ଚୀନର ଏମିତି ୫ଟି ପ୍ରଥା ଯାହା ଦେଖି ଆପଣଙ୍କ ପାଗଳ ହୋଇଯିବେ !!

ଚୀନ ଦୁନିଆର ଏମିତି ଗୋଟେ ଦେଶ ଯାହା ଜନସଂଖ୍ୟା ଦୁନିଆର ସବୁଠାରୁ ଅଧିକ ଅଟେ, ତେବେ ଚୀନ ନିଜ ଅନ୍ୟ ବହୁତ କଥା ପାଇଁ ବଦନାମ ମଧ୍ୟ ଅଟେ, ଚୀନ ଲୋକ ନକଲି ଜିନିଷ ତିଆରି କରିବା ଓ ବିକ୍ରି କରିବା ପାଇଁ ବହୁତ ପ୍ରସିଦ୍ଧ ଅଟନ୍ତି । ଏହା ଛଡା ଚୀନ ଏମିତି ଗୋଟେ ଦେଶ ଯେଉଁଠାରେ ଲୋକ ବିଷାକ୍ତ ଜିନିଷକୁ ମଧ୍ୟ ଖାଇବା ପସନ୍ଦ କରନ୍ତି ଓ ବହୁତ ଅଜବ ଗଜବ ଜିନିଷ ସେବନ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଚୀନ ଏମିତି କିଛି ପ୍ରଥା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ମୁଣ୍ଡରେ ହାତ ଦେବେ ।

Image Courtesy: Google

୧. ଚୀନରେ ଏମିତି ଗୋଟେ ପ୍ରଥା ଅଛି ଯାହା ଅନୁଯାଇ ବିବାହ ପରେ ବର କନ୍ୟା ଏକାଠି ହେଲେ ବର ସାଙ୍ଗ ଆସି ବର ସାମ୍ନାରେ କନ୍ୟା କପଡା ବାହାର କରନ୍ତି, ତେବେ ବହୁତ ଚୀନ ଲୋକ ମଧ୍ୟ ଏହାକୁ ବିରୋଧ କରିଛନ୍ତି କିନ୍ତୁ ବର୍ତମାନ ମଧ୍ୟ ଏହି ପ୍ରଥା ଲୋକେ କରୁଛନ୍ତି ।

୨. ଚୀନ ଏମିତି ଗୋଟେ ଦେଶ ଯେଉଁଠି ଲୋକ ସବୁଠାରୁ ଅଧିକ ଆତ୍ମହତ୍ୟା କରନ୍ତି, ଏଠି ଲୋକେ ଏତେ ଆତ୍ମହତ୍ୟା କରନ୍ତି ଯେ ଅନ୍ୟ ବ୍ୟକ୍ତିଙ୍କୁ ନଦୀରୁ ଡେଡ ବଡି ବାହାର କରିବା ଚାକିରି ଦିଆ ଯାଇଥାଏ ।

Image Courtesy: Google

୩. ଚୀନ ର ଆଉ ଗୋଟେ ପ୍ରଥା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏଠାରେ ଯଦି କୌଣସି ପୁଅ ବିନା ବିବାହରେ ମୃତ୍ୟୁ ବରଣ କରିଥାଏ ତେବେ ପୁଅ ଘର ଲୋକେ କୌଣସି ଝିଅ ଡେଡ ବଡି କିଣି ତା ସହ ନିଜ ପୁଅ ବିବାହ କରନ୍ତି ଓ ତା ପରେ ଦୁହିଙ୍କୁ ଏକାଠି ପୋତି ଦିଅନ୍ତି ।

୪. ଚୀନ ଖାଦ୍ଯ ବିଷୟରେ ଆମେ ଆପଣଙ୍କୁ କଣ କହିବୁ ଏହା ଏମିତି ଗୋଟେ ଦେଶ ଅଟେ ଯେଉଁଠି କୌଣସି ଜୀବ ଜନ୍ତୁ ସୁରକ୍ଷିତ ନାହାନ୍ତି, ତେବେ ଖବର ଅନୁଯାଇ ସବୁ ବର୍ଷ ୪୦,୦୦୦ ଠାରୁ ଅଧିକ ବିରାଡି ମାଂସ ଏହି ଚୀନ ଦେଶ ବାସୀ ସେବନ କରିଥାନ୍ତି ।

Image Courtesy: Google

୫. ଚୀନ ଏକମାତ୍ର ଏମିତି ଦେଶ ଯେଉଁଠାରେ ଜେଇଲରେ ଅପରାଧୀ ମାନଙ୍କ ଠାରୁ ଅଧିକ ପତ୍ରକାର ଏବଂ ଇଣ୍ଟରନେଟ ୟୁଜର ଅଛନ୍ତି କାହିଁକିନା ଚୀନ ଲୋକତାନ୍ତ୍ରିକ ଦେଶ ନୁହ । ଏଠାରେ ସାମାନ୍ଯ ଜନତା ସରକାର ଉପରେ କୌଣସି ପ୍ରକାର ଆଙ୍ଗୁଳି ଠିଆ କରି ପାରିବେ ନାହିଁ ନଚେତ ଜେଲ ହୋଇପାରେ ଏହା ଛଡା ମୃତ୍ୟୁ ଦଣ୍ଡ ମଧ୍ୟା ଦିଆ ଯାଇପାରେ । ତେବେ ଅନ୍ୟ ବହୁତ କାର୍ନାମା ଅଛି ଯାହା ଚୀନ କରିଥାଏ ଓ ଆପଣ ଏହା ବିଷୟରେ ବହୁତ ଖବର କାଗଜରେ ମଧ୍ୟ ପଢିବାକୁ ପାଇଥିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *