ଭାଇ ଭଉଣୀ ମିଶି ମାସକୁ ରୋଜଗାର କରୁଛନ୍ତି 27 ଲକ୍ଷ, କେମିତି ଜାଣିଲେ ହେବେ ଆଶ୍ଚର୍ଯ୍ୟ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ଅନୁଯାୟୀ ଆମେରିକାରେ ଭାରତୀୟ ଭାଇ ଓ ଭଉଣୀ ଏବେ ଲକ୍ଷପତି ହୋଇଛନ୍ତି । ଦୁଇ ଭାଇ ଭଉଣୀ ମିଶି ମାସିକ ଆୟ କରୁଛନ୍ତି ଲକ୍ଷାଧିକ ଟଙ୍କା । ଯେଉଁ ବୟସରେ ପିଲା ମାନେ ଖେଳକୁଦ ବା ପାଠ ପଢାରେ ଲାଗିଥାନ୍ତି ସେହି ବୟସରେ ଏହି ଦୁଇ ଭାଇ ଭଉଣୀ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ସେମାନେ ହେଉଛନ୍ତି ୧୪ ବର୍ଷର ପୁଅ ଯାହାର ନାଁ ହେଉଛି ଇଶାନ ଠକର ଓ ଅନ୍ୟ ଜଣେ ଝିଅ ହେଉଛନ୍ତି ୯ ବର୍ଷର ଯାହାଙ୍କର ନାଁ ହେଉଛି ଅନନ୍ୟା ଠକର । କ୍ରିପ୍ଟୋକରେନ୍ସି ମାଧ୍ୟମରେ ଏହି ଦୁଇ ଭାଇ ଭଉଣୀ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଆଜିକାଲିପିଲା ମାନେ ମୋବାଇଲ ଫୋନ୍ରେ ସମୟ ବରବାତ କରୁଥିବା ବେଳେ ଭାରତର ଏହି ଦୁଇ ଭାଇ ଭଉଣୀ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଯେଉଁ ସ୍ମାୟରେ କୋରୋନା ମହାମାରୀ ପାଇଁ ସ୍କୁଲ ଛୁଟି ଥିଲା ସେହି ସମୟରେ ଏହି ଅନନ୍ୟା ଓ ଇଶାନ ଯୁତୁବରୁ କ୍ରିପ୍ଟୋକରେନ୍ସି ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ । କେଉଁ ଉପାୟରେ ଏହା ମାଧ୍ୟମରେ ଟଙ୍କା ରୋଜଗାର କରି ହେବ ତାହା ବିଷୟରେ ଶିକ୍ଷା ଲାଭ କରିଥିଲେ । ଚଳିତ ବର୍ଷ ପ୍ରଥମ କରି କ୍ରିପ୍ଟୋକରେନ୍ସି ଟ୍ରେନିଂ କରିବା ଆରମ୍ଭ କରିଥିଲେ ଇଶାନ ଓ ଅନନ୍ୟା । ପ୍ରଥମ ଅମାସରେ ଇଶାନ ଓ ଅନନ୍ୟା ୩ ଡଲାର ଅର୍ଥାତ ଭାରତୀୟ ମୁଦ୍ରା ରେ ୨୨୫ ଟଙ୍କା ରୋଜଗାର କରିଥିଲେ ।

ଏହା ପର ମାସରେ ଏକ ହଜାର ଡଲାର ରୋଜଗାର କରିଥିଲେ । ଏତିକି ରେ ଦୁଇ କୁନି ଭାଇ ଭଉଣୀ ଅଟକି ନ ଯାଇ ୨୦୨୧ ଏପ୍ରିଲ ମାସରେ ନିଜର କମ୍ପାନୀ ଫ୍ଲାପର ଟେକ୍ନୋଲୋଜି ଆରମ୍ଭ କରିଥିଲେ । ବର୍ତ୍ତମାନ ଅନନ୍ୟା ଓ ଇଶାନ କ୍ରିପ୍ଟୋକରେନ୍ସି ମାଧ୍ୟମ ରେ ମାସକୁ ୨୭ହଜାର ଟଙ୍କା ରୋଜଗାର କରୁଛନ୍ତି ବୋଲି ସୂଚନା ମିଳିଛି । ଆମେରିକାର ଟେକସସରେ ରହୁଥିବା ଇଶାନ ଓ ଅନନ୍ୟା ହାଇ ସ୍କୁଲରେ ପାଠ ପଢୁଛନ୍ତି ।

ୟୁପିନ ରେ ମେଡ଼ିସିନ ପାଠ ପଢିବାକୁ ଇଶାନ ଲକ୍ଷ୍ୟ ରଖିଛନ୍ତି । ସେହିପରି ଅନନ୍ୟା କ୍ଳାସ-୪ ରେ ପଢୁଥିବା ବେଳେ ନ୍ୟୁୟର୍କ ୟୁନିଭରସିଟିରେ ମେଡିକାଲ ପଢିବା ପାଇଁ ଲକ୍ଷ୍ୟ ରଖିଛନ୍ତି । କ୍ରିପ୍ଟୋକାରେନ୍ସି କରିବା ବହୁତ କଷ୍ଟକର ହୋଇଥାଏ । କିନ୍ତୁ ଆମେରିକାରେ ରହୁଥିବା ଇଶାନ ଓ ଅନନ୍ୟା ଏହି ଭ୍ରମକୁ ଦୂର କରିବାରେ ସକ୍ଷମ ହୋଇଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *