରହିଛି । ଗୋଟିଏ ଡଙ୍ଗା କୁ ଉଧାର କରିବାକୁ ଯାଇଥିବା ଆଉ ୨ ଟି ଡଙ୍ଗା ଫସି ଯାଇଛି । ତେବେ ଦେଖିବାକୁ ବାକି ରହିଲା କେତେବେଳେ ଏହି ୩ ଟି ଡଙ୍ଗା ଉଧାର ହେଉଛି । ଆଉ ତା ପରେ ସତ ସାମ୍ନା କୁ ଆସିପାରେ କି କହାୟଙ୍କି ୩ ଟି ଡଙ୍ଗା ଅଟକି ଯାଇଥିଲା । ତେବେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ ନିହାତି କମେଣ୍ଟ ଜରିଆରେ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *