ଇ-ଶ୍ରମ କାର୍ଡରେ ପଞ୍ଜୀକରଣ କରିଛନ୍ତି ତ ଆପଣଙ୍କ ପାଇଁ ଖୁସି ଖବର ! ଏହି ତାରିଖରେ ମିଳିବ ପ୍ରଥମ କିସ୍ତି 10,000

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଇ-ଶ୍ରମ କାର୍ଡକୁ ନେଇ ଆସିଛି । ଯଦି ଆପଣ ଓ-ଶ୍ରମ କାର୍ଡ ପାଇଁ ପଞ୍ଜୀକରଣ କରି ସାରିଛନ୍ତି ଓ ଆପଣଙ୍କ ପାଖରେ ଓ-ଶ୍ରମର କାର୍ଡ ରହିଛି ତେବେ ଆପଣଙ୍କ ପାଇଁ ଆସିଛି ବଡ ଖୁସି ଖବର । ଇ-ଶ୍ରମ କାର୍ଡର ପ୍ରଥମ କିସ୍ତି 10,୦୦୦ ଟଙ୍କା ମିଳିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଏହି ଖବର ଟି ପ୍ରଚାର ହୋଇ ସାରିଛି । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଏହି କଥା ଟି ସତ ନାଁ ମିଛ । ଏହା ପଛରେ କଣ କାରଣ ରହିଛି ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଠୁଥିବ । ତେବେ ଆମେ ଆପଣ ମାନଙ୍କୁ କିଛି ଜରୁରୀ ସୂଚନା ବିଷୟରେ କହିବାକୁ ଯାଉଛୁ ।

୧- ସରକାରଙ୍କ ପକ୍ଷରୁ ନିର୍ଦେଶନା ଅନୁସାରେ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହ ଯାଏଁ ଲୋକ ମାନେ ଇ-ଶ୍ରମ କାର୍ଡ ପାଇଁ ପଞ୍ଜୀକରଣ କରି ପାରିବେ । ଡିସେମ୍ବର ମାସ ପରେ ଆଉ ପଞ୍ଜୀକରଣ କରି ହେବ ନାହି ।

୨- ଜାନୁଆରୀ ମାସ ୨୦୨୨ ଠାରୁ ସରକାର ଇ-ଶ୍ରମ କାର୍ଡ ର ଯେଉଁ ସବୁ ଫାଇଦା ରହିଛି ତାହା ଲୋକ ମାନଙ୍କ ପାଖରେ ପହଞ୍ଚିବ । ଯାହା ଦ୍ଵାରା ଲୋକ ମାନେ ଏହାର ଲାଭ ଉଠାଇ ପାରିବେ ।

୩- ଯେଉଁ ମାନେ ଇ-ଶ୍ରମ କାର୍ଡ ର ପଞ୍ଜୀକରଣ କରି ନାହାନ୍ତି ସେମାନେ ଜଲ୍ଦି ପଞ୍ଜୀକରଣ କରି ଦିଅନ୍ତୁ । ନଚେତ ଆଗକୁ ଆଉ ଏହା କରି ପାରିବେ ନାହି ।

୪- ସୋ-ସି-ଆ-ଲ ମି-ଡି-ଆରେ ବର୍ତ୍ତମାନ ଯେଉଁ ଖବର ପ୍ରଚାର ପାଇଛି ଯେ ଇ-ଶ୍ରମ ଆକର୍ଡ ରେ ସରାକର ଙ୍କ ତରଫରୁ ୧୦,୦୦୦ ଟଙ୍କା କିସ୍ତି ହିସାବରେ ମିଳିବ ତାହାର ଏ ଯାଏଁ କୌଣସି ସଠିକ ସୂଚନା ଆସି ନାହି । କେବଳ ଏମିତି ସୂଚନା ମିଳିଛି ଯେ ଯେଉଁ ମାନେ ଇ-ଶ୍ରମ କାର୍ଡ ପାଇଁ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ୨ ଲକ୍ଷ ଟଙ୍କାର ବୀମା ରାଶ ପ୍ରଦାନ କରାଯିବ । ଏହା ସେତେବେଳେ ସମ୍ଭବ ଯେତେବେଳ ଆପଣଙ୍କର କୌଣସି ଦୁର୍ଘଟଣା ଘଟୁଛି । କେବଳ ଏତିକି ଅପଡେଟ ସରକାର ପକ୍ଷ ରୁ ଘୋଷଣା କରା ଯାଇଛି । କିନ୍ତୁ ଟଙ୍କା ମିଳିବା ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହି । ଜାନୁଆରୀ ମାସରୁ ସରକାର ଗୋଟେ ନୂଆ ଅପଡେଟ ଦେବେ ଯାହା ଦ୍ଵାରା ଜାଣି ହେବ ଯେ ଟଙ୍କା ମିଳିବ କି ନାହି । ଏହା ସହ ଇ-ଶ୍ରମ କାର୍ଡ ରେ କଣ ସହାୟତା ମିଳିବ ଓ କଣ କାମ ରହିଛି ତାହା ଜାନୁଆରୀ ମାସରେ ଜଣା ପଡିବ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *