ସାରା ବିଶ୍ଵର ଚିନ୍ତା ବଢାଇଲା ଚୀନ, ମହାକାଶରେ ପରୀକ୍ଷା କଲା ମହାବିନାଶକ ମିସାଇଲ୍

ନମସ୍କାର ବନ୍ଧୁଗଣ । ବିଶ୍ଵକୁ ଶେ-ଷ କରିବାକୁ ଚାହୁଁଛି କି ଚୀନ ? ଗୋଟିଏ ପରେ ଗୋଟିଏ ଅ-ସ୍ତ୍ର ତିଆରି କରି ଦୁନିଆକୁ ଦୋ-ହ-ଲା-ଇ ଦେଉଛି ଚୀନ । ସାରା ବିଶ୍ଵ ଉପରେ ନିଜର ହୁ-କୁ-ମ କରିବା ପାଇଁ ଯୋଜନା କରୁଛି ଚୀନ । ବର୍ତ୍ତମାନ ସୂଚନା ଅନୁସାରେ ମହାକାଶ ଆଡକୁ ପାଦ ବଢାଇଛି ବ୍ଲୁ-ପି-ଟ- । ଚୀନ ମହାକାଶରୁ ଏକ ନୂତନ ହା-ଇ-ପ-ର-ସୋ-ନି-କ ଖ୍ଯ-ପ-ଣା-ସ୍ତ୍ର ପରୀକ୍ଷଣ ହୋଇଥିବା ସୂଚନା ମିଳିଛି । ଚଳିତ ବର୍ଷ ଅଗଷ୍ଟ ମାସରେ ଏହି ହାଇ ପନିକ କ୍ଷେ-ପ-ଣା-ସ୍ତ୍ର-ର- ପ-ରୀ-କ୍ଷ-ଣ କରା ଯାଇଛି । ଦି ଫାଇନେନ୍ସିଆଲ ରିପୋର୍ଟ ଅନୁସାରେ ଆର୍ମିକ ସାମର୍ଥ ଥିବା କ୍ଷେ-ପ-ଣା-ସ୍ତ୍ର-କୁ ବେଜିଂ ନିକ୍ଷେପ କରିଥିବା ଜଣା ପଡିଛି ।

ନିର୍ଧାରିତ ଲକ୍ଷ୍ୟ ସ୍ଥଳରେ ପଡିବା ପୂର୍ବରୁ ତାହା ନିମ୍ନ ପରିପ୍ରେକ୍ଷରେ ପୃଥିବୀ ପରିକ୍ରମା କରିଥିଲା । କିନ୍ତୁ ଅବତରଣ କରିବା ଲକ୍ଷ୍ୟ ସ୍ଥଳରୁ ପ୍ରାୟ ୩୨ କିମି ଦୂରରେ ଏହା ଅବତରଣ କରିଥିବା ସୂଚନା ମିଳିଛି । ଏବେ ଚୀନ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ ବ୍ଯତୀତ ଅନ୍ଯାନ୍ଯ ୫ଟି ରାଷ୍ଟ୍ରରେ ହାଇ ପେ-ନି-କ ଟେ-କ୍ନୋ-ଲୋ-ଜି ଉପରେ କାର୍ଯ୍ୟ କରୁଛି । କିନ୍ତୁ ଗତ ଅଗଷ୍ଟ ମାସରେ ଚୀନ ଦ୍ଵାରା କରା ଯାଇଥିବା ଏହି ପରୀକ୍ଷାକୁ ଗୁପ୍ତରେ ରଖା ଯାଇଛି । ଚୀନର ହାଇ ପୋ-ନି-କ କ୍ଷେ-ପ-ଣା-ସ୍ତ୍ର-ଟି ଲଙ୍ଗମାର୍କ ର-କେ-ଟ ଦ୍ଵାରା ଉତ୍କ୍ଷେପଣ କରା ଯାଇଥିବା ବେଳେ ହା-ଇ-ରୋ-ସୋ-ମି-କ ଅ-ସ୍ତ୍ର ଶ-ସ୍ତ୍ର-ରେ ଚୀନର ଅଗ୍ରଗତି ଦେଖି ଆମେରିକା କୁଇନ ଦାଶସ୍ତା ଆଶ୍ଚର୍ଯ୍ୟ ଚକିତ ହୋଇଛି ।

ସାଧାରଣ କ୍ଷେ-ପ-ଣା-ସ୍ତ୍ର ଭଳି ହା-ଇ-ପ-ର-ସୋ-ନି-କ କ୍ଷେ-ପ-ଣା-ସ୍ତ୍ର ମଧ୍ୟ ଆଣବିକ କ୍ଷେ-ପ-ଣା-ସ୍ତ୍ର କରି ପାରିବ । ଏହା ଶବ୍ଦର ଗତି ଠାରୁ ୫ଗୁନା ବେଗରେ ଗତି କରିପାରେ । ସବୁଠାରୁ ଗୁରୁତ୍ଵ ପୁଂର୍ଣ୍ଣ କଥା ହେଉଛି ବାଲଷ୍ଟିକ କ୍ଷେ-ପ-ଣା-ସ୍ତ୍ର ମହାକାଶର ଅତି ଉଚ୍ଚ ସ୍ତରରେ ଯାଇ ଖୁବ ଜଲ୍ଦି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥାଏ ।

ଏହା ସହ ପାରମ୍ପରିକ ବଲାଷ୍ଟିକ କ୍ଷେ-ପ-ଣା-ସ୍ତ୍ର ପରି ହାଇପରସୋନିକ କ୍ଷେ-ପ-ଣା-ସ୍ତ୍ର-ର ମଧ୍ୟ ଆରମ୍ଭିକ ହାଡ ୱେ ବହନ କରିପାରେ । ଧୋ-ଷ୍ଟ ବିଧୁସ୍ତ ଅ-ସ୍ତ୍ର ନିରୂପଣରେ ଚୀନ ବ୍ୟସ୍ତ ଥିବା ଦେଖି ସାରା ବିଶ୍ଵ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛି । ତେବେ ଆ-ନ୍ତ-ରୀ-କ୍ଷ-ଣ ମହା ବି-ନା-ସ-କ ମି-ଶା-ଇ-ଲ ପରୀକ୍ଷଣ ରେ ପେନ୍ଟାକନ କୌଣସି ମତ ଦେଇ ନାହି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *