ପୋଖରୀ ଭିତରେ ଚାଲିଛି ସାପ ଓ କୁକୁରଙ୍କ ଭୟଙ୍କର ଲଢେଇ…. ଦେଖନ୍ତୁ Video 

ଆପଣ ମାନେ ଜାଣିଥିବେ କୁକୁର ହେଉଛି ସବୁଠାରୁ ବିଶ୍ଵସ୍ତ ପ୍ରାଣୀ । ସା-ପ ହେଉଛି ଏମିତି ଏକ ବି-ଷଧର ପ୍ରାଣୀ ଯାହାର ବି-ଷ ବହୁତ ଭୟଙ୍କର ହୋଇଥାଏ । ଆଜିର ଆମର ବି-ଷୟ ବସ୍ତୁ ଏମିତି କିଛି ରହିଛି । ତେବେ ଏହି ଭିଡିଓ ରେ ଗୋଟେ ବିଶାଳକାୟ ସା-ପ କୁ ଦୁଇଟି କୁକୁର ପୋଖରୀ ଭିତରେ କିପରି ଭାବେ ଆକ୍ରମଣ କରୁଛନ୍ତି ତାହା ଆପଣ ମାନେ ଦେଖିବାକୁ ପାଇବେ । ସା-ପ ତ୍ଯି ପାଣି ଭିତରେ ପହଁରି ଯିବାକୁ ଚାହୁଁଥିବା ବେଳେ ତାର ରାସ୍ତା ଅବରୋଧ କରିଛନ୍ତି ଦୁଇଟି କୁକୁର । କାରଣ ଏହି କୁକୁର ଦୁଇଟି ଜାଣିଛନ୍ତି ସା-ପ ଟି ମଣିଷଙ୍କ ପାଇଁ କେତେ ବଡ ବିପଦ ସୃଷ୍ଟି କରିପାରେ । ତେଣୁ କୁକୁର ଦୁଇଟି ସପାକୁ ଆକ୍ରମଣ କରୁଛନ୍ତି ।

ସବୁଠାରୁ ବଡ କଥା ହେଉଛି କୁକୁରର ପାଣି ଭିତରେ ଚଳ ପ୍ରଚଳ ହେବା ସହଜ କଥା ନୁହେଁ । ଅନ୍ୟ ପଟେ ସଫାଟି ଜଳଚର ନ ହୋଇଥିଲେ ମଧ୍ୟ ସରୀସୃପ ହୋଇ ଥିବାରୁ ପାଣିରେ ସହଜରେ ପହଁରି ପାରିବ । କିନ୍ତୁ ଏଠାରେ କୁକୁର ଦୁଇଟି ପାଣି ଭିତରେ ଏତେ ସମୟ ଧରି ପହଁରି ଯେପରି ଭାବେ ସା-ପର ପିଛା କରୁଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ । ଏହି ଭିଡିଓ ରେ ସା-ପଟି କୁକୁର ମାନଙ୍କ ଆକ୍ରମଣରେ ପୋଖରୀର ଅନ୍ୟ ଆଡକୁ ପଳାଯନ କରୁଛି । ତଥାପି କୁକୁର ମାନେ ସା-ପ ପଛରେ ଲାଗି ପଡି ଆକ୍ରମଣ କରିବାରେ ଲାଗିଛନ୍ତି । ବେଳେବେଳେ ସା-ପ ଟି ବୁଲି ପଡି କୁକୁରଙ୍କୁ ଆକ୍ରମଣ କରୁଛି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି ।

ହେଲେ ସା-ପର ଆକ୍ରମଣ ରୁ ନିଜକୁ କୌଶଳ କ୍ରମେ ରକ୍ଷା କରି ପୁଣି ଥରେ ସା-ପକୁ ଆକ୍ରମଣ କରୁଛନ୍ତି ଦୁଇଟି କୁକୁର । ଯେତେବେଳେ ସା-ପଟି କୁଳକୁ ଉଠିଯାଇ ଯାଉଛି ସେହି ସମୟରେ ଘେରି ରହିଛନ୍ତି ଦୁଇଟି କୁକୁର ଓ ତାକୁ ଆକ୍ରମଣ କରୁଛନ୍ତି । ସା-ପକୁ ପାଣି ଉପରକୁ ଉଠିବାକୁ ଦେଉ ନାହାନ୍ତି ଦୁଇଟି କୁକୁର । ସା-ପଟି ପୁଣି ଥରେ ପାଣିରେ ପହଁରିବାରେ ଲାଗିଛି । ବାରମ୍ବାର ଦୁଇଟି କୁକୁର ସା-ପକୁ ଆକ୍ରମଣ କରୁଛନ୍ତି ଯାହା ପାଇଁ ସେ ଉପରକୁ ଉଠି ପାରୁ ନାହି ।

ଶେଷରେ ଅନ୍ୟ ଏକ କୁକୁର ମଧ୍ୟ ସେଠାକୁ ଆସି ଦୁଇ କୁକୁରଙ୍କର ସାଥ ଦେଉହକି । ତେବେ ଏହି ସା-ପ କୁକୁର ଲଢେଇର ଶେଷ ପରିଣତି କଣ ହେଉଛି ତାହା ସ୍ପଷ୍ଟ ହୋଇ ନାହି । ତେବେ ଏତିକି କୁହା ଯାଇପାରେ କି ମଣିଷର ଭଲ ବନ୍ଧୁ ଭାବେ କୁକୁର ପରିଚିତ ଅଟେ । କୁକୁର ଭଳି ବିଶ୍ବାସ ପ୍ରାଣୀ ମଣିଷକୁ କେଉଁଠାରୁ ମିଳିବ ନାହି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *